Back
संबलपुर की महानदी में दुखद आत्महत्या: पुलिस जांच जारी
ANAJAY NATH
Feb 18, 2026 17:30:56
Sambalpur, Odisha
ସକାଳ ୧୦ ଟା ସମୟରେ ସମ୍ବଲପୁର ର ମହାନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଦୃଶ୍ୟ ଏବେ ଚାରିଆଡେ ଭାଇରଲ ହେବାରେ ଲାଗିଛି । ତାଙ୍କୁ ପଥଚାରି ଯେତେ ବୁଝାସୁଝା କଲେ ମଧ୍ୟ ସେ ସେଥିରୁ ବିଚ୍ୟୁତ ନ ହୋଇ ଶେଷରେ ଆତ୍ମହତ୍ୟା କରିଛନ୍ତି | ସେ ମହିଳା ଜଣଙ୍କ ତାଲଭଟାପଡା ର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି। ତାଙ୍କ ସ୍ବାମୀ ଙ୍କୁ ଛାଡି ସେ ଅଲଗା ରହୁଥିଲେ । ସେ ମହତାବ ନଗର ବୁର୍ଲାରେ ବିବାହ କରିଥିଲେ । ତାଙ୍କର ଦୁଇ ସନ୍ତାନ ରହିଛନ୍ତି ହେଲେ ସେ କାହିଁକି ଅତ୍ମହତ୍ୟା କଲେ ତାର କାରଣ ବର୍ତମାନ ପର୍ୟ୍ଯନ୍ତ ଜଣାପଡ଼ିନାହିଁ। ମିଳିଥିବା ସୂଚନା ଅନୁସାରେ, ବୁଧବାର ପୂର୍ବାହ୍ନ ୧୦ ଟା ସମୟରେ ବୁର୍ଲାରୁ ସମ୍ବଲପୁର ଯିବା ବାଟରେ ଜାତୀୟ ରାଜପଥ ବାମପାର୍ଶ୍ୱସ୍ଥ ମହାନଦୀ ର ବାଡ଼ ଉପରୁ ମହାନଦୀକୁ ଡେଇଁବା ସମୟରେ କିଛି ପଥଚାରୀ ତାଙ୍କୁ ଅଟକାଇବାକୁ ଚେଷ୍ଟାକରି ବିଫଳ ହୋଇଥିଲେ। ଯୁବତୀ ଜଣଙ୍କ ମହାନଦୀ ପୋଲର ବାଡ଼ ଉପରେ କିଛି ସମୟ ଛିଡା ହାଇ ରହିବା ପରେ ମହାନଦୀକୁ ପଡ଼ିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ଲୋକଙ୍କଠାରୁ ଖବରପାଇ ବୁର୍ଲାଥାନା ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ପରେ ବୁର୍ଲାଥାନାରେ ଏକ ମାମଲା ରୁଜୁ କରି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏ ବାବଦରେ ଘଟଣା ପ୍ରଘଟ ହେବା ପରେ ପରିବାର ଲୋକେ ଥାନା ରେ ଏତଲା ଦାୟର କରି କହିଥିଲେ ଯେ ଝିଅ ର ଗୋଡ଼ ଖସିଯିବା କାରଣ ରୁ ତାର ମୃତ୍ୟୁ ହୋଇଛି |କିନ୍ତୁ vdo ରେ ସ୍ପଷ୍ଟ ଭାବରେ ତାଙ୍କୁ ଡେଇଁବା ପାଇଁ ବାରଣ କରାଯାଇଛି | କିନ୍ତୁ ସେ କାହାରି କଥା ନ ମାନି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି | ପୋଲିସ ସୂଚନା ଅନୁଯାୟୀ ଗୋଡ଼ ଖସି ଯାଇଥିବା ପରିବାର ପକ୍ଷରୁ ଏତଲା ଦିଆଯାଇଛି
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
MGMohd Gufran
FollowFeb 18, 2026 18:45:430
Report
BDBabulal Dhayal
FollowFeb 18, 2026 18:45:350
Report
NSNAJEEM SAUDAGAR
FollowFeb 18, 2026 18:30:130
Report
49
Report
0
Report
0
Report
CRCHANDAN RAI
FollowFeb 18, 2026 18:18:510
Report
AMAnurag Mishra
FollowFeb 18, 2026 18:18:250
Report
PSParambir Singh Aulakh
FollowFeb 18, 2026 18:18:140
Report
0
Report
PSPramod Sharma
FollowFeb 18, 2026 18:17:510
Report
ATANKUR TYAGI
FollowFeb 18, 2026 18:17:360
Report
AMAnurag Mishra
FollowFeb 18, 2026 18:17:28Ghaziabad, Uttar Pradesh:एनर्जी ड्रिंक प्राकृतिक नहीं हैं; युवाओं और बच्चों को मूर्ख बनाने का काम कर रही हैं कई कंपनियाँ. जिम्मेदारी की बात भी मध्य और अन्य जगहों पर चल रहा है. एनर्जी ड्रिंक और शरीर बनाने के नाम पर गोरख धंधा.
0
Report
AMAnurag Mishra
FollowFeb 18, 2026 18:17:170
Report
ASArvind Singh
FollowFeb 18, 2026 18:16:430
Report