Back
ବାଇକ୍ ମୋଡ଼ିଫାଏଡ ସାଇଲେନ୍ସର: ପୋଲିସ ଦ୍ୱାରା ଜବତ୍ ହେଲା 250+ ଗାଡ଼ି!
AMABHAYA MOHANTY
Aug 07, 2025 09:18:50
Keonjhar, Odisha
ମୋଡ଼ିଫାଏଡ ସାଇଲେନ୍ସର ଲଗାଇ ବିକଟାଳ ଶବ୍ଦ କରୁଥିଲେ ବାଇକ୍ । ବାଇକ୍ ଗୁଡ଼ିକ ରୁ ମୋଡ଼ିଫାଏଡ ସାଇଲେନ୍ସର ଜବତ୍ କରିବା ସହ ଜୋରିମାନା ଲଗାଇଥିଲା ପୋଲିସ । ଏବେ ଜବତ୍ ମୋଡ଼ିଫାଏଡ ସାଇଲେନ୍ସର ଉପରେ ରୁଲର ଚଢାଇ ନଷ୍ଟ କରିଛି ପୋଲିସ । ଭଦ୍ରକ ସହରାଞ୍ଚଳ ପୋଲିସ ଭଦ୍ରକ ସହର ଗତ ମାସେ ହେବ ସ୍ବତନ୍ତ୍ର ଡ୍ରାଇଭ୍ କରି ବିକଟାଳ ଶବ୍ଦ ସୃଷ୍ଠି କରୁଥିବା ବାଇକ୍ ଜବତ୍ କରିଥିଲା । ପରେ ଯେଉଁ ଗାଡ଼ି ଗୁଡ଼ିକ ରେ ଆରିଯିନାଲ ସାଇଲେନ୍ସର ଖୋଲି ମୋଡ଼ିଫାଏଡ ସାଇଲେନ୍ସର ଲଗାଇଥିଲେ ସେହି ଗାଡ଼ି ଗୁଡ଼ିକ ଉପରେ 10 ହଜାର ଲେଖାଏଁ ଜୋରିମାନା ଲଗାଇବା ସହ ମୋଡ଼ିଫାଏଡ ସାଇଲେନ୍ସର ଜବତ୍ କରିଥିଲା । ପରେ ପ୍ରାୟ 250 ରୁ ଅଧିକ ଜବତ୍ ମୋଡ଼ିଫାଏଡ ସାଇଲେନ୍ସର ଉପରେ ରୁଲର ଚଢାଇ ନଷ୍ଟ କରିଛି । ଆଗାମୀ ଦିନରେ ରେ ମୋଡ଼ିଫାଏଡ ସାଇଲେନ୍ସର ଲଗାଇଥିବା ବାଇକ୍ ଓ ବିକ୍ରି କରୁଥିବା ଦୋକାନ ଉପରେ ମଧ୍ୟ ଆକ୍ସନ ହେବ ବୋଲି କହିଚନ୍ତି ଭଦ୍ରକ ସହରାଞ୍ଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ।
Byte - ପ୍ରଭାଂଶୁ ମିଶ୍ର - ଥାନାଧିକାରୀ ଭଦ୍ରକ ସଦର
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
211
Report
390
Report
281
Report
420
Report
228
Report
मुख्यमंत्री छत्तीसगढ़ कि प्रेस कॉन्फ्रेंस : MMC जोन के सीसी मेंबर रामधर सहित 12 इनामी नक्सलियों का स
361
Report
169
Report
NSNivedita Shukla
FollowDec 08, 2025 19:01:43Noida, Uttar Pradesh:Japan - Fire near nursery school in Aomori City: Investigation into connection to earthquake underway - NHK
157
Report
NSNivedita Shukla
FollowDec 08, 2025 19:01:31Noida, Uttar Pradesh:Japan: The moment the M7.6 earthquake hit Hachinohe City - captured from the Aomori Asahi Broadcasting Hachinohe branch office
176
Report
NSNivedita Shukla
FollowDec 08, 2025 19:01:10Noida, Uttar Pradesh:Damage reported after a violent storm hit Yanbu, Saudi Arabia this evening...
153
Report
114
Report
138
Report
193
Report
HBHemang Barua
FollowDec 08, 2025 18:45:19274
Report