Back
Paradip के कुंजंग क्षेत्र में दिव्यांग दिवस पर जागरूकता और सहयोग कार्यक्रम
NBNARAYAN BEHERA
Dec 03, 2025 15:49:11
Paradeep, Odisha
Slug - Disabled Day
Dt - 03/12/2025
Place - Paradip
Format - Avb
Anchor - ଆଜି ବିଶ୍ବ ଭିନ୍ନକ୍ଷମ ଦିବସ। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଉତ୍କଳ ଦିବ୍ୟାଙ୍ଗ ସଂଘ ତରଫରୁ ବିଶ୍ବ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ସଂଘ ତରଫରୁ କୁଜଙ୍ଗ ବ୍ଲକ ବଗଦିଆ ଗ୍ରାମ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ସଭାର ଆୟୋଜନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ କୁଜଙ୍ଗ ଅଞ୍ଚଳର ଶତାଧିକ ଦିବ୍ୟାଙ୍ଗ ଯୋଗ ଦେଇ ବଗଦିଆ ଶିବ ମନ୍ଦିର ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରା କରିବା ସହ ଜଗନ୍ନାଥ ଙ୍କ ଠାରୁ ଆଜ୍ଞାମାଳ ଆଣି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ସଭା ରେ ଅତିଥି ମାନେ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କୁ ସଶକ୍ତ କରିବା ପାଇଁ ସରକାର ଙ୍କ ସହଯୋଗ ଦରକାର ବୋଲି କହିବା ସହିତ ଦିବ୍ୟାଙ୍ଗ ମାନେ କୌଣସି ଗୁଣରେ କମ୍ ନୁହନ୍ତି, ସେମାନେ ପାଠପଢ଼ା ଠାରୁ ଆରମ୍ଭ କରି ସରକାରୀ ବା ବେସରକାରୀ ସଂସ୍ଥା ରେ କାର୍ଯ୍ୟ କରି ସମାଜରେ ପ୍ରତିଷ୍ଠିତ ହୋଇ ପାରିଛନ୍ତି। ଆଜି ଦିବ୍ୟାଙ୍ଗ ହୋଇ ମଧ୍ୟ ସମସ୍ତ କାର୍ଯ୍ୟ କରି ପାରୁଥିବା ବେଳେ ସମାଜର ମୂଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କୁ ନିବେଦନ କରିଛି ଉତ୍କଳ ଦିବ୍ୟାଙ୍ଗ ସଂଘ । ଏହି ପରିପ୍ରେକ୍ଷୀରେ କୁଜଙ୍ଗ ଅଞ୍ଚଳ ର ଶତାଧିକ ଦିବ୍ୟାଙ୍ଗ ମହିଳା ପୁରୁଷ ,ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିବା ବେଳେ ଶ୍ରୀରାମ ସେବା ସଂଗଠନ ତରଫରୁ ସମସ୍ତ ଦିବ୍ୟାଙ୍ଗ ଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସମସ୍ତ ଦିବ୍ୟାଙ୍ଗ ମାନଙ୍କ ମୁହଁରେ ଟିକିଏ ହସ ଦେଖି ଅତିଥି ମାନେ ଆନନ୍ଦ ରେ ଅଧିର ହୋଇ ପଡିଥିଲେ।
ବାଇଟ -୧- ପ୍ରତାପ ଚନ୍ଦ୍ର ପରିଡା। ( ସଂପାଦକ, ଉତ୍କଳ ଦିବ୍ୟାଙ୍ଗ ସଂଘ, କୁଜଙ୍ଗ)
ବାଇଟ -୨- ଅମୁଲ୍ୟ ତରାଇ। ( ପୂର୍ବତନ ସଭାପତି, ଉତ୍କଳ, ଦିବ୍ୟାଙ୍ଗ ସଂଘ)
ବାଇଟ -୩- ସୁମନ୍ତ ସ୍ବାଇଁ।(ଆଇନଜୀବୀ, ଉଚ୍ଚ ନ୍ୟାୟାଳୟ)
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PPPraveen Pandey
FollowDec 03, 2025 16:18:260
Report
NSNivedita Shukla
FollowDec 03, 2025 16:18:13Noida, Uttar Pradesh:Update after the horrific flooding and landslides in Sri Lanka. This elephant is one of many animals affected.
0
Report
SSSHAILENDAR SINGH THAKUR
FollowDec 03, 2025 16:18:010
Report
AGAdarsh Gautam
FollowDec 03, 2025 16:17:380
Report
ASASHISH SHRIVAS
FollowDec 03, 2025 16:16:470
Report
CSChandrashekhar Solanki
FollowDec 03, 2025 16:16:300
Report
KSKartar Singh Rajput
FollowDec 03, 2025 16:16:080
Report
BSBHARAT SHARMA
FollowDec 03, 2025 16:15:260
Report
0
Report
0
Report
0
Report
23
Report
SMSubhasis Mandal
FollowDec 03, 2025 16:05:1164
Report
ADAnup Das
FollowDec 03, 2025 16:04:3738
Report
104
Report