Back
संबलपुर में फूल खेती पर कार्यशाला; मंत्री ने किया उद्घाटन
ANAJAY NATH
Dec 26, 2025 13:01:14
Sambalpur, Odisha
ବାସି କୁଳ ରୁ ନୁଆଁ ନୁଆଁ ସାମଗ୍ରୀ ତିଆରି କରି ଭଲ ଦୁଇ ପଇସା ରୋଜଗାର କରିବେ ଫୁଲ ଚାଷୀ| ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକ ଅନ୍ତର୍ଗତ ସବୁଜ ସନାତନ ପାଲି ଓ NBRI ଲକ୍ଷଣୌ ଦ୍ୱାରା ଆୟୋଜିତ ବାସି ଫୁଲ ରୁ ବିଭିନ୍ନ ସାମଗ୍ରୀ ତିଆରି ଓ ବ୍ୟବସାୟ ପାଇଁ ନୀଳଡୁଙ୍ଗରି ରେ ଆଜି ଏକ କର୍ମଶାଳା ର ଆୟୋଜନ କରାଯାଇଥିଲା| ସେଥିରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପଞ୍ଚାୟତ୍ତିରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ|NBRI ଲକ୍ଷଣୌ ର ନିର୍ଦେଶକ ବୈଜ୍ଞାନିକ ଅଜିତ ଶାସନି ଯୋଗ ଦେଇ ଫୁଲ ଚାଷୀ ଙ୍କୁ ବାସି ଫୁଲରୁ ବିଭିନ୍ନ ସାମଗ୍ରୀ ତିଆରି ହେବା ବାବଦରେ ଶିକ୍ଷା ଦେଇଥିଲେ|ସମ୍ବଲପୁର ଜିଲ୍ଲା ସହ ଅନ୍ୟ ଜିଲ୍ଲା ରୁ ମଧ୍ୟ ଚାଷୀ ମାନୋ ଆସି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ|
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
0
Report
0
Report
0
Report
AMAsheesh Maheshwari
FollowDec 26, 2025 14:37:100
Report
RSRahul shukla
FollowDec 26, 2025 14:36:510
Report
SSSHARVAN SHARMA
FollowDec 26, 2025 14:36:37Shamli, Uttar Pradesh:हिस्ट्रीशीटर के खिलाफ कार्रवाई के मामले को लेकर
0
Report
ASAMIT SONI
FollowDec 26, 2025 14:36:250
Report
ASABDUL SATTAR
FollowDec 26, 2025 14:36:070
Report
SLSanjay Lohani
FollowDec 26, 2025 14:35:520
Report
RKRakesh Kumar
FollowDec 26, 2025 14:35:360
Report
1
Report
DKDARSHAN KAIT
FollowDec 26, 2025 14:33:510
Report
RKRaj Kishore
FollowDec 26, 2025 14:33:320
Report