Back
उत्कल विश्वविद्यालय ने पांच स्वर्ण पदक के साथ चैंपियन का दावा किया, संभलपुर विश्वविद्यालय पर विवाद
ANAJAY NATH
Mar 05, 2026 14:01:17
Sambalpur, Odisha
ପାଞ୍ଚ ଟି ସ୍ଵର୍ଣ ପଦକ ପାଇ ଉତ୍କଳ ବିଶ୍ୱବିଦ୍ୟାଳୟ ଚମ୍ପିୟାନ ଓ ନଅ ଟି ସ୍ଵର୍ଣ ପଦକ ହାସଲ କରି ସମ୍ବଲପୁର ବିଶ୍ୱବିଦ୍ୟାଳୟ ନିରାଶ | ଫେବୃଆରୀ ୨୨ ରୁ ୨୮ ବାଲେଶ୍ୱର ର ଫକୀର ମୋହନ ବିଶ୍ୱବିଦ୍ୟାଳୟ ରେ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଯେଉଁଥିରେ କି ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ବିଭାଗ ରେ ଉତ୍ତମ ଖେଳ ପ୍ରଦର୍ଶନ କରି ନଅ ଟି ସ୍ଵର୍ଣ ପଦକ ହାସଲ କରିଥିଲେ | କିନ୍ତୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିବର୍ତ୍ତେ ଉତ୍କଳ ବିଶ୍ୱବିଦ୍ୟାଳୟ କୁ ପାଞ୍ଚ ଟି ସ୍ଵର୍ଣ ପଦକ ସହ ଚମ୍ପିୟାନ ଘୋଷଣା କରାଗଲା |ତା ସହ ଅଧା ରାତି ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ବାହାରି ଯିବା ପାଇଁ ବାଧ୍ୟକରାଯାଇଥିବା ଅଭିଯୋଗ ହୋଇଛି |ଏ ବାବଦରେ ଛାତ୍ରଛାତ୍ରୀ ଙ୍କୁ ଭଲ ଖାଦ୍ୟ ଦେଉ ନଥିବା ଅଭିଯୋଗ କରିଛନ୍ତି ଅଫିସିଆଲ ସହ ଖେଳାଳି |ତା ସହ ଆଞ୍ଚଳିକ ବୈଶମ୍ୟବାଦ ଦେଖାଇଥିବା ମଧ୍ୟ ଅଭିଯୋଗ ହୋଇଛି |ଏ ସମସ୍ତ ସମସ୍ୟା କୁ ଗୁରୁତ୍ୱ ର ନେଇଛି ବିଜେଡି |ଆଜି ଏ ବାବଦରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର କୁଳପତି ଙ୍କ ସହ ଆଲୋଚନା କରିବା ପାଇଁ ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ ସରକାର ଉଚିତ ପଦକ୍ଷେପ ନେବା ପାଇଁ ଦାବୀ ଜଣାଇଛନ୍ତି |ସେ ସିଧାସଳଖ ଯୁବ ବ୍ୟାପାର ମନ୍ତ୍ରୀ ସୁରଜ ସୂର୍ୟବଂଶୀ ଙ୍କୁ ଦାୟୀ କରିଛନ୍ତି |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
1
Report
0
Report
AAAkshay Anand
FollowMar 05, 2026 15:17:570
Report
VAVINEET AGARWAL
FollowMar 05, 2026 15:17:490
Report
VAVijay Ahuja
FollowMar 05, 2026 15:17:330
Report
RRRakesh Ranjan
FollowMar 05, 2026 15:17:220
Report
AVArun Vaishnav
FollowMar 05, 2026 15:17:130
Report
NGNakibUddin gazi
FollowMar 05, 2026 15:16:14Jalabaria, West Bengal:কুলপি বিধানসভার সাধারণ মানুষের চাওয়া পাওয়া কি পেল কি পেল না সেই নিয়ে জি ২৪ ঘন্টার বিশেষ প্রতিবেদন
0
Report
1
Report
NGNakibUddin gazi
FollowMar 05, 2026 15:16:04Jalabaria, West Bengal:দক্ষিণ ২৪ পরগনা কুলপি বিধানসভার মানুষের চাওয়া-পাওয়া নিয়ে জি ২৪ ঘন্টার স্পেশাল রিপোর্ট
0
Report
JGJugal Gandhi
FollowMar 05, 2026 15:15:260
Report
MMMAYANK MAYANK
FollowMar 05, 2026 15:15:110
Report
1
Report
0
Report
0
Report