Back
Balasore756036blurImage

Odisha News: RG ଗ୍ୟାଙ୍ଗ ଗିରଫ

Dillip Kumar Das
Jun 06, 2025 15:58:51
Sialia, Odisha
ବାଲେଶ୍ବର ପୋଲିସକୁ ବଡ ସଫଳତା,ଚାନ୍ଦିପୁର ଥାନା ଗବଗାଁ ଗଙ୍ଗାରାମପଡିଆ ରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ସ୍ପେଶାଲ ପୋଲିସ ଟିମର ଚଢ଼ାଉ, RGି ନାମକ ଡକାୟତ ଗ୍ୟାଙ୍କୁ ଗିରଫ କରିଛି ପୋଲିସ। ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣ ଅଭିଯୁକୁ ଗିରଫ,ଗିରଫ ଦୁଇ ଅଭିଯୁକ୍ତ ସଦର ଥାନା ଅଞ୍ଚଳରେ ହୋଇଥିବାବେଳେ ଅନ୍ୟ ଦୁଇଜଣ ଟାଉନ ଥାନା ଅଞ୍ଚଳର ହୋଇଥିବା ପୋଲିସ କହିଛି। ସେମାନଙ୍କଠାରୁ ଛଅଟି ବନ୍ଧୁକ, ନଅଟି ଗୁଳି,ଗୋଟିଏ ଖଣ୍ଡା, ଗୋଟିଏ ବାଇକ, ପାଞ୍ଚଟି ମୋବାଇଲ ଓ ୬୦ହଜାର ଟଙ୍କା, ଜବତ ହୋଇଛି।ମୁଖ୍ୟ ଅଭିଯୁକ୍ତ ନାମରେ ବିଭିନ୍ନ ଥାନାରେ୨୦ରୁ ଅଧିକ ଅପରାଧିକ ମାମଲା ରହିଥିବା ବେଳେ, ଏସବୁ ବନ୍ଧୁକ ସେମାନେ କେଉଁ ସ୍ଥାନରୁ ଆଣି ବ୍ୟବହାର କରୁଥିଲେ ତାହା ତଦନ୍ତ ଜାରି ରଖିଛନ୍ତି।
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com