Back
केन्दुझर पुलिस ने साइबर सुरक्षा लिए चार ऐप लॉन्च, महिलाओं को सुरक्षित रहने की पहल
AMABHAYA MOHANTY
Dec 12, 2025 10:35:39
Keonjhar, Odisha
ସ୍ଲଗ- କେନ୍ଦୁଝରବାସୀଙ୍କୁ କେନ୍ଦୁଝର ପୋଲିସ ର ଭେଟି । ଆଉ ଥାନାକୁ ଦଉଡିବାକୁ ପଡିବନାହିଁ । ଲଞ୍ଚ ହେଲା ୪ ଆପ । ଯାହା ସାଧାରଣ ମହିଳାଙ୍କୁ ଦବ ସୁରକ୍ଷା ।
ଆଙ୍କର- ଆଜି ଥିଲା ସାଇବର ସୁରକ୍ଷା ପ୍ରଚାର ର ଶେଷ ଦିନ । ଯେଉଁଥିରେ କେନ୍ଦୁଝର ପୋଲିସ କେନ୍ଦୁଝରବାସୀଙ୍କୁ ସାଇବର ସୁରକ୍ଷା ନେଇ କରିଥିଲା sଚେତନ । ଏକମାସ ଧରି ଜିଲ୍ଲାର ବିଭିନ୍ନ ଜାଗାରେ ଏକ ଲକ୍ଷରୁ ଉର୍ଦ୍ଧ ଲୋକଙ୍କୁ ସାଚେତନ କାର୍ଯ୍ୟକ୍ରମରେ ସାମିଲ କରିପାରିଥିଲା କେନ୍ଦୁଝର ପୋଲିସ । ଜିଲ୍ଲାବାସୀଙ୍କୁ ସାଇବର ସୁରକ୍ଷା ବିଷୟରେ ଅବଗତ କରାଇବା ସହ ଅନ୍ୟ ସମୟରେ ସୁରକ୍ଷା ଯୋଗାଇ ଦେବାକୁ ଅଣ୍ଟା ଭିଡିଛି କେନ୍ଦୁଝର ପୋଲିସ । ନୂଆ ବର୍ଷ ଭେଟି ସ୍ଵରୁପ ଜିଲ୍ଲାବାସୀଙ୍କ ସୁରକ୍ଷାକୁ ନେଇ କେନ୍ଦୁଝର ପୋଲିସ ପ୍ରଥମ ଥର ପାଇଁ ଓଡ଼ିଶାରେ ଆରମ୍ଭ କରିଛି ପୋଲିସ ଡିଜିଟାଲ ପଦକ୍ଷେପ । ଯେଉଁଥିରେ ୪ଟି ଆପ ରହିଛି । ୧ - ଅନୁସନ୍ଧାନ ପୋଟାଲ ,
୨ -ପ୍ରୋଜେକ୍ଟ ରାକ୍ଷୀ ,
୩- ଇ ବିଟ ,
୪ - ଇ ଡ୍ଯୁଟି ବଣ୍ଟନ , ଏହା ଦ୍ଵାରା ଘରେ ବସି ପୋଲିସର ସମସ୍ତ ସୁବିଧା ଛୁଆଙ୍କ ଠାରୁ ଆରମ୍ଭ କରି ବୁଡ଼ା ବାହାରକୁ ଗଲେ ଏସବୁରେ ସହାୟକ ହେବ ଆପ ।
ବିଶେଷ କରି ଝିଅ ପିଲାମାନଙ୍କ ପାଇଁ ପ୍ରେଜେକ୍ଟ ରାକ୍ଷୀ , ଯାହା ତାଙ୍କୁ ସବୁଯାଗାରେ ସବୁ ସମୟରେ ସୁରକ୍ଷା ଯୋගାଇ ଦେବ ବୋଲି ଦମ୍ଭୋକ୍ତି ଦେଖାଇଛି ପୋଲିସ ।
ବାସ ଏକ ମ୍ୟାସେଜ । ସବୁ ସମସ୍ୟା ର ସମାଧାନ କରିବ କେନ୍ଦୁଝର ପୋଲିସ । କେନ୍ଦୁଝରରେ ପ୍ରଥମ କରି ଆରମ୍ଭ ହେଉଥିବାରୁ ଏହାକୁ ନେଇ ଖୁସି ଜଣାଇଛନ୍ତି ସିନେତାରକା ଠାରୁ ଛାତ୍ରୀ । ଏହା ଆଗକୁ ଲୋକଙ୍କୁ ସହାୟକ ହେବ ବୋଲି କହିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ।
ବାଇଟ- ଆକାକ୍ଷାଂ ପୁନ୍ୟତା ( ଛାତ୍ରା )
ବାଇଟ- ଏଲିନା (ସିନେ ତାରକା )
ବାଇଟ- ବ୍ରିଜେସ ରାୟ (ଡ଼ିଆଇଜି )
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
NTNagendra Tripathi
FollowMar 03, 2026 18:15:440
Report
NTNagendra Tripathi
FollowMar 03, 2026 18:15:320
Report
HNHEMKANT NAUTIYAL
FollowMar 03, 2026 18:15:230
Report
MTMD. TARIQ
FollowMar 03, 2026 18:15:140
Report
NSNeeraj Sharma
FollowMar 03, 2026 18:01:000
Report
ASANIMESH SINGH
FollowMar 03, 2026 18:00:470
Report
KYKaniram yadav
FollowMar 03, 2026 18:00:300
Report
ASANIMESH SINGH
FollowMar 03, 2026 18:00:180
Report
0
Report
0
Report
0
Report
ASAkash Sharma
FollowMar 03, 2026 17:46:440
Report
LSLaxmi Sharma
FollowMar 03, 2026 17:45:450
Report
NJNaynee Jain
FollowMar 03, 2026 17:45:260
Report
NJNaynee Jain
FollowMar 03, 2026 17:45:100
Report
