Back
गंजाम जिले में कार पोखर में गिरने से दो मृत, चार घायल
PPPREMANANDA PUJARI
Nov 13, 2025 10:23:56
Tehran, Tehran Province
ଭାରସାମ୍ୟ ହରାଇ ପୋଖରୀକୁ ଖସି ପଡିଲା କାର୍। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି ।ଗତ ବିଳମ୍ବିତ ରାତିରେ ଘଟିଛି ଏଭଳି ଅଘଟଣ। କାର୍ ରେ ୪ ଜଣ ଥିବା ବେଳେ ୨ ଜଣଙ୍କାର ମୃତ୍ୟୁ ଘଟିଛି ଏବଂ ଅନ୍ଯ ୨ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗଂଜାମ ଜିଲ୍ଲା କବିସୂର୍ୟନଗର ଥାନା ଗଙଗାପୁର ଗ୍ରାମ ଗୁଡ଼ି ବନ୍ଧରେ ਭାରସାମ୍ୟ ହରାଇ ପୋଖରୀକୁ ଖସିଲା କାର୍। ଏଥିରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨ଜଣୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ମୃତକ ମାନେ ହେଲେ ତାଳଚେର ଅଞ୍ଚଳର ନୀଳାଞ୍ଚଳ ମହାପାତ୍ର ଓ ଚିଙ୍ଗୁଡ଼ଘାଇ ର ସନ୍ତୋଷ ମହାପାତ୍ର। ବଡ଼ ଆଗୁଳରୁ ଚିଙ୍ଗୁଡିଘାଇ ଯାଉଥିବା ବେଳେ ଭାରସାମ୍ୟ ହରାଇ କାର୍ଟୀ ପୋଖରୀକୁ ପଶି ଯାଇଥିଲା।ଗୋଟିଏ କାର ରେ ଚାରି ଜଣ ବସୀ ଗଙ୍ଗାପୁର ନିକଟ ଇଟା ଭାଟି ରୁ ଭୋଜି ଖାଇ ସାରି ଚିଙ୍ଗୁଡିଘାଇ ଯିବା ସମୟ ରେ କାର ଟି ପୋଖରୀ ଭିତରକୁ ଖସି ପଡିଥିଲା l ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ପୋଲିସ ସମସ୍ତ ଙ୍କୁ ଉଧାର କରି ଆସିକା ମେଡିକାଲ ରେ ଭର୍ତ୍ତି କରିଥିବା ବେଳେ ଏଠାରେ ନୀଳାଞ୍ଚଳ ଓ ସନ୍ତୋଷ ଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି l ପୋଲିସ ଘଟଣା ର ତଦନ୍ତ ଚଳାଇଛି l
2
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
KDKuldeep Dhaliwal
FollowNov 13, 2025 12:15:570
Report
BDBabulal Dhayal
FollowNov 13, 2025 12:15:240
Report
0
Report
OBOrin Basu
FollowNov 13, 2025 12:06:410
Report
AMAjay Mehta
FollowNov 13, 2025 12:06:150
Report
RRRakesh Ranjan
FollowNov 13, 2025 12:05:480
Report
SKSundram Kumar
FollowNov 13, 2025 12:05:210
Report
0
Report
0
Report
MKMANTUN KUMAR ROY
FollowNov 13, 2025 12:03:530
Report
HUHITESH UPADHYAY
FollowNov 13, 2025 12:03:040
Report
PPPraveen Pandey
FollowNov 13, 2025 12:02:450
Report
SSSUNIL SINGH
FollowNov 13, 2025 12:02:340
Report
RKRakesh Kumar Bhardwaj
FollowNov 13, 2025 12:02:170
Report
SRSANDEEP RATHORE
FollowNov 13, 2025 12:02:020
Report