Back
संबलपुर में महान गायक-अभिजीत मुज़ुमदार की स्मृतियों पर श्रद्धांजलि कार्यक्रम
ANAJAY NATH
Jan 29, 2026 16:01:09
Sambalpur, Odisha
ସମ୍ବଲପୁର ରେ ଗାୟକ ସଂଗୀତ ନିର୍ଦେଶକ ଅଭିଜିତ ମୁଜୁମଦାର ଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା | ଗତକାଲି ସନ୍ଧ୍ୟା ରେ ସମ୍ବଲପୁର ଠାରେ ମହାନ ଗାୟକ ସଂଗୀତ ନିର୍ଦେଶକ ଅଭିଜିତ ମୁଜୁମଦାର ଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ସାମ୍ବାଦିକ ଭବନ ରେ ଆୟୋଜିତ ହୋଇଥିଲା | ସମ୍ବଲପୁର ର ବୁଦ୍ଧିଜୀବୀ ଓ କଳାକାର ମାନଙ୍କ ସହ ବରଗଡ ର କଳାକାର ମଧ୍ୟ ଏହି ସ୍ମୃତି ସଭା ରେ ଯୋଗ ଦେଇ mହାନ ଆତ୍ମା ସ୍ବର୍ଗତ ଅଭିଜିତ ମୁଜୁମାଦାରଙ୍କ ସ୍ମୃତି ଚାରଣ କରିଥିଲେ | ପ୍ରଥମେ ତାଙ୍କର ଅମର ଆତ୍ମା ର ସଦଗତି କାମନା କରାଯାଇଥଲା | ସେ କିଭଳି ଭାବରେ ସମ୍ବଲପୁର ରୁ ତାଙ୍କର ସଂଗୀତ ଯାତ୍ରା ଆରମ୍ଭ କରିଥିଲେ ସେ ବାବଦରେ ତାଙ୍କ ସହ ସମ୍ପର୍କ ରେ ଆସିଥିବା ବ୍ୟକ୍ତି ମାନେ ସ୍ମୃତିଚାରଣ କରିଥିଲେ | ସେ ପ୍ରଥମେ ସମ୍ବଲପୁର ର ବିଭିନ୍ନ କ୍ଲବ ମାନଙ୍କୁ ଯାଇ ସଂଗୀତ ଶିକ୍ଷା କରିବା ସହ ପ୍ରଥମ କ୍ୟାସେଟ 'ଧସକି ଗଲା' ତିଆରି କରି ଥିଲେ|ତା ପରେ ତାଙ୍କର ସଂଗୀତ ନିଶା ତାଙ୍କୁ କଟକ କୁ ଟାଣି ନେଇଥିଲା| ସେ ସମୟରେ ସେ ଜଣେ ବନ୍ଧୁ ଙ୍କ ସହ ସମ୍ବଲପୁର ରୁ ଗୋଟିଏ ସାଇକେଲ ଧରି କଟକ ପହଁଚିଥିଲେ |ତାଙ୍କ ଘରେ ବାରମ୍ବାର ବାରଣ କରିବା ସତ୍ୱେ ସେ ସଂଗୀତ ପାଇଁ ଘର ଛାଡିଥିଲେ | ଆସନ୍ତା ନ ତାରିଖରେ ଅଭିଜିତ ମୁଜୁମଦାର ଙ୍କ ସ୍ମୃତିରେ ସମ୍ବଲପୁର ଗଙ୍ଗାଧର ମଣ୍ଡପ ରେ ଏକ ସଂଗୀତ କାର୍ଯ୍ୟକ୍ରମ ହେବ ବୋଲି ମତ ପ୍ରକାଶ ପାଇଥିଲା |ଏହି ସ୍ମୃତି ସଭା ରେ ବହୁ କଳାକାର ଓ ସଂଗୀତ ପ୍ରେମୀ ଯୋଗ ଦେଇଥିଲେ |ଗାୟକ ବିଭୁତି ପଟ୍ଟନାୟକ, ଚଳଚ୍ଚିତ୍ର ନିର୍ଦେଶକ ଲିଟୁ ମହାନ୍ତି, ଗୌର ଗୁରୁ, ସୁଧୀର ବହିଦାର, ସୁନୀଲ ତ୍ରିପାଠୀ, କୃଷ୍ଣଚନ୍ଦ୍ର ବାଗ, ଲଳିତ ମୋହନ ବେଵର୍ତା, ସିଲୁ ସିଂଦେଓ, ସୁଶାନ୍ତ ମିଶ୍ର, ଓ ତର୍ପଣ ପ୍ରଧାନ ଙ୍କ ସହ ଆହୁରି ଅନେକ ୪୦ ରୁ ଉର୍ଦ୍ଧ କଳାକାର ଓ ବୁଦ୍ଧିଜୀବୀ ଏହି sମ୍ମୃତି ସଭା ରେ ଉପସ୍ଥିତ ରହିଥିଲେ|
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
SSSHAILENDAR SINGH THAKUR
FollowJan 29, 2026 17:31:030
Report
DKDeepesh Kumar
FollowJan 29, 2026 17:30:220
Report
0
Report
PKPushpender Kumar
FollowJan 29, 2026 17:16:54Noida, Uttar Pradesh:TELANGANA MEDARAM Gun firing during Sammakka Sarlamma arrival from Chilukala Gutta to the Shrine!
0
Report
AMAsheesh Maheshwari
FollowJan 29, 2026 17:16:120
Report
MKMUKESH KUMAR
FollowJan 29, 2026 17:15:430
Report
AMAsheesh Maheshwari
FollowJan 29, 2026 17:15:140
Report
0
Report
0
Report
0
Report
41
Report
MPMahesh Pareek
FollowJan 29, 2026 17:01:550
Report
BSBhanu Sharma
FollowJan 29, 2026 17:01:270
Report