Back
मुख्यमंत्री ने कलाकारों के भत्तों में वृद्धि की घोषणा की
AMABHAYA MOHANTY
Dec 30, 2025 08:54:29
Keonjhar, Odisha
ବଢ଼ିବ କଳାକାର ଉତ୍ତା । ଯେଉଁମାନେ ୨ହଜାର ଟଙ୍କା ପାଉଛନ୍ତି, ସେମାନେ ପାଇବେ ୩ହଜାର ଟଙ୍କା । ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଆଙ୍କର: ବଢ଼ିବ କଳାକାର ଉତ୍ତା । ଯେଉଁମାନେ ୨ହଜାର ଟଙ୍କା ପାଉଛନ୍ତି, ସେମାନେ ପାଇବେ ୩ହଜାର ଟଙ୍କା । ଯେଉଁମାନେ ଅଢ଼େଇ ହଜାର ଟଙ୍କା ପାଉଛନ୍ତି, ସେମାନେ ପାଇବେ ସାଢ଼େ ୩ହଜାର ଟଙ୍କା । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି କେନ୍ଦୁଝରରେ ୪୮ତମ ରାଜ୍ୟସ୍ତରୀୟ ପାଲା ସମ୍ମିଳନୀରେ ଯୋଗ ଦେବା ଅବସରରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କେନ୍ଦୁଝରରେ
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ପାସିକ ଭତ୍ତା ବୃଦ୍ଧି ।
୪୦ ରୁ ୪୦୦ ବୟସ୍କ କଳାକାରଙ୍କ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି ।
୮୦ ଖର୍ବ ବୟସର କଳାକାରଙ୍କ ଭତ୍ତା ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି ପାଇଛି ।
ଏହାଦ୍ବାରା ୪୭,୭୦୪ କଳାକାର ରାଜ୍ୟର ପାରମ୍ପରିକ କଳାକାର ଓ ସେମାନଙ୍କ ପରିବାର ଆନନ୍ଦର ପରିବେଶ ସୃଷ୍ଟି ହୋଇଛି।
ୂଡ଼ିଆ ଅସ୍ମିତାର ସୁରକ୍ଷା ଓ ପ୍ରଚାର ପ୍ରସାର କରୁଥିବା କଳାକାର ମାନଙ୍କ ସମ୍ମାନରେ ଏହି ଭତ୍ତା ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କଳାକାର ମାନଙ୍କ ଭତ୍ତା ବୃଦ୍ଧି ହୋଇଛି ।
ଏହି nଷ୍ପତ୍ତି ଅନୁଯାୟୀ ୪୦ ରୁ ୮୦ ବର୍ଷ ବୟସ୍କ କଳାକାର ମାନଙ୍କ ଭତ୍ତା ମାସକୁ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ୮୦ ବର୍ଷରୁ ଅଧିକ ବୟସର କଳାକାର ମାନଙ୍କ ମାସିକ ଭତ୍ତା ୨୫୦୦ ଟଙ୍କାରୁ ୩୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏହାଦ୍ବାରା ରାଜ୍ୟର ୪୭,୭୦୪ ଜଣ କଳାକାର ଓ ସେମାନଙ୍କ ପରିବାର ବର୍ଗ ଉପକୃତ ହେବେ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
ADAnup Das
FollowDec 30, 2025 10:14:590
Report
AKAshok Kumar1
FollowDec 30, 2025 10:14:480
Report
PNPratap Naik1
FollowDec 30, 2025 10:14:360
Report
AMAshok Manna
FollowDec 30, 2025 10:14:210
Report
0
Report
0
Report
BMBiswajit Mitra
FollowDec 30, 2025 10:11:550
Report
DSDIBYENDU SARKAR
FollowDec 30, 2025 10:11:040
Report
0
Report
0
Report
NRNarayan Roy
FollowDec 30, 2025 10:05:160
Report
0
Report
PCPartha Chowdhury
FollowDec 30, 2025 09:57:110
Report
BSBarun Sengupta
FollowDec 30, 2025 09:56:280
Report