Back
जगत्तसिंहपुर में 2025-26 खरीफ धान संग्रह समीक्षा बैठक, किसानों के लिए बिक्री व्यवस्था पर चर्चा
NBNARAYAN BEHERA
Feb 27, 2026 15:32:03
Paradeep, Odisha
ଜଗତସିଂହପୁର ଜିଲାରେ 2025-26 ବର୍ଷର ଖରିଫ ଧାନ ସଂଗ୍ରହ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ସଦଭାବନା ସଭାଗୃହ ପରିସରରେ ଜିଲାପାଳ ଜੇ ସୋନାଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ,ସାଂସଦ ବିଭୁ ପ୍ରସାଦ ତରାଇଙ୍ ank ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଜିଲାରେ ଧାନ ସଂଗ୍ରହ କରୁଥିବା ମିଲର ମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ ଜିଲାରେ କିପରି ସଠିକ ଭାବରେ ଧାନ ସଂଗ୍ରହ ହେବ ଚାଷୀ ମାନେ କିପରି ମଣ୍ଡିରେ ସୁବିଧାରେ ଧାନ ଵିକ୍ରି କରି ପାରିବେ ସେ ବାବଦରେ ଆଲୋଚନା ହେବା ସହିତ । ଧାନ ସଂଗ୍ରହ ସ୍ଥିତି ବାବଦରେ ସମୀକ୍ଷା କରିଥିଲେ ।
ବାଇଟ-୧-କୃଷ୍ଣଚନ୍ଦ୍ର ପାତ୍ର, ମନ୍ତ୍ରୀ,
ଜଗତსିଂହପୁର ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RKRaj Kishore
FollowFeb 27, 2026 16:49:050
Report
RRRakesh Ranjan
FollowFeb 27, 2026 16:48:480
Report
RRRakesh Ranjan
FollowFeb 27, 2026 16:48:250
Report
0
Report
GLGautam Lenin
FollowFeb 27, 2026 16:48:130
Report
AMATUL MISHRA
FollowFeb 27, 2026 16:47:580
Report
ASAVNISH SINGH
FollowFeb 27, 2026 16:46:370
Report
NTNeeraj Tripathi
FollowFeb 27, 2026 16:46:230
Report
RDRAJKUMAR DIXIT
FollowFeb 27, 2026 16:45:540
Report
0
Report
0
Report
KSKartar Singh Rajput
FollowFeb 27, 2026 16:32:530
Report
NDNEELAM DAS PADWAR
FollowFeb 27, 2026 16:32:430
Report
NMNilesh Mahajan
FollowFeb 27, 2026 16:32:240
Report
DCDhruv Chaudhary
FollowFeb 27, 2026 16:32:100
Report
