Back
सम्बलपुर पब्लिक लाइब्रेरी में ग्रुमिंग सेशन के साथ आधुनिक शिक्षा का आयोजन
ANAJAY NATH
Nov 02, 2025 14:01:25
Sambalpur, Odisha
ଛାତ୍ରଛାତ୍ରୀଙ୍କର ବୌଦ୍ଧିକ ଓ ମୌଳିକ ବିକାଶ ସହ ଆଧୁନିକ ରାଷ୍ଟ୍ର ଗଠନ ପାଇଁ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ଗ୍ରୁମିଙ୍ଗ ସେସନ ବିଭିନ୍ନ ବିଷୟରେ ପାଠ ସହ ଶିକ୍ଷା ଦାନ କରାଯାଏ | IIM, ଭିସୁଟ, ସମ୍ବଲପୁର BIଶ୍ୱବିଦ୍ୟାଳୟ, ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ବିନା ପାରିଶ୍ରମିକ ରେ ଶିକ୍ଷା ଦାନ କରିଥାନ୍ତି | ଏଉପରେ ଛାତ୍ରଛାତ୍ରୀଙ୍କୁ ଆଧୁନିକ ଶିକ୍ଷା ବାବଦରେ ମଧ୍ୟ ଶିକ୍ଷାଦାନ କରାଯାଏ | ଆଜି IIM ପରିସରରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀରେ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଆୟୋଜित କରାଯାଇଥିଲା | ଅତିଥିମାନେ କହିଥିଲେ ଯେ ପାଠ ସହ ଆଧୁନିକ ଓ ବୌଦ୍ଧିକ ବିକାଶର ମଧ୍ୟ ଆବଶ୍ୟକତା ROTେ |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
WJWalmik Joshi
FollowNov 03, 2025 01:02:240
Report
HGHarish Gupta
FollowNov 03, 2025 01:01:520
Report
HGHarish Gupta
FollowNov 03, 2025 01:01:340
Report
SKSantosh Kumar
FollowNov 03, 2025 01:01:130
Report
SKSantosh Kumar
FollowNov 03, 2025 01:01:070
Report
KAKapil Agarwal
FollowNov 03, 2025 01:00:510
Report
RSRAJEEV SHARMA
FollowNov 03, 2025 01:00:420
Report
RSRAJEEV SHARMA
FollowNov 03, 2025 01:00:240
Report
VSVISHAL SINGH
FollowNov 03, 2025 01:00:130
Report
SSandeep
FollowNov 03, 2025 00:49:590
Report
0
Report
0
Report
DSDM Seshagiri
FollowNov 03, 2025 00:15:290
Report
HGHarish Gupta
FollowNov 03, 2025 00:15:180
Report
0
Report