Back
पुरी पुलिस ने अवैध शराब परिवहन के आरोपित को गिरफ्तार कर 269 बोतल जब्त की
SMSanjay Mohapatra
Feb 09, 2026 14:03:42
Puri, Odisha
ପୁରୀ ପୋଲିସ ଦ୍ୱାରା ଅବୈଧ ମଦ ପରିବହନ ଭିରୋଧର୍ଦେ ଚାଲୁଥିବା କଠୋର ଅଭିଯାନରେ ବସେଳିସାହି ଥାନା ପୋଲିସର ସଫଳତା । ବାସେଳିସାହି ଥାନା ପୋଲିସ ମଙ୍ଗଳାହାଟା ଛକ ନିକଟରେ ଚେକିଂ କରୁଥିବା ସମୟରେ ଅବୈଧ ଭାବେ ବିଦେଶୀ ମଦ ପରିବହନ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ଧରାପଡ଼ିଥିବା ଅଭିଯୁକ୍ତ ହେଲେ କୁଶ ବାରାଳ (ବୟସ 46 ବର୍ଷ), ପିତା- ସ୍ୱର୍ଗତ ମଙ୍ଗୁଳି ବାରଳ,ଗ୍ରାମ- କଣ୍ଠପୁର, ଥାନା- ସଦର, ଜିଲ୍ଲା- ପୁରୀ । ଅଭିଯୁକ୍ତଙ୍କ ନିକଟରୁ ମୋଟ 269 ବୋତଲ ବିଦେଶୀ ମଦ (ମୋଟ ପ୍ରାୟ 54 ଲିଟର) ଏବଂ ନଗଦ ଟଙ୍କା 1,15,000/- (୧ଲକ୍ଷ ୧୫ହଜାର ଟଙ୍କା) ଜବତ କରାଯାଇଛି । ପୋଲିସ ଏହାକୁ ଅବୈଧ ମଦ ପରିବହନ ସମ୍ପର୍କିତ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣା ସମ୍ପର୍କରେ ବସେଳିସାହି ଥାନାରେ ସମ୍ପର୍କିତ ଧାରା ଅନୁଯାୟୀ 42/2026 ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି । ପୁରୀ ପୋଲିସ ଅବୈଧ ମଦ ବିକ୍ରୟ ଓ ପରିବହନ ଉପରେ କଠୋର ନଜର ରଖିଛି ଏବଂ ଆଗାମୀ ଦିନରେ ଏପରି ଅଭିଯାନ ଆହୁରି ଜୋରଦାର ଭାବରେ ଜାରି ରହିବ । ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଜନସାଧାରଣଙ୍କୁ ଅନୁରୋଧ ଯଦି କେହି ଅବୈଧ ମଦ ବିକ୍ରୟ କିମ୍ବା ପରିବହନ ସମ୍ପର୍କରେ ସୂଚନା ପାଆନ୍ତି, ତେବେ ୧୧୨ କିମ୍ବା ନିକଟସ୍ଥ ଥାନାକୁ ତୁରନ୍ତ ଜଣାଇବାକୁ ପୁରୀ ପୋଲିସ ଅନୁରୋଧ କରୁଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ट्रक की टक्कर से युवक की मौत, दो लोग घायल जसराना: दावत खाकर अपने घर लौट रहे बाइक सबारो की कस्बा पाडम
0
Report
PKPrashant Kumar
FollowFeb 09, 2026 15:46:460
Report
HBHeeralal Bhati
FollowFeb 09, 2026 15:46:240
Report
NTNagendra Tripathi
FollowFeb 09, 2026 15:46:050
Report
ASANIMESH SINGH
FollowFeb 09, 2026 15:45:440
Report
DDDeepak Dwivedi
FollowFeb 09, 2026 15:45:150
Report
0
Report
Orai, Uttar Pradesh:ब्रेकिंग जालौन यूपी
उरई के घंटा घर से इलाहाबाद बैंक तिराहे तक लगा भीषण जाम जाम के झाम में फंसी उरई, घण्टाघर से इलाहाबाद तिराहे तक लगा भीषण जाम!!
0
Report
0
Report
0
Report
0
Report
Murtazanagar, Uttar Pradesh:उन्नाव में आज सदर, बीघापुर व लखनऊ–कानपुर हाईवे सहित विभिन्न स्थानों पर प्रवर्तन अभियान चलाया गया। चेकिंग के दौरान नियम उल्लंघन पर 5 ट्रकों का चालान किया गया, जबकि एक ट्रक को थाना दही में बंद किया गया। इस कार्रवाई से कुल ₹3,23,000 का राजस्व प्राप्त हुआ।
0
Report
PKPRASHANT KUMAR1
FollowFeb 09, 2026 15:32:130
Report
RKRaj Kishore
FollowFeb 09, 2026 15:31:510
Report
DDDHANANJAY DWIVEDI
FollowFeb 09, 2026 15:31:330
Report