Back
केन्द्र में पोशाक उद्योग और डेटा सेंटर बनेंगे, 1200 युवाओं को नौकरी और निवेश से बड़ा अवसर
AMABHAYA MOHANTY
Feb 14, 2026 11:36:18
Keonjhar, Odisha
କେନ୍ଦୁଝର ରେ ତିଆରି ହେବ ପୋଷାକ ଶିଳ୍ପ ଓ ଡାଟା ସେଣ୍ଟର ,ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଜି ଭୂମି ପୂଜନ କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦୁଝର ରେ ତିଆରି ଟାଟା , ବିର୍ଲା ଭଳି ନାମି ଦାମି କମ୍ପାନୀ ର ପୋଷାକ ଯଥା ରେମଣ୍ଡ , ପିଟରଇଂଲଣ୍ଡ , ଲିଭା , ରାଇসିଲ ଆଦି ବ୍ରାଣ୍ଡେଣ୍ଡେ କମ୍ପାନୀ ଜିନିଷ ତିଆରି କରିବେ କେନ୍ଦୁଝର ର ତାଲିମି ପ୍ରାପ୍ତ ଯୁବକ ଯୁବତୀ । ଶିଲେଇ କ୍ଷତ୍ର ରୋ ତାଲିମ ନେଇଥିବା ୧୨୦୦ ଯୁବକ ଯୁବତୀ ଏଠାରେ ସିଧା ସଳଖ ନିଯୁକ୍ତି ର ସୁଯୋଗ ପାଇବେ । ୧୦୦ କୋଟି ଟଙ୍କା ବିନିଯୋଗ ହେବ ଏହି ପୋଷାକ ଶିଳ୍ପ ପାଇଁ ୧୨ ଏକର ଜମି ଯୋଗାଇ ଦେବେ ଜିଲ୍ଲା ପ୍ରଶାସନ ପ୍ରଥମ ଦଫାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୬.୬୧ ଏକର ଜମି ଯୋଗାଇ ଦିଆଯାଇଛି I
ଏଥିସହ ଡି.ଡ଼. ୟୁନିଭରସିଟି ଉତର କ୍ୟାମେସ୍ ଠାରେ ଓକାକ ପକ୍ଷରୁ ସ୍ଥାପିତ ହେବାକୁ ଯାଉଅଛି ଏକ ଡାଟା ସେଣ୍ଟର । ୧୮୭ କୋଟି ଟଙ୍କା ବ୍ୟୟରେ ସ୍ଥାପନ ହେବ ଏହି ସେଣ୍ଟର । ବିପର୍ଯ୍ୟୟ ପୂର୍ଣ୍ଣ ଉଦ୍ଧାର ତଥ୍ୟ କେନ୍ଦ୍ର ହେବ । ଏହି କେନ୍ଦ୍ର ସ୍ଥାପନ ହେବା ଫଳ ରେ .୫ ମେଗା ୱାଟ ବିଜୁଳି ଉତ୍ପାଦନ କରିବା ସହ ଉନ୍ନତ କ୍ଲାଉଡ୍, ସାଇବର ସୁରକ୍ଷା ବ୍ୟବସ୍ଥା, AI-ସକ୍ଷମ୍ କାର୍ଯ୍ୟ ବ୍ୟବସ୍ଥା ଓ ଦୃଢ ବିପର୍ଯ୍ୟୟ ଏବଂ ପରବରତୀ ସମୟରେ ତଥ୍ୟ ପୁନଃଉଦ୍ଧାର କାର୍ଯ୍ୟ କରିବ | ଯାହା କେନ୍ଦୁଝର ଭଳି ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ବାସୀଙ୍କ ପାଇଁ ଏହ ବଡ ଖୁସିର ଖବର I
ବାଇଟ- ଉମା ଶଙ୍କର ଦଳେଇ ( ଉପ ଜିଲ୍ଲାପାଳ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
MKMUKESH KUMAR
FollowFeb 14, 2026 13:17:030
Report
DTDhiraj Thakur
FollowFeb 14, 2026 13:16:330
Report
CRCHANDAN RAI
FollowFeb 14, 2026 13:16:170
Report
RKRishikesh Kumar
FollowFeb 14, 2026 13:15:380
Report
0
Report
0
Report
0
Report
सोनभद्र: देश के किसानों एवं आम नागरिकों के हितों की रक्षा हेतु मोदी–ट्रंप ट्रेड डील तत्काल निरस्त हो
0
Report
RSRavi sharma
FollowFeb 14, 2026 13:07:470
Report
DVDinesh Vishwakarma
FollowFeb 14, 2026 13:07:350
Report
APAVINASH PATEL
FollowFeb 14, 2026 13:07:210
Report
0
Report
RKRaj Kishore
FollowFeb 14, 2026 13:07:100
Report
0
Report
PDPAWAN DURGAM
FollowFeb 14, 2026 13:06:540
Report