Back
बाली माफिया के незакон काम, युवक गिरफ्तार; पुलिस ने कार्रवाई तेज की
AMABHAYA MOHANTY
Oct 15, 2025 12:51:52
Keonjhar, Odisha
ସ୍ଲୋଗ: ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଅଭିଯୋଗକରୀ ଯୁବକ ଖାଉଛି ମାଡ଼। ଓ ନିରୀହ ଯୁବକକୁ ପୋଲିସ ଥାନାରେ ଅଟକ।
ଆଙ୍କର: ଅଭିଯୋଗକାରୀ ଖାଉଛି ମାଡ଼। ବାଲି ମାଫିଆଙ୍କ ବଢୁଛି ଦୌରାତ୍ମ୍ୟ। ରାତିରେ ବେଆଇନ ଭାବରେ ପଡ଼ୋଶୀ ରାଜ୍ୟକୁ ହେଉଛି ବାଲି ଚୋରା ଚାଲାଣ। ପୋଲିସ ସାଜିଛି ନୀରବଦ୍ରଷ୍ଟା। ବେଆଇନ କାର୍ଯ୍ୟକୁ ବିରୋଧ କଲେ ପୋଲିସ ନେउଛି କାର୍ଯ୍ୟନୁଷ୍ଠାନ, ନିରୀହ ଲୋକଙ୍କୁ କରୁଛି ଗିରଫ। ଝାରପୋଖରିଆ ଥାନା ଅନ୍ତର୍ଗତ ଜାମଶୋଳା ବେଆଇନ ବାଲି ଘାଟରୁ ଉଠୁଛି ଶହ ଶହ ଟ୍ରକର ବାଲି। ଏନେଇ ସ୍ଥାନୀୟ ଅଞ୍ଚଳର ଯୁବକମାନେ ବିରୋଧ କରିବାକୁ ଗତକାଳି ବିଳମ୍ୱିତ ରାତିରେ ବାଲି ମାଫିଆଙ୍କ ଆକ୍ରୋଶର ଶିକାର ହୋଇଥିଲେ ଓ ଗୋଇଁଠା, ବিধା ମାଡ଼ ଖାଇଲେ ସ୍ଥାନୀୟ ଅଞ୍ଚଳର ଯୁବକ ବିକାଶ ରଞ୍ଜନ ସାହୁ। ଏନେଇ ପୋଲିସକୁ ଖବର ଦେବାରୁ ଘଟଣା ସ୍ଥଳରେ ପହଞ୍ଚି ବିରୋଧ ଓ ଅଭିଯୋଗ କରିଥିବା ଯୁବକଙ୍କୁ ଉଠାଇ ଆଣିଲା ପୋଲିସ। ସେପଟେ ବାଲି ମାଫିଆ ହେଉଛି ବିଜେପି ବిధାୟକ ଭାଦବ ହାঁସଦାଙ୍କ ଛତ୍ରଛାୟା ତଳେ ରହି ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ ରହୁଥିବା ଯୁବକ। ନିଜକୁ ସାମ୍ବାଦିକ ଓ ସ୍ଥାନୀୟ ଅଞ୍ଚଳର ବିଧାୟକଙ୍କ ଲୋକ ପରିଚୟ ଦେଇ ଚଲାଇଛି ବେଇଆନ କାର୍ଯ୍ୟ। ଅଭିଯୁକ୍ତ ବାଲି ମାଫିଆ ହେଲେ ସ୍ଥାନୀୟ ଅଞ୍ଚଳର ହିମ୍ମତ ଖବର କାଗଜର ସାନ୍ତାନୁ କୁଇଲା, ବିଶ୍ଵବାଣୀ ଖବର କାଗଜର ବନ୍ଧନ ସିଂ ଓ ସମାଜ ଦୈନିକ ଖବର କାଗଜର ଅବିନାଶ ପ୍ରହରାଜ। ଏନେଇ ସ୍ଥାନୀୟ ଝାରପୋଖରିଆ ପୋଲିସ ସବୁ ଜାଣି ଚୁପ ରହିଛି ଓ ବେଆଇନ କାର୍ଯ୍ୟ ବିରୋଧରେ ମୁହଁ ଖୋଲିଲେ ଓଲଟା ପୋଲିସ ନେଉଛି କାର୍ଯ୍ୟନୁଷ୍ଠାନ। ତେବେ *ସ୍ଥାନୀୟ ଯୁବକ ବିରୋଧ କରି ମାଡ ଖାଉଥିବା ଭିଡ଼ିଓ ଏବେ ସୋସିଆଲ ରେ ଭାଇରାଲ ହେବାର ଦେଖିବାକୁ ମିଳିଛି। ଏ ଘଟଣା ନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରୁଛି。
7
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
BDBabulal Dhayal
FollowOct 15, 2025 15:01:020
Report
MTMadesh Tiwari
FollowOct 15, 2025 15:00:390
Report
DIDamodar Inaniya
FollowOct 15, 2025 15:00:240
Report
2
Report
0
Report
DIDamodar Inaniya
FollowOct 15, 2025 14:55:430
Report
AMAsheesh Maheshwari
FollowOct 15, 2025 14:54:500
Report
NJNitish Jha
FollowOct 15, 2025 14:54:170
Report
PCPranay Chakraborty
FollowOct 15, 2025 14:53:570
Report
ANAbhishek Nirla
FollowOct 15, 2025 14:53:380
Report
SJSubhash Jha
FollowOct 15, 2025 14:53:010
Report
NJNeeraj Jain
FollowOct 15, 2025 14:52:270
Report
ASANIMESH SINGH
FollowOct 15, 2025 14:52:140
Report
ACAshish Chaturvedi
FollowOct 15, 2025 14:51:300
Report