Back
Ganjam760006blurImage

Ganjam - ବନ୍ଦେ ମାତରମ୍ ଆଶ୍ରମରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୩ ତମ ଜନ୍ମ ଜୟନ୍ତ

PREMANANDA PUJARI
Apr 27, 2025 04:02:33
Brahmapur, Odisha

ବନ୍ଦେ ମାତରମ୍ ଆଶ୍ରମରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୩ ତମ ଜନ୍ମ ଜୟନ୍ତୀ ମହାରାଜା_କୃଷ୍ଣଚନ୍ଦ୍ର_ଗଜପତି_ଥିଲେ_ନବ_ଓଡ଼ିଶା_ଗଠନର_ବିନ୍ଧାଣ। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଠାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଗୋଳନ୍ଥରା ସ୍ଥିତ ବନ୍ଦେ ମାତରମ୍ ଆଶ୍ରମରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୩ ତମ ଜନ୍ମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।ନବ ଓଡ଼ିଶା ଗଠନରେ ସେ ଥିଲେ ବିନ୍ଧାଣୀ।ତାଙ୍କର ନିରନ୍ତର ଉଦ୍ୟମ ଯୋଗୁଁ ଦେଶର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଓଡ଼ିଶା ଗଠନ ହୋଇଥିଲା ବୋଲି କହିଛନ୍ତି ମନ୍ତ୍ରୀ ବିଭୁତି ଭୂଷଣ ଜେନା । ବାଇଟ -ମନ୍ତ୍ରୀ ବିଭୁତି ଭୂଷଣ ଜେନା

0
Report

हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|