Back
पारादीप आग हादसे पर मंत्री-सभा समर्थकों के साथ राहत के संकेत
NBNARAYAN BEHERA
Feb 23, 2026 08:05:36
Paradeep, Odisha
Slug - Minister Meet
Dt - 23/02/2026
Place - Paradip
Format - Avb
Anchor - ାଗ୍ନିବିପନ୍ନ ବ୍ୟବସାୟୀ ଙ୍କୁ ଭେଟିଲେ ମନ୍ତ୍ରୀ ଏବଂ ସାଂସଦ। ଗତ ଶନିବାର ବିଳମ୍ବିତ ରାତିରେ ପାରାଦୀପ ବଡପଡିଆ ଠାରେ ଥିବା ପରିବା ଦୋକାନ ରେ ଅଗ୍ନିକାଣ୍ଡ ଘଟି ୫୦ରୁ ଉର୍ଦ୍ଧ ପରିବା ବ୍ୟବସାୟୀଙ୍କ ଦୋକାନ ଘର ଜଳି ଧ୍ବଂସ ହୋଇ ଯାଇଛି। ପାରାଦୀପ ବନ୍ଦର ତରଫରୁ ପରିବା ବ୍ୟବସାୟ କରିବା ପାଇଁ ଅସ୍ଥାୟୀ ଭାବେ ଯୋଗାଇ ଦିଆଯାଇଥିବା ପିଣ୍ଡିରେ ଦୀର୍ଘ ବର୍ଷ ଧରି ପରିବା ବ୍ୟବସାୟୀ ମାନେ ବ୍ୟବସାୟ କରି ଆସୁଥିଲେ। କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ୫୦ରୁ ଉର୍ଦ୍ଧ ଦୋକାନ ପୋଡିଯିବା ସହିତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଖବରପାଇ ସ୍ଥାନୀୟ ବିଧାୟକ ତଥା ଶୀଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏବଂ ସାଂସଦ ବିଭୂପ୍ରସାଦ ତରାଇ ପୃଥକ ପୃଥକ ଭାବେ ଘଟଣା ସ୍ଥଳରେ ପହଞ୍ଚି ପାରାଦୀପ ପୋର୍ଟ ବଣିକ ସଂଘ ଓ ପାରାଦୀପ ବନ୍ଦର ସହିତ ଆଲୋଚନା କରିଛନ୍ତି। ପୁନର୍ବାର ବ୍ୟବସାୟ କରିବା ପାଇଁ ସମସ୍ତ ଙ୍କର ସାହାଯ୍ୟ ସହଯୋଗ ଓ ଏକତା ମନୋଭାବ ਰହିବା ଦରକାର ଏବଂ ଅଗ୍ନି ଵିପନ୍ନ ବ୍ୟବସାୟୀ ମାନେ କିପରି ସ୍ଥାୟୀ ଭାବରେ ବ୍ୟବସାୟ କରିବେ ସେନେଇ ପାରାଦୀପ ବନ୍ଦର ଓ ପାରାଦୀପ ମୁନିସିପାଲିଟି ସହ ଆଲୋଚନା କରାଯାଇଛି ବୋଲି ଶୀଳ୍ପମନ୍ତ୍ରୀ କହିଛନ୍ତି । ଏଭଳି ଅସମୟରେ ପ୍ରଶାସନ ତରଫରୁ ଯାହା କିଛି ସାହାଯ୍ୟ ଦରକାର ସମସ୍ତ ସହଯୋଗ ରହିବ ବୋଲି ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି। ତେବେ ସରକାର ଙ୍କ ନିୟମାନୁଯାୟୀ ରିଲିଫ କୋର୍ଡ ଅନୁସାରେ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବ ଏବଂ ଏଭଳି ଦୁଖଃଦାୟକ ସମୟରେ ପାରାଦୀପ ବନ୍ଦର ସମସ୍ତ ସାହାଯ୍ୟ ର ହାତ ବଢାଇବା ର ଆବଶ୍ୟକତା ରହିଛି ବୋଲି ସାଂସଦ ବିଭୂ ପ୍ରସାଦ ତରାଇ କହିଛନ୍ତି । ତେଣୁ କିପରି ସ୍ଥାୟୀ ବ୍ୟବସାୟ କରାଯିବ ସେନେଇ ସମସ୍ତ ଙ୍କର ଦାୟିତ୍ୱ ନେବାର ଆବଶ୍ୟକତା ରହିଛି ବୋଲି କହିବା ସହିତ ପାରାଦୀପ ମୁନସିପାଲିଟି ଓ ପାରା ବନ୍ଦର ସହିତ ଆଲୋଚନା କରି ଖୁବଶୀଘର ବ୍ୟବସାୟ କରିବେ ବୋଲି ସାଂସଦ କହିଛନ୍ତି। ଏଭଳି ଦୁଖଦ ସମୟରେ ପାରାଦୀପ ମୁନିସିପାଲିଟି ଅଧ୍ୟକ୍ଷ o ଓ ପାରାଦୀପ ପୋର୍ଟ ବଣିକସଂଘ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଅଗ୍ନିବିପନ୍ନ ଙ୍କୁ ମୁନସିପାଲିଟି ତରଫରୁ ଯାହା ସାହାଯ୍ୟ ଦରକାର ତାହା ତୁରନ୍ତ ଯୋଗାଇ dଆଯିବ ବୋଲି ପୌରାଧ୍ୟକ୍ଷ ବସନ୍ତ ବଶ୍ବାଳ କହିଛନ୍ତି । ଏହି ଅଗ୍ନିକାଣ୍ଡରେ ପ୍ରାୟ କୋଟିଏ ଟଙ୍କାରୁ ଉର୍ଦ୍ଧ ସାମଗ୍ରୀ ନଷ୍ଟ ହୋଇଛି ବୋଲି ଅନୁମାନ କରାଯାଉଛି ବୋଲି କହିଛନ୍ତି ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ।
ବାଇଟ -୧- ବିଭୂ ପ୍ରସାଦ ତରାଇ। ( ସାଂସଦ, ଜଗତସିଂହପୁର)
ବାଇଟ -୨- ସମ୍ପଦ ଚନ୍ଦ୍ର ସ୍ବାଇଁ। ( ଶୀଳ୍ପମନ୍ତ୍ରୀ)
ବାଇଟ -୩- ବସନ୍ତ କୁମାର ବିଶ୍ବାଳ। (ପୌରାଧ୍ୟକ୍ଷ, ପାରାଦୀପ)
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
BSBHUPENDAR SINGH SOLANKI
FollowFeb 23, 2026 09:32:250
Report
0
Report
PSPradeep Soni
FollowFeb 23, 2026 09:32:080
Report
RSRajendra sharma
FollowFeb 23, 2026 09:31:510
Report
SPSanjay Prakash
FollowFeb 23, 2026 09:31:390
Report
92
Report
RNRajesh Nilshad
FollowFeb 23, 2026 09:30:130
Report
0
Report
0
Report
हाथरस में बिल्डिंग मेटेरियल की दुकान में चोरी, चोरों ने नगदी और दो मोबाइल चुराए, CCTV में कैद वारदात
0
Report
0
Report
BPBHUPESH PRATAP
FollowFeb 23, 2026 09:23:000
Report
TTTRIPURESH TRIPATHI
FollowFeb 23, 2026 09:22:48Deoria, Uttar Pradesh:एंकर मारपीट के वायरल वीडियो पर पीटीसी
0
Report
KKKRISNDEV KUMAR
FollowFeb 23, 2026 09:22:380
Report
KKKRISNDEV KUMAR
FollowFeb 23, 2026 09:22:140
Report