Back
जगतसिंहपुर में Bali गैंग के खिलाफ बड़ा प्रशासनिक ऑपरेशन चला
NBNARAYAN BEHERA
Nov 28, 2025 11:53:07
Paradeep, Odisha
ବାଲି ମାଫିଆଙ୍କୁ ସାବାଡ଼ କରିବା ପାଇଁ ସକ୍ରିୟ ହୋଇ ପଡିଛି ଜଗତସିଂହପୁର ଜିଲା ପ୍ରଶାସନ । ଅପରେସନ ବାଲୁ ବଜ୍ର ଆନୁକୂଳ୍ୟରେ ଗତ ୨୫ ତାରିଖ ବିଳମ୍ବିତ ରାତିରେ କେନ୍ଦ୍ରାଞ୍ଚଳ ଡ଼ିଆଇଜି ଙ୍କ ନେତୃତ୍ବରେ ଜଗତସିଂହପୁର ଜିଲାପାଳ, ଏସ୍ପି ଓ ଉପବଳଙ୍କ ଉପସ୍ଥିତିରେ ବାଲି ଘାଟ ରେ ଚଢ଼ାଉ କରାଯାଇ ୪୮ ଟି ବାଲି ବୋଝେଇ ହାଇୱା ଓ ୩ ଟି ପ୍ରୋକ୍ଲିନ ଜବତ କରାଯାଇଥିଲା । ଏଥି ସହିତ ୫ ଜଣ ହାଇୱା ଚାଳକଙ୍କୁ ଖଣି ଅଧିକାରୀଙ୍କ ଏତାଲା ବି କ୍ରମେ ଗିରଫ କରାଯିବା ସହିତ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ଏଥି ସହିତ ବାଲି ଘାଟ ନିକଟରେ ମାଫିଆ ମାନେ ଏକ ବେଆଇନ ଘର ନିର୍ମାଣ କରି ସେଠାରେ ଆଡା ଜମାଉଥିବା ବେଳେ ପ୍ରଶାସନ ପକ୍ଷରୁ ଜେସିବି ଲାଗାଇ ଘରଟିକୁ ମାଟିରେ ମିଶାଇ ଦିଆଯାଇଛି । ହେଲେ ବଡ଼ ବଡ଼ ବାଲି ମାଫିଆ ମାନେ ଖସି ଯାଉଥିବା ବେଳେ ପ୍ରଶାସନ ସେମାନଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
KHKHALID HUSSAIN
FollowNov 28, 2025 12:03:400
Report
NJNitish Jha
FollowNov 28, 2025 12:03:220
Report
KSKISHORE SHILLEDAR
FollowNov 28, 2025 12:02:280
Report
SSSHAILENDAR SINGH THAKUR
FollowNov 28, 2025 12:02:060
Report
TSTHANESHWAR SAHU
FollowNov 28, 2025 12:01:300
Report
PSParmeshwar Singh
FollowNov 28, 2025 12:01:010
Report
0
Report
OTOP TIWARI
FollowNov 28, 2025 12:00:370
Report
0
Report
0
Report
0
Report
PSParmeshwar Singh
FollowNov 28, 2025 11:54:230
Report
PSPrashant Shukla
FollowNov 28, 2025 11:53:500
Report
ADASHISH DWIVEDI
FollowNov 28, 2025 11:53:310
Report