Back
गाय माफिया के खाते: 141 अकाउंट से करोड़ मिलने के साथ ऑपरेशन जारी
AMABHAYA MOHANTY
Feb 02, 2026 08:48:22
Keonjhar, Odisha
ସ୍ଲଗ-ଗୋ ମାଫିଆ ଙ୍କର ବ୍ୟାଙ୍କ balance , ଲକର ଓ ସମ୍ପତି ର ଚାଲିଛି airକଳନର ଆଙ୍କର - କେନ୍ଦୁଝର ପୋଲିସ ପକ୍ଷରୁ ଗୋ ରକ୍ଷକ ଅପରେସନ ରେ ବର୍ତମାନ ସୁଦ୍ଧା ସମୁଦାୟ ୫ ଟି ଜିଲ୍ଲା ରେ ପୋଲିସକୁ ମିଳିଥିବା ଗୋ ମାଫିଆଙ୍କ ର ୧୪୧ ଟି ଏକାଉଣ୍ଟ ର ଯାଞ୍ଚ ରେ ୪ କୋଟି ୫୦ ଲକ୍ଷ ୨୫ ହଜାର ୨୮୮ ଟଙ୍କା ମିଳିଛି । ଏଥି ସହିତ ମିଳିଥିବ ଲକର ର ଯାଞ୍ଚ ପାଇଁ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଆହୁରୀ ମଧ୍ୟ ଗୋ ମାଫିଆ ଙ୍କ ଠାରୁ ମିଳିଥିବା ସ୍ଥାବର ଓ ଅସ୍ଥାବର ସମ୍ପତି ର ମଧ୍ୟ ଆକଳନ ଅନ୍ୟାନ୍ୟ ବିଭାଗ ଓ ଏଜେନ୍ସି ଦ୍ୱାରା ଚାଲିଛି । ଏପରିକି ଏହି ଗୋ ଗୋ ମାଫିଆ ଙ୍କ ମଧ୍ୟରୁ ଅନେକ ଙ୍କ ନାମରେ ଏକାଧିକ ମାମଲା ପୂର୍ବରୁ ରହିଛି ତେଣୁ ଦରକାର ହେଲେ ସେମାନଙ୍କୁ ରିମାଣ୍ଡ ରେ ଆଣାଯାଇପାରେ ଓ ଏହି ଗୋ ରକ୍ଷକ ଅପରେସନ ଆଗକୁ ମଧ୍ୟ ଜାରି ରହିବ ବୋଲି ସୁଚନା ଦେଇଛି ପୋଲିସ । ଅନ୍ୟ ପକ୍ଷରେ ପୋଲିସ ର ଗୋ ମାଫିଆ ଙ୍କ ଉପରେ ଶକ୍ତ ପ୍ରହାର କୁ ନେଇ ଜିଲ୍ଲାର ବୁଦ୍ଧିଜୀବୀ ମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି । ଏପରିକି ବର୍ତମାନ ଜିଲ୍ଲା ଦେଇ ଚୋରା ଗୋ ଚାଲାଣ ହେଉ ଥିବାର ଆଉ ପ୍ରାୟ ଦେଖିବାକୁ ମଧ୍ୟ ମିଳୁନାହିଁ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
NKNeeraj Kumar Gaur
FollowFeb 19, 2026 00:03:290
Report
UJUmesh Jadhav
FollowFeb 19, 2026 00:03:170
Report
PMProsenjit Malakar
FollowFeb 19, 2026 00:02:510
Report
CDChittaranjan Das
FollowFeb 19, 2026 00:02:360
Report
SLSanjay Lohani
FollowFeb 19, 2026 00:02:170
Report
KLKANHAIYA LAL SHARMA
FollowFeb 19, 2026 00:02:020
Report
ALArup Laha
FollowFeb 19, 2026 00:01:440
Report
SMSarfaraj Musa
FollowFeb 19, 2026 00:01:260
Report
KBKuldeep Babele
FollowFeb 19, 2026 00:01:010
Report
RTRAJENDRA THACKER
FollowFeb 19, 2026 00:00:300
Report
RTRAJENDRA THACKER
FollowFeb 19, 2026 00:00:170
Report
KLKANHAIYA LAL SHARMA
FollowFeb 18, 2026 19:01:430
Report
RDRAJKUMAR DIXIT
FollowFeb 18, 2026 19:00:390
Report
MGMohd Gufran
FollowFeb 18, 2026 18:45:430
Report
BDBabulal Dhayal
FollowFeb 18, 2026 18:45:350
Report