Back
पुरी पुलिस ने दो लुटेरों को गिरफ्तार किया: मोबाइल और अन्य लूट बरामद
SMSanjay Mohapatra
Nov 19, 2025 10:47:14
Puri, Odisha
ପୁଲିସ କବ୍ଜାରେ ୨ ଚେନ ଲୁଟେରା।ସେମାନଙ୍କ ନାଁ ରେ ପୁରୀର ବିଭିନ୍ନ ଥାନାରେ ଅନେକ ମାମଲା ରହିଛି. ତେବେ ପୁଲିସ କବ୍ଜାରେ ଏହି ଲୁଟେରା ହେଲେ ଶ୍ରୀମନ୍ଦିର ଦୁଇ ସେବାୟତ ବୋଲି ସୂଚନା। ସେମାନଙ୍କୁ ପୁଲିସ ପୁଲିସ ଅଟକ ରଖି ଜେରା କରୁଛି। ଖୁବ୍ଶୀଘ୍ର ଦୁଇ ସେବାୟତ (ସୁଆର ସେବକ)ଙ୍କ କଳାକାରନାମାର ପର୍ଦ୍ଦାଫାସ କରିବ ପୁଲିସ। ଦୁଇ ସେବକଙ୍କ ବିରୋଧରେ ପୁଲିସକୁ ମିଳିଛି ଅନେକ ତଥ୍ୟ । ସେମାନେ ଗୋଟିଏ ଥାନାଞ୍ଚଳ ନୁହେଁ, ମଲାରେ ୪ରୁ ଅଧିକ ଥାନାଞ୍ଚଳରେ ଲୁଟ୍ ପାଟ, ଛିନତାଇ ମାମଲା ରହିଛି ସମ୍ପୃକ୍ତି ଆଜି ପୁଲିସ ଖୋଲବ ଗୁମର ! ଓ ଛିନ୍ ତାଇ ମାମଲାରେ ସିଧାସଳଖ ଖ ସମ୍ପୃକ୍ତ ଥିବା ପୁଲିସ ପୁଲିସ ଜାଣીସାରିଛି। ରିଛି। ସେମାନଙ୍ଁ କ ମାନଙ୍କ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ସେ ନେଇ କରୁଛି। ଏମାନେ କୁମ୍ଭାରପଡ଼ା, ଟାଉନ୍ଥାନା, ସମୁଦ୍ରକୂଳ ଓ ବଳିଆପଣ୍ଡା ଥାନା ଅଞ୍ଚଳରୁ ବିପୁଳ ମାତ୍ରାରେ ମୋବାଇଲ୍ ଫୋନ୍ ଓ ଭ୍ୟାନିଟି ବ୍ୟାଗ ଲୁଟ୍ କରିଥିବା ଜଣାପଡ଼ିଛି। ଆଜି ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି। ତେବେ ସେମାନଙ୍କ ଠାରୁ ୫ଟି ଭ୍ୟାନିଟି, ୧୦ହଜାର ଟଙ୍କା, ଛୁରୀ, ଗୋଟେ ବାଇକ ଜବତ କରାଯାଇଛି। ତେବେ ସେମାନଙ୍କ ଟି ଆଇ ପ୍ୟାରେଡ ପରେ ସବିଶେଷ ତଥ୍ୟ ମିଳିବ ବୋଲି ପୁରୀ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ବାଇଟ୍- ପ୍ରତୀକ ସିଂ, ପୁରୀ ଏସପି
ବାଇଟ୍- ଅଭିଯୋଗ କାରୀଣି
ବାଇଟ୍- ଅଭିଯୋଗ କାରୀଣି
137
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
0
Report
0
Report
PKPREMENDRA KUMAR
FollowNov 19, 2025 11:52:450
Report
JSJitendra Soni
FollowNov 19, 2025 11:52:260
Report
DSdevendra sharma2
FollowNov 19, 2025 11:52:020
Report
ACAshish Chauhan
FollowNov 19, 2025 11:51:470
Report
BBBindu Bhushan
FollowNov 19, 2025 11:51:370
Report
DGDeepak Goyal
FollowNov 19, 2025 11:51:230
Report
DPDharmendra Pathak
FollowNov 19, 2025 11:50:590
Report
AYAmit Yadav
FollowNov 19, 2025 11:50:200
Report
AYAmit Yadav
FollowNov 19, 2025 11:49:5934
Report
ATAnuj Tomar
FollowNov 19, 2025 11:49:4541
Report
NZNaveen Zee
FollowNov 19, 2025 11:49:3695
Report