Back
Ganjam760002blurImage

Brahmapur: ବ୍ରହ୍ମପୁର ରେ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ଛାତ୍ର ଛାତ୍ରୀ ପରୀକ୍ଷାଫଳ ରୁ ବେଶ ଉତ୍ସାହ

PREMANANDA PUJARI
May 21, 2025 14:04:10
Brahmapur, Odisha

ଚଳିତ ବର୍ଷ ର ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରିକ୍ଷା ଫଳ ପ୍ରକାଶ ପାଇଛି । ବ୍ରହ୍ମପୁର ସହର ର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଅଧ୍ୟୟନ ରତ ଛାତ୍ରଛାତ୍ର ଆଶା ଅନୁରୁପି ଭଲ ମାର୍କ ରଖିଥିବା ଜଣାପଡିଛି। ନିଜ ପରିଶ୍ରମ ର ଫଳକୁ ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ର‌ଲହରି ଖେଳିଯାଇଛି।

0
Report

हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|