Back
माँ समलेश्वर मंदिर 3 और 4 तारीख़ को बंद, भक्तों के दर्शन रोक
ANAJAY NATH
Mar 02, 2026 11:30:15
Sambalpur, Odisha
ଚନ୍ଦ୍ର ଗ୍ରହଣ ପାଇଁ ମଙ୍ଗଳବାର ତିନି ତାରିଖରେ ବନ୍ଦ ରହିବ ମା ସମଲେଶ୍ୱରୀ ଙ୍କର ସାଧାରଣ ଦର୍ଶନ | ତିନି ତାରିଖ ସକାଳ ରୁ ସାଧାରଣ ଦର୍ଶନ ବନ୍ଦ ହେବା ସହ ଭୋଗ ମଣ୍ଡପ ମଧ୍ୟ ଵନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଟ୍ରଷ୍ଟ ବୋର୍ଡ ସଭାପତି | ସେହି ଦିନ ପ୍ରାତଃ ଘଣ୍ଟା ୪:୩୦ ମିନିଟ ସମୟରେ ମା ସମଲେଶ୍ୱରୀଙ୍କ ଦ୍ଵାର ଖୋଲିବା ପରେ ଦେବ ସ୍ନାନ ନୀତି ସହ ମଙ୍ଗଳ ଆଳତି ଓ ପୂଜାର୍ଚ୍ଚନା ସମ୍ପନ୍ନ ହେବାପରେ ପ୍ରସାଦ ଅର୍ପଣ ପୂର୍ବକ ସମସ୍ତ ବିଧି ପରେ ଦର୍ଶନ ବନ୍ଦ ହେବା ସହ ମଙ୍ଗଳବାର ପାଇଁ ଦ୍ୱାର ବନ୍ଦ ରହିବ। ପରଦିନ ତା ୦୪:୦୨:୨୬ ବୁଧବାର ଦିନ ପ୍ରାତଃ ୪:୩୦ ସମୟରେ ଦ୍ଵାର ଖୋଲିବା ସହ ମନ୍ଦିର ସୋଧ ହେବାପରେ ମାଙ୍କ ନିତ୍ୟ ନିତିକାନ୍ତି ଯଥାବିଧି ହେବା ସହ ମଙ୍ଗଳ ଆଳତି ପରେ ପୁନର୍ବାର ଦର୍ଶନ ସମ୍ଭବ ହେବ।
ଗ୍ରହଣ o ହୋଲି କୁ ଦୃଷ୍ଟିରେ ରଖି ମଙ୍ଗଳବାର ୦୩:୦୨:୨୬ ଓ ବୁଧବାର ୦୪:୦୨:୨୬ ଦୁଇ ଦିନ ଭୋଗ ମଣ୍ଡପ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଟ୍ରଷ୍ଟ ବୋର୍ଡ ସଭାପତି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
MVManish Vani
FollowMar 02, 2026 13:05:010
Report
PKPrakash Kumar Sinha
FollowMar 02, 2026 13:04:460
Report
RZRajnish zee
FollowMar 02, 2026 13:03:580
Report
KSKAMARJEET SINGH
FollowMar 02, 2026 13:03:030
Report
VSVishnu Sharma1
FollowMar 02, 2026 13:02:410
Report
AJAvinash Jagnawat
FollowMar 02, 2026 13:02:240
Report
NPNavratan Prajapat
FollowMar 02, 2026 13:02:130
Report
VSVishnu Sharma
FollowMar 02, 2026 13:01:580
Report
KSKAMARJEET SINGH
FollowMar 02, 2026 13:01:340
Report
0
Report
ADAjay Dubey
FollowMar 02, 2026 13:00:170
Report
गाजीपुर में दिव्यांग बच्चों संग खेली गई खुशियों की होली, समर्पण संस्था में दिखा रंगों का अनोखा उत्सव
0
Report
0
Report
KSKISHORE SHILLEDAR
FollowMar 02, 2026 12:52:560
Report
SKSUSHIL KUMAR BAXLA
FollowMar 02, 2026 12:52:410
Report
