Back
सुरेश पुजारী की चेतावनी: राजस्व विभाग के अधिकारी को अनुशासनात्मक कार्रवाई की संभावनाएं
ANAJAY NATH
Feb 02, 2026 16:33:02
Sambalpur, Odisha
ରାଜସ୍ବ ବିଭାଗ ର ଅଧିକାରୀ ଙ୍କୁ ଦୁର୍ନୀତି ମୁକ୍ତ ହେବା ପାଇଁ ଚେତାବନୀ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, କହିଲେ ସୁଧୁରି ଯାଅନ ହେଲେ ନୁଆଁ ଜେଲ ତିଆରି କରିବାକୁ ପଡିବ|ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର ଜିଲ୍ଲାର ରାଜସ୍ୱ ବିଭାଗୀୟ ସ୍ତରୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଆଜି ସମ୍ବଲପୁର ଜିଲ୍ଲା ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସର୍ବ ଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷଠାରେ ଓଡିଶାର ମାନ୍ୟବର ମନ୍ତ୍ରୀ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ଶ୍ରୀ ସୁରେଶ ପୂଜାରୀ ଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ବିଭାଗୀୟ ସ୍ତରୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ସମୀକ୍ଷା ବୈଠକରେ ସମ୍ବଲପୁର ର ମାନ୍ୟବର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ), ଅତିରିକ୍ତ ଜିଲ୍ଲାପାଳ ଶ୍ରୀ (ରାଜସ୍ୱ) ସୁଧାଂଶୁ କୁମାର ଭୋଇ ଙ୍କ ସମେତ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି ସମୀକ୍ଷା ବୈଠକରେ ଜମି ଅଧିଗ୍ରହଣ (LA), ସାଧାରଣ ଲୋକଙ୍କ ଅଭିଯୋଗ ସମାଧାନ, ସମ୍ବଲପୁର ରିଙ୍ଗରୋଡ୍ (ପର୍ୟାୟ–୧ ଓ ୨) ର ନିର୍ମାଣ କାର୍ଯ୍ୟ, ଇଷ୍ଟ କୋଷ୍ଟ୍ ରେଲୱେର ଜରପଡାରୁ ସମ୍ବଲପୁର ସିଟି ପର୍ଯ୍ୟନ୍ତ ୩ୟ ଓ ୪ଥ ରେଳ ଲାଇନ୍, ସର୍ଲା–ସାସନ୍ ପ୍ୟାଚ୍ରେ ରେଳ ଲାଇନ୍ ବିସ୍ତାର, ସମ୍ବଲପୁର ସିଟି ରୁ ସରଳା ପର୍ଯ୍ୟନ୍ତ ରେଳ ଫ୍ଲାଇଓଭର, ସମ୍ବଲପୁର ରୁ ସମ୍ବଲପୁର ସିଟି ପର୍ଯ୍ୟନ୍ତ ରେଳ ଫ୍ଲାଇଓଭର ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉପରେ ସହିତ OLR ଆଇନ୍ ਅਨୁଯାୟୀ ମ୍ୟୁଟେସନ୍ ମାମଲା, ORTPS ଆଇନ୍ ਅਧୀନ ରେ ବିଭିନ୍ନ ସନଦ ପ୍ରଦାନ, ବସୁନ୍ଧରା–୨୦୨୪ ଓ ୨୦୨୫, ଜମି ମାଲିକାନା ସ୍ପଷ୍ଟ କରିବା ପାଇଁ ଭୁଲେଖ କଲମ୍–୨ ସଂଶୋଧନ, କୃଷକ ପଞ୍ଜିକରଣ, ଶିକ୍ଷାନୁଷ୍ଠାନ ମାନଙ୍କର ସ୍ଥିତି, ସୀମା ପରିବର୍ତ୍ତନ ପ୍ରକ୍ରିୟା ଏବଂ ଟିକସ ଆଦାୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା。
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AMAsheesh Maheshwari
FollowFeb 02, 2026 18:00:540
Report
TSTripurari Sharan
FollowFeb 02, 2026 18:00:450
Report
KJKamran Jalili
FollowFeb 02, 2026 18:00:200
Report
DDDeepak Dwivedi
FollowFeb 02, 2026 17:45:550
Report
DDDeepak Dwivedi
FollowFeb 02, 2026 17:45:26Gwalior, Bhopal, Madhya Pradesh:भोपाल
कमला पार्क रेत घाट के पास छुरीबाज़ी की घटना
17 साल के युवक को बदमाशों ने मारी छुरी, घायल का इलाज हमीदिया अस्पताल में जारी。
युवक के हाथ ओर पीट पर किया धारदार हथियार से हमला
एसीपी ओर थाना प्रभारी हॉस्पिटल में मौजूद
श्यामला हिल्स थाना क्षेत्र का मामला
0
Report
AMAsheesh Maheshwari
FollowFeb 02, 2026 17:31:180
Report
ASAshok Singh Shekhawat
FollowFeb 02, 2026 17:31:070
Report
NPNavratan Prajapat
FollowFeb 02, 2026 17:30:480
Report
NPNavratan Prajapat
FollowFeb 02, 2026 17:30:310
Report
0
Report
0
Report
AMAsheesh Maheshwari
FollowFeb 02, 2026 17:18:43Noida, Uttar Pradesh:मुख्यमंत्री भजन लाल शर्मा ने सीएमओ में कथा वाचक जया किशोरी जी ने शिष्टाचार भेंट की।
0
Report
DSDurag singh Rajpurohit
FollowFeb 02, 2026 17:18:040
Report