Back
केओंजहर जिले के डुमुरिया विद्यालय की 2वीं कक्षा छात्रा जयंती मुंडा अस्पताल में भर्ती
AMABHAYA MOHANTY
Nov 12, 2025 08:24:17
Keonjhar, Odisha
ଆଙ୍କର: ନିଆଁରେ ପୋଡ଼ି ହୋଇ ୨ୟ ଶ୍ରେଣୀର ଛାତ୍ରୀ ଗୁରୁତର, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ପାଟଣା ବ୍ଲକ ଡୁମୁରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ୟ ଶ୍ରେଣୀର ଛାତ୍ରୀ ଜୟନ୍ତୀ ମୁଣ୍ଡା ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ଜୟନ୍ତୀ, ହଷ୍ଟେଲ୍ ରୋଷେଇ ଘରକୁ ଯାଇଥିବା ବେଳେ ତାଙ୍କ ପୋଷାକରେ ହଠାତ୍ ନିଆଁ ଲାଗିଯାଇଥିଲା । ଜୟନ୍ତୀ ଚିତ୍କାର କରିବାରୁ ରୋଷେୟା ସେଠାରେ ପହଞ୍ଚିଥିଲେ । ତାଙ୍କୁ ପ୍ରଥମେ ଡୁମୁରିଆ, ପରେ ପାଟଣା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ଜୟନ୍ତୀଙ୍କ ଶରୀରର ୨୦ଭାଗ ପୋଡ଼ିଯାଇଥିବା ବେଳେ, ଛାତ୍ରୀଙ୍କ ଶରୀରରେ ନିଆଁ କିଭଳି ଲାଗିଲା, ତାହା ରହସ୍ୟାବୃତ୍ତ ହୋଇ ରହିଛି ।
ବାଇଟ ୧- ରୀତା ମୁଣ୍ଡା, ଛାତ୍ରୀଙ୍କ ମା ଲ
ବାଇଟ ୨-ଅନନ୍ତ ଚରଣ ମୁର୍ମୁ, ଭାରପ୍ରାପ୍ତ ପ୍ରଧାନଶିକ୍ଷକ, ଡୁମୁରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ADArvind Dubey
FollowNov 12, 2025 10:04:210
Report
DBDEVENDRA BISHT
FollowNov 12, 2025 10:04:050
Report
SDShankar Dan
FollowNov 12, 2025 10:03:500
Report
0
Report
PCPranay Chakraborty
FollowNov 12, 2025 10:03:280
Report
MSManish Sharma
FollowNov 12, 2025 10:03:100
Report
JPJitendra Panwar
FollowNov 12, 2025 10:02:586
Report
MKMUKESH KUMAR
FollowNov 12, 2025 10:02:390
Report
VAVijay Ahuja
FollowNov 12, 2025 10:02:140
Report
GPGYANENDRA PRATAP
FollowNov 12, 2025 10:01:560
Report
RZRajnish zee
FollowNov 12, 2025 10:01:360
Report
AKAjay Kumar Rai
FollowNov 12, 2025 10:01:100
Report
SKSantosh Kumar
FollowNov 12, 2025 10:00:520
Report
0
Report
RKRupesh Kumar
FollowNov 12, 2025 10:00:230
Report