Back
କେନ୍ଦୁଝରରେ ୪ଟି ହାତୀଦାନ୍ତ ଜବତ, ୫ଜଣଙ୍କୁ ଗିରଫ!
AMABHAYA MOHANTY
Aug 09, 2025 05:33:03
Keonjhar, Odisha
ସ୍ଲଗ - ୪ଟି ହାତୀଦାନ୍ତ ଜବତ ସହ, ୫ଜଣଙ୍କୁ ଗିରଫ କଲା କେନ୍ଦୁଝର ବନ ବିଭାଗ ।
ଅଙ୍କର - କେନ୍ଦୁଝର ଜିଲ୍ଲା ରେ ବେଆଇନ୍ ଭାବେ ହାତୀଦାନ୍ତ ରଖି ବିକ୍ରୀ କରିବାକୁ ଉଦ୍ୟମ କରୁଥିବା ବେଳେ, କେନ୍ଦୁଝର ବନ ବିଭାଗ ପଞ୍ଝା ରେ ପଡ଼ିଲେ ୫ଜଣ । ସେମାନଙ୍କଠାରୁ ୫.୦୫୮ କିଲୋଗ୍ରାମ୍ ଓଜନର ୪ଟି ହାତୀଦାନ୍ତ ଜବତ କରିବା ସହ, ୪ଟି ମୋବାଇଲ୍ ଫୋନ୍ ଓ ୨ଟି ବାଇକ୍ ଜବତ କରିଛି ବନ ବିଭାଗ । ହାତୀଦାନ୍ତ ବିକ୍ରୀ କରିବାକୁ ଉଦ୍ୟମ କରୁଥିବା ନେଇ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ବାଂଶପାଳ ବ୍ଲକ ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ବାଲିବେଡ଼ା ଗାଁରେ ଚଢ଼ାଉ କରିଥିଲା ବନ ବିଭାଗ । ବାଲିବେଡ଼ା ଗାଁର ଗଙ୍ଗାଧର ପାତ୍ରଙ୍କ ଘରେ ୫ଜଣ ଲୋକ ୪ଟି ହାତୀଦାନ୍ତ ରଖିଥିବା ଜଣାପଡ଼ିଥିଲା । ଏସମ୍ପର୍କରେ ପଚରା ଉଚୁରା ପରେ ଏହା ସେମାନେ ବେଆଇନ୍ ଭାବେ ରଖିଥିବା ଜଣାପଡ଼ିଥିଲା । ଏହାପରେ, ହାତୀଦାନ୍ତ ସହ, ୫ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ । ଗିରଫ ବ୍ୟକ୍ତିମାନେ ହେଲେ, ବାଲିବେଡ଼ା ଗାଁର ଗଙ୍ଗାଧର ପାତ୍ର, ଜମ୍ଭିରୀପଶି ଗାଁର ନାରଦ ମୁଣ୍ଡା, ମୟୁ୍ରଭଞ୍ଜ ଜିଲ୍ଲା ଭାଲିଆଡ଼ିହ ଗାଁର କେଦାରନାଥ ପାତ୍ର, ଝାଡ଼ପୋଖରୀ ଗାଁର କୃଷ୍ଣଚନ୍ଦ୍ର ମୁଣ୍ଡା ଓ ବରଦାପାଳ ଗାଁର ଘାସିରାମ ମୁଣ୍ଡା । ବେଆଇନ ଭାବେ ହାତୀଦାନ୍ତ ରଖିଥିବା ଅଭିଯୋଗରେ ଏହି ୫ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦୁଝର DFO.
ବାଇଟ ୧- ଧନରାଜ ଏଚ.ଡ଼ି., DFO, କେନ୍ଦୁଝର।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
338
Report
390
Report
281
Report
420
Report
228
Report
मुख्यमंत्री छत्तीसगढ़ कि प्रेस कॉन्फ्रेंस : MMC जोन के सीसी मेंबर रामधर सहित 12 इनामी नक्सलियों का स
361
Report
169
Report
NSNivedita Shukla
FollowDec 08, 2025 19:01:43Noida, Uttar Pradesh:Japan - Fire near nursery school in Aomori City: Investigation into connection to earthquake underway - NHK
157
Report
NSNivedita Shukla
FollowDec 08, 2025 19:01:31Noida, Uttar Pradesh:Japan: The moment the M7.6 earthquake hit Hachinohe City - captured from the Aomori Asahi Broadcasting Hachinohe branch office
176
Report
NSNivedita Shukla
FollowDec 08, 2025 19:01:10Noida, Uttar Pradesh:Damage reported after a violent storm hit Yanbu, Saudi Arabia this evening...
153
Report
114
Report
138
Report
193
Report
HBHemang Barua
FollowDec 08, 2025 18:45:19274
Report