Back
पारादीप में युवती के अर्ध-उलंघन शव के पीछे गहरी कहानी, पुलिस जांच शुरू
NBNARAYAN BEHERA
Feb 25, 2026 17:17:54
Paradeep, Odisha
Anchor - ମିଳିଲା ଯୁବତୀଙ୍କ ପରିଚୟ।ପାରାଦୀପ ତାରେଣୀଗଡ଼ା ନିକଟ ଏକ ଚାରି ମହଲା ଘର ତଳୁ ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ଶବ ମିଳିବା ଘଟଣା | ମିଳିଲା ଯୁବତୀଙ୍କ ପରିଚୟ | ତିର୍ତୋଲ ଥାନା ଅଞ୍ଚଳରେ ଯୁବତୀଙ୍କ ଘର ହୋଇଥିଲା ବେଳେ ସେ ଗତ ରବିବାର ସକାଳ୧୦ ସମୟରୁ ଘରୁ ସାରଳା ମନ୍ଦିର ଯାଉଥିବା କହି ଆସିଥିଲେ | ସନ୍ଧ୍ୟା ସମୟରେ ନିଜ ଭାଇକୁ ଅନ୍ଧାର ହୋଇ ଗଲାଣି ଟିକିଏ ଆସି ନେଇଯାଅ ବୋଲି କହିଥିଲେ | କିନ୍ତୁ ଏହାର କିଛି ସମୟ ପରେ ଗୋଟିଏ ଅଜଣା ନମ୍ବରରୁ ତାଙ୍କ ଭାଇଙ୍କ ପାଖକୁ ଏକ ଧମକ ପୂର୍ଣ୍ଣ କଲ ଆସିଥିଲା ଓ ତୋ ଭଉଣୀକୁ ଆସି ରାହାମା ବଜାରରୁ ନେଇଯା ବୋଲି କହିଥିଲେ | ଯୁବତୀ ଓ ସମ୍ପୃକ୍ତ ଯୁବକଙ୍କ ମୋବାଇଲ ଦୁଇଟି ବନ୍ଦ ହୋଇ ଯିବାରୁ ଶେଷରେ ଉପାୟ ନପାଇ ଯୁବତୀଙ୍କ ଭାଇ ଆସି ରାହାମା ଓ ଆଖାପାଖ ଅଞ୍ଚଳ ଖୋଜି ତିର୍ତୋଲ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ | କିନ୍ତୁ ରବିବାର ପରଦିନ ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ଶବ ପାରାଦୀପ ତାରେଣୀଗଡ଼ା ଏକ ଚାରି ମାହଲା ଘର ତଳୁ ମିଳିବା ସମସ୍ତଙ୍କୁ ବେଶ ଚକିତ ମଧ୍ୟ କରିଥିଲା | ପୋଲିସ ଗୋଟିକିସିଟିଭି ରେ ଯୁବତୀ ଜଣଙ୍କ ଏକ ଯୁବକଙ୍କ ସହ ସେହି କୋଠା ତଳେ ଗପୁଥିବା ପୋଲିସ ପ୍ରମାଣ ପାଇଲେ | ତେବେ ଯୁବତୀ ଜଣଙ୍କ ସେ କୋଠା ଉପରକୁ ଗଲେ କିପରି, କେଉଁ ଅବସ୍ତାରେ ସେ ଅର୍ଦ୍ଧ ଉଲଗ୍ନ ହେଲେ ଓ ତାଙ୍କର ମୃତ୍ୟୁ କିଭଳି ହେଲା ତାହା ସ୍ପଷ୍ଟ ହୋଇଯିବ |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
1
Report
KAKapil Agarwal
FollowFeb 25, 2026 18:30:560
Report
NTNagendra Tripathi
FollowFeb 25, 2026 18:30:320
Report
30
Report
104
Report
शंकराचार्य अविमुक्तेश्वरानंद केसमर्थन में गाज़ीपुर में कांग्रेस का धरना,मुकदमा वापस लेने की उठी मांग
0
Report
0
Report
SHSAYED HUSSAIN AKHTAR
FollowFeb 25, 2026 18:16:470
Report
STSharad Tak
FollowFeb 25, 2026 18:16:320
Report
ASAshok Singh Shekhawat
FollowFeb 25, 2026 18:16:200
Report
DGDeepak Goyal
FollowFeb 25, 2026 18:16:040
Report
PGPARAS GOYAL
FollowFeb 25, 2026 18:15:510
Report
AKAtul Kumar Yadav
FollowFeb 25, 2026 18:15:330
Report
AGAbhishek Gour
FollowFeb 25, 2026 18:15:170
Report
YKYOGESH KHARE
FollowFeb 25, 2026 18:01:11Nashik, Maharashtra:विश्व मराठी दिवसानिमित्त मराठी भाषेचा गोडवा गाणारी खादेशी अहिराणी भाषेतील कविता वसुंधरा लांडगे कवयित्री
0
Report