Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Bhadrak756135

ଭଦ୍ରକ ଜିଲ୍ଲାରେ ତ୍ରିରଙ୍ଗା ଶୋଭାଯାତ୍ରା । Har Ghar Tiranga 2025

Aug 14, 2025 15:25:15
Amargadia, Odisha
ଭଦ୍ରକ ଜିଲ୍ଲାରେ ତ୍ରିରଙ୍ଗା ଶୋଭାଯାତ୍ରା । Har Ghar Tiranga 2025 । ଏହି ଶୋଭାଯାତ୍ରା ରେ ମନ୍ତ୍ରୀ ଶ୍ରୀଯୁକ୍ତ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର ସହିତ ଭଦ୍ରକ ନିର୍ବାଚନମଣ୍ଡଳୀର ବିଧାୟକ ଏବଂ ଲୋକସଭା ସାଂସଦ ସହିତ ଭଦ୍ରକ ଜିଲ୍ଲାର SP, Collector, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଭଦ୍ରକ ଜିଲ୍ଲାର ସାଧାରଣ ଜନତା ସାମିଲ ହୋଇଥିଲେ।
12
comment0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement
SKSusanta Kumar Dash
Aug 10, 2025 07:56:37
Rourkela, Odisha:
ଜୟ ଜଗନ୍ନାଥ ୱେଲ୍ଫେୟାର ଟ୍ରଷ୍ଟ ତରଫରୁ ରାଉରକେଲା ରେ ପ୍ରଥମ ଥର ଲାଗି ଆୟୋଜିତ ହୋଇଯାଇଛି "ସାୱାନ କ୍ୱିନ୍" ସିଜନ୍ ୱାନ୍। ଏଥିରେ ଭାଗ ନେଇଥିବା ଗୃହିଣୀ ଓ ଯୁବତୀ ମାନେ ବିଭିନ୍ନ ବର୍ଗରେ ପ୍ରତିଯୋଗିତା ରେ ଭାଗ ନେଇଥିବା ବେଳେ,କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଘରେ ରହୁଥିବା ଗୃହିଣୀ ମାନଙ୍କୁ ସ୍ବାବଲମ୍ବୀ କରାଇବା ପାଇଁ ପ୍ରଥମ ପ୍ରୟାସ ସ୍ୱରୂପ ମଞ୍ଚକୁ ଅଣା ଯାଇଥିବା କହିଛନ୍ତି ପ୍ରତିଯୋଗିତାର ମୁଖ୍ୟ ଆୟୋଜକ ରେଖା ଗୁପ୍ତା।
15
comment0
Report
CRChita Ranjan ZEE NEWS KANDHAMAL
Jul 30, 2025 07:31:01
Balliguda, Odisha:
ହାତି ପାଇଁ ଜିବନ ଗଲା ପ୍ରତିବାଦ ରେ ଗ୍ରାମବାସୀ, ଜୀ ଉଦୟଗିରି ଠାରେ ହାତି ଅକ୍ରମଣ ରେ ଜିବନ ଯାଉଆଥିବା ବେଳେ ଏବେ ପ୍ରତିବାଦ କରି ବନବିଭାଗ ଅଫିସ ରେ ବସିଛନ୍ତି ଗ
14
comment0
Report
Jul 18, 2025 12:26:54
Balipokhari, Odisha:
ବୈତରଣୀ ନଦୀର ବନ୍ୟା ଜଳ ନିଷ୍କାସନ ପାଇଁ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ କରାଯାଉଛି। ବୈତରଣୀ ବନ୍ୟାରେ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିବାରୁ ଏଠାରୁ ବନ୍ୟାଜଳ ହ୍ରାସ ପାଇଁ ଅନ୍ୟ ଏକ କେନାଲରେ ପାଣି ଛଡାଯାଇଛି।
14
comment0
Report
SKSusanta Kumar Dash
Jul 17, 2025 15:14:18
Rourkela, Odisha:
*ସ୍ଵଚ୍ଛ ସର୍ବେକ୍ଷଣ - ୨୦୨୪ ଶ୍ରେଷ୍ଠ ୧୫ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା* ରାଉରକେଲା, ୧୭ ଜୁଲାଇ ୨୦୨୫: ରାଉରକେଲାବାସୀଙ୍କ ପାଇଁ ଏକ ଖୁସି ଖବର। ସ୍ଵଚ୍ଛ ସର୍ବେକ୍ଷଣ - ୨୦୨୪ ରେ ରାଉରକେଲା ମହାନଗର ନିଗମ ସର୍ବଭାରତୀୟ ସ୍ତରରେ ୧୫ତମ ସ୍ଥାନ ହାସଲ କରିଛି। ଯାହା ସମସ୍ତ ରାଉରକେଲାବାସୀଙ୍କ ପାଇଁ ନିହାତି ଭାବେ ଏକ ଗର୍ବର ବିଷୟ। ଗୁରୁବାର ଦିନ ସ୍ଵଚ୍ଛ ସର୍ବେକ୍ଷଣ ୯ମ ସଂସ୍କରଣର ଫଳାଫଳ ଘୋଷଣା ହେବା ସହ ପୁରସ୍କାର ସମାରୋହର ଆୟୋଜନ କରାଯାଇଥିଲା। ଏଥିରେ ସର୍ବଭାରତୀୟସ୍ତରରେ ରାଉରକେଲା ଶ୍ରେଷ୍ଠ ପନ୍ଦରଟି ସହର ମଧ୍ୟରେ ସ୍ଥାନ ପାଇଥିବା ବେଳେ ସମଗ୍ର ରାଜ୍ୟରେ ଚତୁର୍ଥ ସ୍ଥାନରେ ରହିଛି।
14
comment0
Report
SKSusanta Kumar Dash
Jul 17, 2025 05:44:05
Rourkela, Odisha:
ବାଲେଶ୍ଵର ଫକିର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ଙ୍କ ଆତ୍ମାହୁତି ଓ ମୃତ୍ୟୁ କୁ ନେଇ କଂଗ୍ରେସ ଓ ମିଳିତ ବାମଦଳ ର ଓଡ଼ିଶା ବନ୍ଦ ରେ ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲା। ଜିଲ୍ଲାରେ ଗାଡ଼ି ମଟର ସମେତ ଦୋକାନ ବଜାର, ସ୍କୁଲ କଲେଜ, ପେଟ୍ରୋଲ ପମ୍ପ,ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଆଦି ବନ୍ଦ ରହିଛି। ଆନ୍ଦୋଳନ କାରୀ ସହରର ବିଭିନ୍ନ ସ୍ଥାନରେ ଧାରଣା ପ୍ରଦର୍ଶନ କରିଥିଲେ।
14
comment0
Report
SKSusanta Kumar Dash
Jul 16, 2025 09:16:33
Rourkela, Odisha:
ବାଲେଶ୍ଵର ଫକିର ମୋହନ କଲେଜ ଛାତ୍ରୀ ତଥା "ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ" ,ଛାତ୍ର ସଂଗଠନ ସଦସ୍ୟା ସୌମ୍ୟାଶ୍ରୀ ବିଶି ଙ୍କ ଆତ୍ମାହୁତି ନିଆଁ ଏବେ ରାଜଧାନୀ ରାଜରାସ୍ତା ରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଅଞ୍ଚଳ ବ୍ୟାପିଛି। ଯାହାକୁ ନେଇ କଂଗ୍ରେସ ଓ ମିଳିତ ବାମଦଳ ପକ୍ଷରୁ ୧୭ ତାରିଖ ଗୁରୁବାର ଦିନ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ବୁଧବାର ରାଉରକେଲା ଯୁବ,ଛାତ୍ର କଂଗ୍ରେସ ଓ ବାମଦଳ ମାନେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିବା ସହିତ ଘଟଣାରେ ସଂପୃକ୍ତ ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।
14
comment0
Report
SKSusanta Kumar Dash
Jul 14, 2025 11:25:08
Rourkela, Odisha:
ଷୋମବାର ଭୋର ରେ ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ପ୍ରବଳ ବର୍ଷା , ଜନ ଜୀବନକୁ ବେଶ ପ୍ରଭାବିତ କରିଛି। ରାଉରକେଲା ରେଳ ଷ୍ଟେସନ ଦ୍ଵିତୀୟ ପ୍ରବେଶ ପଥ ପାର୍କିଂ ସମେତ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ସହିତ ବ୍ରାହ୍ମଣୀ ଜଳସ୍ତର ମଧ୍ୟ ବଢିବାରେ ଲାଗିଚି।
14
comment0
Report
Jul 11, 2025 03:14:40
Balliguda, Odisha:
ବାଲିଗୁଡା ସହରରେ ଆଜକୁ 4ଦିନ ହଇଗଲା ଧର୍ମଘଟ,ବହ ଚଳାଛଳ ବନ୍ଦ ରହିଛି, ତେବେ ଏହି ଧର୍ମଘଟ ରେ ପତିକ୍ରୀୟା ରଖିଛନ୍ତି କାଉସିଲର ତଥା ଡ୍ରାଇଭର ମହାସଂଘ ର ସଦସ୍ୟ
14
comment0
Report
Jul 09, 2025 07:12:46
Bhadrak, Odisha:
ଡ୍ରାଇଭର ମହାସଂଘର ଷ୍ଟେରିଂ ଛାଡ଼ ଆନ୍ଦୋଳନରେ ଭଦ୍ରକ ଜିଲ୍ଲାରେ ଯାତାୟାତ ପ୍ରଭାବିତ। ଭଦ୍ରକ ଜିଲ୍ଲା ମୁଖ୍ୟ ରାସ୍ତାରେ ସମସ୍ତ ଯାନବାହାନଗୁଡିକୁ ଅଟକାଇ ଶାନ୍ତି ଶୃଙ୍ଖଳାରେ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଏକାଧିକ ଡ୍ରାଇଭର ସାମିଲ ହୋଇଛନ୍ତି।
14
comment0
Report
Jul 07, 2025 19:10:31
Balliguda, Odisha:
ସରକାର ଙ୍କ ଯଜନା ବନ୍ଦ ହେବା ପରେ, ନିରାଶ ହଇଛନ୍ତି କର୍ମକର୍ତ୍ତା, ସୁଚନା ଦେଇଛନ୍ତି କର୍ମକର୍ତ୍ତା, ଆସନ୍ତୁ ଶୁଣିବା କଣ ରହିଛି ଘଟଣା
14
comment0
Report
Jul 07, 2025 18:44:20
Balliguda, Odisha:
ଫୁଲବାଣୀ SP ଙ୍କ କାଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ, ଦୁଇ 3ମାଓବାଦୀ ଆତ୍ମ ସମର୍ପଣ କରିଥିବା ନେଇ ସୁଚନା ମିଳିଛି ଏହି ସାମ୍ବାଦିକ ସମ୍ମିଳନୀ, ସମବାର ଦିନ ଗଟାଏ ସମୟ କରିଥିବା ନେଇ ସୁଚନା ମିଳିଛି, ତେବେ ଆସନ୍ତୁ ଶୁଣିବା କଣ ରହିଛି ଘଟଣା
14
comment0
Report
SKSusanta Kumar Dash
Jul 02, 2025 16:38:15
Rourkela, Odisha:
ରାଉରକେଲା OSAP କଲୋନୀ ଅନ୍ତର୍ଗତ ଏକ ଘର ବଗିଚାରୁ ପାଖାପାଖି ୭ଫୁଟ ଲମ୍ବର ଏକ ଅଜଗର କୁ ଉଦ୍ଧାର କରିଛନ୍ତି snake help line ର ସଦସ୍ୟ ଜ୍ୟୋତିର୍ମୟ ରାଉତ। ଘର ବଗିଚାରେ ଅଜଗର ସାପ ଦେଖି ଭୟ ର ବାତାବରଣ ରେ snake help line କୁ ଖବର ଦେଇଥିବା ବେଳେ, ଖବର ପାଇ ଅଜଗର କୁ ସୁରକ୍ଷିତ ଉଦ୍ଧାର କରିବା ସହିତ ଏହାକୁ ତାର ପ୍ରକୃତି ଅନୁକୂଳ ପରିବେଶ ରେ ଛାଡି ଦିଆଯିବ ବୋଲି ସୂଚନା ଦେଇଛନ୍ତି ଜ୍ୟୋତିର୍ମୟ।
0
comment0
Report
SKSusanta Kumar Dash
Jul 02, 2025 15:06:37
Rourkela, Odisha:
ବଜାରରେ ପୁନଃ ପ୍ରବେଶ କଲା ଲୋକପ୍ରିୟ ଗୃହସ୍ଥୀ ଅଗରବତୀ। ଶିଳ୍ପ ନଗରୀ ରାଉରକେଲାରୁ ଆରମ୍ଭ ହୋଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏପରିକି ରାଜ୍ୟ ବାହାରେ ମଧ୍ୟ ତାର ଗୁଣବତ୍ତା କୁ ନେଇ ବେଶ୍ ଲୋକପ୍ରିୟ ହୋଇଥିବା ମସଲା କମ୍ପାନୀ ଗୃହସ୍ଥି ଦୀର୍ଘ ବର୍ଷ ପରେ ପୁଣି ବଜାରକୁ ଆଣିଛି ତାର ସୁଗନ୍ଧିତ ଅଗରବତୀ। ପୂର୍ବରୁ କେବଳ ରାଉରକେଲା ,ହନୁମାନ ବାଟିକା ରେ ଏହି ଅଗରବତୀ ମିଳୁଥିବା ବେଳେ ବର୍ତ୍ତମାନ ଏହା ସମଗ୍ର ଓଡ଼ିଶା ସମେତ ଭାରତର ବିଭିନ୍ନ ସ୍ଥାନରେ ବହୁ ସୁଗନ୍ଧ ରେ ମିଳିବ ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି।
0
comment0
Report
Jun 30, 2025 17:54:33
Phulbani, Odisha:
ପୁରୁଣାକଟକ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ RSS ପକ୍ଷରୁ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ । ଏଥିରେ ବହୁ ଶେବିକା ସାମିଲ ହୋଇଥିଲେ ।
0
comment0
Report
Independence Day
Advertisement
Back to top