Back
Paradip में Green Trust की होली: परिवार और दोस्तों के साथ रंगों में उत्साह
NBNARAYAN BEHERA
Mar 04, 2026 16:02:19
Paradeep, Odisha
Anchor - ପାରାଦୀପ ୧୨ନଂ ଓ୍ବାର୍ଡ ପାରିଷଦ ଓ ଗ୍ରୀନ ଟ୍ରଷ୍ଟ ପାରାଦୀପ ତରଫରୁ ଅଭିର ରେ ହୋଲି ଖେଳିବା ପାଇଁ ଦେଲେ ସଚେତନତା ବାର୍ତ୍ତା। ରଙ୍ଗର ପର୍ବ ହୋଲି ପାଇଁ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି । ରଙ୍ଗର ପର୍ବ ହୋଲିରେ Genius ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଯେପରି ଭରିଯାଉଛି ଉତ୍ସାହ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଥିବା ବେଳେ ପାରାଦୀପ ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚାଲିଛି ହୋଲିର ଖେଳ। ଗ୍ରୀନ ଟ୍ରଷ୍ଟ ପାରାଦୀପ ତରଫରୁ ପ୍ରେସ ଗ୍ୟାଲେରୀ ନିକଟରେ ବଡ ଧୁମଧାମରେ ପାଳନ କରାଯାଇଛି ଏହି ପବିତ୍ର ହୋଲି ଉତ୍ସବ। ପରଷ୍ପର କୁ ରଙ୍ଗ ଲଗାଇ ହୋଲିର ସୁଭେଚ୍ଛା ଜଣାଉଥିବା ବେଳେ ଗ୍ରୀନ ଟ୍ରଷ୍ଟ ପାରାଦୀପ ପକ୍ଷରୁ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ କରି ପାରାଦୀପ ବାସୀଙ୍କ ମନଙ୍କୁ ଜିଣି পାରିଛନ୍ତି। आजର ପ୍ରତିହୋଲିର ରଙ୍ଗ ପର୍ବ ହୋଲି ପାଇଁ ଟ୍ରଷ୍ଟର ସମସ୍ତ ସଦସ୍ୟ ମାନେ ଏକତ୍ରିତ ଭାବେ ନାଚଗୀତ ସହ ରଙ୍ଗ ବୋଳି ଶୁଭ ମନାସିବା ସହିତ କେବଳ ଅଭିର ରେ ରଙ୍ଗ ବୋଳି ହୋଲି ଖେଳିବା ପାଇଁ ସମସ୍ତଙ୍କୁ ବାର୍ତ୍ତା ଦେଲେ ଟ୍ରଷ୍ଟ ର ସଦସ୍ୟ ସୁଧାଂଶୁ ନାୟକ। ସେହିପରି ଏହି ପବିତ୍ର ହୋଲିର ଅବସରରେ ସମସ୍ତ ପାରାଦୀପ ବାସୀଙ୍କ ଶୁଭକାମନା କରି ପାରାଦୀପ ମଧୁବନ ସ୍ଥିତ ୧୨ନଂ ଓ୍ବାର୍ଡ ରେ ଓ୍ବାର୍ଡ ବାସୀ ଙ୍କ ସମେତ ବିଜେପି କର୍ମୀ ମାନେ ପାରିଷଦ ଙ୍କ ସହ ରଙ୍ଗର ପର୍ବ କୁ ଭରପୁର ପାଳନ କରିଛନ୍ତି। ପରିବାର, ପ୍ରିୟଜନ,ଓ ବନ୍ଧୁ ଙ୍କୁ ରଙ୍ଗ ଲଗାଇ ଆରମ୍ଭ କରିଥିଲେ ସେଲିବ୍ରେସନ। କେବଳ ରଙ୍ଗର ପର୍ବ ନୁହେଁ ବରଂ ପରସ୍ପର ମଧ୍ୟରେ ସଂପ୍ରୀତି, ସଦଭାବ ସୌହାର୍ଦ୍ଦ୍ୟ ରକ୍ଷା ଲାଗି ହୋଲି ପାଳନ କରାଯାଇଛି ବୋଲି ଜିଲ୍ଲା ବିଜେପି ସାଧାରଣ ସଂପାଦକ ପ୍ରତାପ ଚନ୍ଦ୍ର ନାୟକ କହିବା ସହିତ ରଙ୍ଗର ପର୍ବ ହୋଲିର ସମସ୍ତ ଜିଲ୍ଲା ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବାଇଟ -୧- ସୁଧାଂଶୁ ଶେଖର ନାୟକ। ( ଗ୍ରୀନ ଟ୍ରଷ୍ଟ ପାରାଦୀପ) ବାଇଟ -୨- ପ୍ରତାପ ଚନ୍ଦ୍ର ନାୟକ। ( ସାଧାରଣ ସଂପାଦକ, ବିଜେପି ,ଜଗତସିଂହପୁର ) ୋରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
VRVIJAY RANA
FollowMar 04, 2026 17:17:360
Report
DKDARSHAN KAIT
FollowMar 04, 2026 17:17:290
Report
NANasim Ahmad
FollowMar 04, 2026 17:17:010
Report
DRDivya Rani
FollowMar 04, 2026 17:16:450
Report
VRVIJAY RANA
FollowMar 04, 2026 17:16:310
Report
RBRAKESH BHAYANA
FollowMar 04, 2026 17:16:240
Report
1
Report
VCVikash Choudhary
FollowMar 04, 2026 17:00:380
Report
0
Report
GPGYANENDRA PRATAP
FollowMar 04, 2026 16:45:390
Report
AMAsheesh Maheshwari
FollowMar 04, 2026 16:45:250
Report
1
Report
0
Report
DCDILIP CHOUDHARY
FollowMar 04, 2026 16:31:580
Report
RRRakesh Ranjan
FollowMar 04, 2026 16:31:470
Report
