Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Khordha752055blurImage

ଖୋର୍ଦ୍ଧା:- ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଜଗନ୍ନାଥଙ୍କ ନିକଟରେ ଦୀପଦାନ।

SURYA NARAYAN MOHANTY
Jun 23, 2025 14:21:01
Khordha, Odisha
ଖୋର୍ଦ୍ଧା:- ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ପୂର୍ବତନ ସରପଞ୍ଚ ବିଜୟ ଦାସଙ୍କ ନେତୃତ୍ୱରେ ଖୋର୍ଦ୍ଧା ବ୍ଳକ ମଲ୍ଲିପୁର ସ୍ଥିତ ମୁକ୍ତେଶ୍ଵର ଦେବ ଓ ଜଗନ୍ନାଥ ମନ୍ଦିର ନିକଟରେ ଦୀପଦାନ କଲେ ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କ ସମେତ ଶତାଧିକ ମହିଳା ଓ ଗ୍ରାମବାସୀ ।
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement