Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Balasore756036blurImage

ଓଡ଼ିଶାର ଗଣପର୍ବ ରଜ

Dillip Kumar Das
Jun 15, 2025 10:54:24
Sialia, Odisha
ଓଡ଼ିଶାରେ ପାଳିତ ହେଉଥିବା ସମସ୍ତ ପର୍ବ ମଧ୍ୟରେ ରଜ ଏକ ଅନନ୍ୟ ଓ ନିଆରା କୃଷି ଭିତ୍ତିକ ପର୍ବ ! ଗ୍ରୀଷ୍ମ ଓ ବର୍ଷା ଋତୁର ସନ୍ଧିକ୍ଷଣରେ ମୌସୁମୀ ବର୍ଷାକୁ ସ୍ୱାଗତ କରିବା ଏହି ପର୍ବର ମୂଳକଥା ହୋଇଥିବା ବେଳେ ପ୍ରକୃତି ର ଉପାସନା ଏହି ପର୍ବର ମୂଳ ମନ୍ତ୍ର ଅଟେ ! ଗାଁ ଠୁ ସହର ଓଡ଼ିଶାର ସର୍ବତ୍ର 3ଦିନ ଧରି ଏହି ଗଣପର୍ବ ପାଳିତ ହୁଏ ! ଏହି ସମୟରେ ଧରିତ୍ରୀମାତା ରୋଜବତୀ ବା ଉତ୍ପାଦନ କ୍ଷମ ହେଉଥିବାରୁ ସମସ୍ତ କୃଷିକାର୍ଯ୍ୟ ବନ୍ଦ ହୋଇଥାଏ ! କୃଷକ ପରିବାରରେ ଆନନ୍ଦ ଉଲ୍ଲାସ ଲାଗିଥାଏ ! ବିଶେଷ କରି କୁଆଁରୀ ଝିଅମାନେ ରଜ ଗୀତ ଗାଇ ଗାଁ ଆମ୍ବତୋଟାରେ ଦୋଳି ଝୁଲିବା ସହିତ ପୁଚି, ଲଡୁ, କବାଡି, ତାସ, ଆଦି ଖେଳନ୍ତି ! ରଜରେ ବିଭିନ୍ନ ପ୍ରକାର ପିଠା, ମିଠା, ଖିରି ଆଦି ହୋଇଥାଏ ! ରଜ ପାନ ଓ ପୁଡ଼ା ପିଠା ରଜର ଆକର୍ଷ
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement