Back
ଜଗତସିଂହପୁରରେ ଯୌନ ନିର୍ଯାତନା: ବିବେକାନନ୍ଦ ବଳଙ୍କୁ ନିଲମ୍ବିତ କରାଗଲା!
NBNARAYAN BEHERA
Aug 05, 2025 18:00:36
Paradeep, Odisha
Slug - Nilambit
Dt - 05/08/2025
Place - Jagatsinghpur
Format - Avb
Anchor - ଶିଶୁ ସୁରକ୍ଷା ବାବଦରେ ଜଗତସିଂହପୁର ଜିଲାରେ କାର୍ଯ୍ୟରତ ଏକ ଏନ ଜି ଓ ର ସଂଯୋଜିକାଙ୍କୁ ଯୌନ ନିର୍ଯାତନା ଦେବା ଘଟଣା ରେ ଅଭିଯୁକ୍ତ ଶିଶୁ ମଙ୍ଗଳ ସମିତି ସଦସ୍ୟ ବିବେକାନନ୍ଦ ବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଜଗତସିଂହପୁର ଜିଲାପାଳଙ୍କ ସୁପାରିଶ କ୍ରମେ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ତାଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି। ଗତ ଦୁଇ ଦିନ ତଳେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ସଦର ପୋଲିସ । ପିଡିତା ଙ୍କୁ ବାରମ୍ବାର ଅସଦାଚରଣ କରିବା ସହ ଫେବର ମାଗିଥିଲା ଅଭିଯୁକ୍ତ । ଏଥି ସହିତ ତାଙ୍କ ରୁମରେ ପଶି ତାଙ୍କୁ ଯୌନ ନିର୍ଯାତନା ଦେଇଥିବାର ପିଡିତା ସଦର ଥାନାରେ ଅଭିଯୋଗ କରିଥିଲେ । ଅନ୍ୟ ପଟେ ଜିଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଓ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପିଡିତା ଜଣକ ପୂର୍ବରୁ ଜଣାଇଥିଲେ ମଧ୍ୟ ସେମାନେ ଏହାକୁ ଘଣ୍ଟ ଘୋଡାଇବା ପାଇଁ ଚେଷ୍ଟା କରିଥିବାର ଅଭିଯୋଗ ହେବାପରେ ଉଭୟ ଅଧିକାରୀ ମଧ୍ୟ ପୋଲିସର ତଦନ୍ତ ପରିସରକୁ ଆସିଥିବାର ଜଣା ଯାଇଛି ।
ବାଇକ -୧-
ଜଗତସିଂହପୁର ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
390
Report
281
Report
420
Report
228
Report
मुख्यमंत्री छत्तीसगढ़ कि प्रेस कॉन्फ्रेंस : MMC जोन के सीसी मेंबर रामधर सहित 12 इनामी नक्सलियों का स
361
Report
169
Report
NSNivedita Shukla
FollowDec 08, 2025 19:01:43Noida, Uttar Pradesh:Japan - Fire near nursery school in Aomori City: Investigation into connection to earthquake underway - NHK
157
Report
NSNivedita Shukla
FollowDec 08, 2025 19:01:31Noida, Uttar Pradesh:Japan: The moment the M7.6 earthquake hit Hachinohe City - captured from the Aomori Asahi Broadcasting Hachinohe branch office
176
Report
NSNivedita Shukla
FollowDec 08, 2025 19:01:10Noida, Uttar Pradesh:Damage reported after a violent storm hit Yanbu, Saudi Arabia this evening...
153
Report
114
Report
138
Report
193
Report
HBHemang Barua
FollowDec 08, 2025 18:45:19274
Report