Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Ganjam760002

ନୁଆସାହି ନାଳରୁ ହାତଗୋଡ ବନ୍ଧା ଅବସ୍ଥାରେ ଯୁବକର ଗଳିତ ମୃତ ଦେହ ଉଦ୍ଧାର କଲା ପୋଲିସ

PREMANANDA PUJARI
Jun 26, 2025 06:00:52
Brahmapur, Odisha
ନାଳରୁ ନିଖୋଜ ଯୁବକ ର ଗଳିତ ମୃତ ଦେହ କୁ ଉଦ୍ଧାର କରିଛି ରାମଗିରି ପୋଲିସ । ମୃତ ଯୁବକ ଜଣକ ହେଲେ ରାମଗିରି ଥାନା କଡ଼ମାସିଂ ଗାଁର ରାମ ଚନ୍ଦ୍ର ନାୟକ । କଡ଼ମାସିଂ ଗାଁ ର ରାମଚନ୍ଦ୍ର ଗତ୨୨ ତାରିଖ ଠାରୁ ନିଖୋଜ ଥିଲେ । ଏସମ୍ପର୍କ ରେ ପରିବାର ପକ୍ଷରୁ ରାମଗିରି ଥାନାରେ ଅଭିଯୋଗ ଜଣାଇଥିଲେ । ବୁଧବାର ଦିନ ସ୍ଥାନୀୟ ଲୋକେ ନୂଆସାହି ନାଳରେ ରାମଚନ୍ଦ୍ରଙ୍କ ମୃତ ଶରୀର ଭାସୁଥିବା ଦେଖି ପୋଲିସ କୁ ଖବର ଦେଇଥିଲେ । ରାମଚନ୍ଦ୍ର ଙ୍କ ର ଶରୀର ରେ ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ବେଳେ ଏକ ବାଡି ଓ ପଥରରେ ବନ୍ଧା ଯାଇ ନାଳରେ ମୃତ ଶରୀର ପଡ଼ିଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ କୁ ଜବ
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement
Advertisement