Back
MSP कंपनी के विरोध में स्थानीय लोग फाटक बंद कर बैठे
AMABHAYA MOHANTY
Nov 27, 2025 10:31:31
Keonjhar, Odisha
ଆଙ୍କର: MSP କମ୍ପାନୀ କର୍ତ୍ତୃପକ୍ଷଙ୍କର ମନମାନୀ ବିରୋଧରେ କମ୍ପାନୀର ଫାଟକ ବନ୍ଦ କଲେ ସ୍ଥାନୀୟ ଲୋକେ । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ହଳଦିଆଗୁଣା ଠାରେ ଥିବା MSP କମ୍ପାନୀରେ ହେଉଥିବା ବ୍ୟାପକ ଅନିୟମିତତା, ମନମୁଖୀ କାର୍ଯ୍ୟ ସହ, କମ୍ପାନୀର ବେଆଇନ ଶ୍ରମିକ ଛଟେଇ ପ୍ରତିବାଦରେ ଆଜି ସକାଳୁ କମ୍ପାନୀର ଫାଟକ ବନ୍ଦ କରି ଆନ୍ଦୋଳନରେ ବସି ରହିଛନ୍ତି ଲୋକେ । ଦୀର୍ଘ ୨୫ବର୍ଷ ଧରି କମ୍ପାନୀ ଏଠାରେ କାର୍ଯ୍ୟ କରିଆସୁଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ, ରାସ୍ତାଘାଟ, ଆଲୋକ ବ୍ୟବସ୍ଥା ପ୍ରତି ଧ୍ୟାନ ଦେଉ ନଥିବା ଲୋକେ ଅଭିଯୋଗ କରିଛନ୍ତି । କମ୍ପାନୀ ପାଇଁ ଜମି ହରାଇ ଧୂଳି, ଧୂଆଁ ଖାଉଥିବା ଲୋକଙ୍କୁ ଏଠାରେ କର୍ମନିଯୁକ୍ତି ମିଳୁ ନଥିବା ପ୍ରତିବାଦରେ ସ୍ଥାନୀୟ ଲୋକେ ଏଠାରେ ଦୀର୍ଘ ୧ମାସ ଧରି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରି ଆସୁଥିଲେ । ପୂର୍ବରୁ ଏସମ୍ପର୍କରେ ସ୍ଥାନୀୟ ଲୋକେ ଜିଲ୍ଲାପାଳ, ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଦ୍ଧା କମ୍ପାନୀ କର୍ତ୍ତୃପକ୍ଷ କୌଣସି କଥା ଶୁଣୁ ନଥିବା ଅଭିଯୋଗ କରି ଆଜିଠାରୁ ଲୋକମାନେ କମ୍ପାନୀର ଫାଟକ ବନ୍ଦ କରିଥିଲେ । ଫାଟକ ବନ୍ଦ ପରେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିକ୍ରିୟାଶୀଳ ନ ହେବାରୁ ଲୋକେ ସଦର ଥାନା ତଥା ଜିଲ୍ଲାପାଳଙ୍କୁ ସମ୍ପର୍କରେ ଅବଗତ କରାଇଥିବା ସୂଚନା ମିଳିଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
ASAMIT SONI
FollowNov 27, 2025 10:38:220
Report
ATANKUR TYAGI
FollowNov 27, 2025 10:38:030
Report
VSVISHAL SINGH
FollowNov 27, 2025 10:37:430
Report
SASARIFUDDIN AHMED
FollowNov 27, 2025 10:36:310
Report
51
Report
JCJitendra Chaudhary
FollowNov 27, 2025 10:33:320
Report
VSVishnu Sharma
FollowNov 27, 2025 10:33:130
Report
NANasim Ahmad
FollowNov 27, 2025 10:32:240
Report
KCKashiram Choudhary
FollowNov 27, 2025 10:32:050
Report
DCDILIP CHOUDHARY
FollowNov 27, 2025 10:31:150
Report
RBRAKESH BHAYANA
FollowNov 27, 2025 10:30:530
Report
43
Report
44
Report