Back
Tushar Ranjan Sahu
Rayagada765001blurImage

Rayagada - ଏକ୍ସପାଇରି ଦ୍ରବ୍ୟ ବିକି ଲକ୍ଷେ ଟଙ୍କା ତଣ୍ଡ ଗଣିଲେ ବିଶାଲ ମେଗାମାର୍ଟ କର୍ତ୍ତୃପକ୍ଷ

Tushar Ranjan SahuTushar Ranjan SahuMay 19, 2025 14:41:51
Rayagada, Odisha:
ରାୟଗଡା ସହରରେ ଥିବା ଘରୋଇ ବ୍ଯବସାୟୀକ ସଂସ୍ଥା ବିଶାଲ ମେଗାମାର୍ଟ ଉପରେ ଖାଦ୍ଯ ସୁରକ୍ଷା ଅଧିକାରୀ ଆତର୍କିତ ଭାବେ ଚଡାଉ କରିଛନ୍ତି। ଖାଦ୍ଯ ସୁରକ୍ଷା ବିଭାଗର 2ଜଣିଆ ଅଧିକାରୀ ଉକ୍ତ ମାର୍ଟରେ ସମସ୍ତ ଖାଦ୍ଯ ସାମଗ୍ରୀ ଯାଞ୍ଚ୍ କରିଥିଲେ। ତେବେ ବିଭିନ୍ନ ଭୁଜିଆ ଓ ଆଚାର ବୋତଲରେ ଏକ୍ସପାଇରି ସରିଯାଇଥିଲେ ସୁଧା ଉକ୍ତ ସାମଗ୍ରୀକୁ ବିକ୍ରୟ କରାଯାଉଥିଲା। ଏସବୁ ସାମଗ୍ରୀକୁ ଖାଦ୍ଯ ସୁରକ୍ଷା ଅଧୀକାରୀ ଜବତ କରିବା ସହ 1ଲକ୍ଷ ଟଙ୍କାର ଜରିମାନା ତଣ୍ଡ ପକାଇଛନ୍ତି। ଆସନ୍ତା ଏକ ସପ୍ତାହ ମଧ୍ଯରେ ଜରିମାନା କୁ ପୈଠ କରିବା ପାଇଁ ଉକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି।
1
Report