Back
जगतसिंहपुर में बंग्लादेशी संदिग्धों के विरुद्ध पुलिस छापामारी; 20 से अधिक हिरासत
NBNARAYAN BEHERA
Dec 03, 2025 15:50:03
Paradeep, Odisha
ଜଗତସିଂହପୁର ରେ ବାଂଲାଦେଶୀ ଅଟକ, ଜଗତସିଂହପୁର ଜିଲ୍ଲା ପୋଲିସ ର ବାଂଲାଦେଶୀ ଠାବ ଅଭିଯାନ ପ୍ରକ୍ରିୟା ଜୋର ଧରିଛି । ଜିଲା ତରିକୁନ୍ଦ ସ୍ଥିତ ଦରିଆପୁର ବସ୍ତିରେ ସଦର ପୋଲିସର ଗତକାଳି ରାତିରେ ଚଢ଼ାଉ କରି ୨୦ ୰ୁ ଉର୍ଦ୍ଧ ସନ୍ଦିଗ୍ଧ ବାଂଲାଦେଶୀ ଙ୍କୁ ବସ୍ତିରୁ ଉଠାଇ ଆଣି ସେଲଟର ହୋମରେ ଅଟକ ରଖିଛି । ଗତ କାଲି ରାତି ୯ ଟା ବେଳେ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ଜଗତସିଂହପୁର ଅଡିସନାଲ ଏସପି ବଂ ଏସ୍ଡିପିଓଙ୍କ ନେତୃତ୍ବରେ ଅଚାନକ ଚଢ଼ାଉ କରାଯାଇଥିଲା । ଏହି ବସ୍ତିରେ ଥିବା ଏକ ମଦ୍ରାସାରେ କିଛି ବାଂଲାଦେଶୀ ରହିଥିବାର ଖବର ପାଇବା ପରେ ପୋଲିସ ଚଢ଼ାଉ ଆରମ୍ଭ କରିଥିଲା । ଅଟକ ବାଂଲାଦେଶୀ ଙ୍କ ମଧ୍ୟରୁ ୬ ଜଣ ନାଁ ବାଳକ ରହିଛନ୍ତି । ଏମାନଙ୍କୁ କିଛି ଦିନ ହେବ ଏକ ମଦ୍ରାସାରେ ଆଣି ରଖାଯାଇଥିଲା । ବସ୍ତିରୁ ଉଧାର ସମସ୍ତ ସନ୍ଦିଗ୍ଧ ବାଂଲାଦେଶୀ ମାନଙ୍କୁ ବାଗଲପୁର ସେଲଟର ହୋମ କୁ ନିଆଯାଇଛି । ପୋଲିସ ଚଢ଼ାଉ ବେଳେ 10 ଜଣରୁ ଉର୍ଦ୍ଧ ସନ୍ଦିଗ୍ଧ ଖସି ଯାଇଥିବାର ଜଣାଯାଇଛି । ବାଂଲାଦେଶୀଙ୍କୁ ସେଠାରୁ ହଟାଇବା ପରେ ସମ୍ପୃକ୍ତ ବସ୍ତିରେ ଥିବା ସେମାନଙ୍କ ଘର ଗୁଡିକ ଖାଲି ପଡ଼ିଛି । ଅଟକ ସନ୍ଦିଗ୍ଧ ବାଂଲାଦେଶୀ ମାନଙ୍କ ଠାରୁ ବହୁ ନକଲି ଆଧାର ସହ ବହୁ କାଗଜପତ୍ର ଜବତ କରାଯାଇଛି । ଆଜି ପୋଲିସ ପକ୍ଷରୁ ଅଧିକ ଯାଞ୍ଚ କରାଯିବା ପରେ ସେମାନଙ୍କୁ ଆଠଗଡ଼ ସ୍ଥିତ ସେଣ୍ଟ୍ରାଲ ସେଲଟର ହୋମ କୁ ପଠାଯିବ ବୋଲି ଜଣା ଯାଇଛି । ଗତ 15 ଦିନ ତଳେ ପୋଲିସ ବେହେରାମପୁର ବସ୍ତିରେ ଚଢ଼ାଉ କରି ୨୦ ୰ୁ ଉର୍ଦ୍ଧ ବାଂଲାଦେଶୀ ଙ୍କୁ ଅଟକ ରଖିବା ସହ ସେମାନଙ୍କର ବେଆଇନ ଘର ଗୁଡିକୁ ଭାଙ୍ଗି ଦେଇଥିଲା ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
NSNivedita Shukla
FollowDec 03, 2025 16:18:13Noida, Uttar Pradesh:Update after the horrific flooding and landslides in Sri Lanka. This elephant is one of many animals affected.
0
Report
SSSHAILENDAR SINGH THAKUR
FollowDec 03, 2025 16:18:010
Report
AGAdarsh Gautam
FollowDec 03, 2025 16:17:380
Report
ASASHISH SHRIVAS
FollowDec 03, 2025 16:16:470
Report
CSChandrashekhar Solanki
FollowDec 03, 2025 16:16:300
Report
KSKartar Singh Rajput
FollowDec 03, 2025 16:16:080
Report
BSBHARAT SHARMA
FollowDec 03, 2025 16:15:260
Report
0
Report
0
Report
0
Report
23
Report
SMSubhasis Mandal
FollowDec 03, 2025 16:05:1164
Report
ADAnup Das
FollowDec 03, 2025 16:04:3738
Report
104
Report
NSNivedita Shukla
FollowDec 03, 2025 16:03:3627
Report