Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Sundargarh769014

ଆସନ୍ତା କାଲି ଓଡ଼ିଶା ବନ୍ଦ ପୂର୍ବରୁ ରାଉରକେଲା ରେ ସୌମ୍ୟାଶ୍ରୀ ନିଆଁ

SKSusanta Kumar Dash
Jul 16, 2025 09:16:33
Rourkela, Odisha
ବାଲେଶ୍ଵର ଫକିର ମୋହନ କଲେଜ ଛାତ୍ରୀ ତଥା "ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ" ,ଛାତ୍ର ସଂଗଠନ ସଦସ୍ୟା ସୌମ୍ୟାଶ୍ରୀ ବିଶି ଙ୍କ ଆତ୍ମାହୁତି ନିଆଁ ଏବେ ରାଜଧାନୀ ରାଜରାସ୍ତା ରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଅଞ୍ଚଳ ବ୍ୟାପିଛି। ଯାହାକୁ ନେଇ କଂଗ୍ରେସ ଓ ମିଳିତ ବାମଦଳ ପକ୍ଷରୁ ୧୭ ତାରିଖ ଗୁରୁବାର ଦିନ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ବୁଧବାର ରାଉରକେଲା ଯୁବ,ଛାତ୍ର କଂଗ୍ରେସ ଓ ବାମଦଳ ମାନେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିବା ସହିତ ଘଟଣାରେ ସଂପୃକ୍ତ ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।
13
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement
Advertisement
Back to top