Back
Ganjam760002blurImage

Ganjam - ଓଡିଶା-ଆନ୍ଧ୍ର ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉ, ବିପୁଳ ପରିମାଣର ଦେଶୀମଦ ଓ ପୋଚ ନଷ୍ଟ

PREMANANDA PUJARI
May 16, 2025 13:17:52
Brahmapur, Odisha
ଓଡିଶା-ଆନ୍ଧ୍ର ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉ, ବିପୁଳ ପରିମାଣର ଦେଶୀମଦ ଓ ପୋଚ ନଷ୍ଟ 1605ZO_JOINT_EXCISE_RAID AVO ଗଜପତି ଜିଲ୍ଲାରେ ଓଡିଶା-ଆନ୍ଧ୍ର ଅବକାରୀ ବିଭାଗ ତରଫରୁ ମିଳିତ ଚଢାଉ କରାଯାଇ ବିପୁଳ ପରିମାଣର ରନ୍ଧା ଦେଶୀ ମଦ ଓ ପୋଚ ନଷ୍ଟ କରାଯାଇଥିବାର ଜଣାପଡିଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ ସିଙ୍ଗିପୁର ଓ ଗାରାବନ୍ଧ ଥାନା ଅନ୍ତର୍ଗତ ବଡବୁରୁଝୋଲି, ସାନବୁରୁଝୋଲି, ମାରିଙ୍ଗି, ସୌରା ତାଳସିଂ ଓ ଗୋଠେଇରେ ଚଢାଉ କରାଯାଇଥିଲା । ଏଥିରେ ମୋଟ 12ହଜାର 3ଶହ ଲିଟର ପୋଚ ସହ 1330 ଲିଟର ଚୋରା ଦେଶୀ ରନ୍ଧାମଦ ଜବତ କରାଯାଇ ନଷ୍ଟ କରାଯାଇଥିଲା । ଏଥିରେ ଉଭୟ ରାଜ୍ୟର ଅବକାରୀ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଉଭୟ ରାଜ୍ୟର ସୀମାନ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ସାମିଲଥିଲେ । ଅନ୍ୟପକ୍ଷରେ ଦିନକୁ ଦିନ ଅଞ୍ଚଳରେ ବେଆଇନ ଦେଶୀ ମଦ କାରବାର ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏହାକୁ ରୋକିବାକୁ ତତ୍ପରତା
0
Report

हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|