Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Gajapati761015

Gajapati - ମୋହନା ଥାନା ଅନ୍ତର୍ଗତ ଡେଙ୍ଗମା ଛକ ନିକଟରେ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଦୁଇ ଆହାତ

PREMANANDA PUJARI
May 18, 2025 06:46:55
mohana, Odisha
1805ZO_BIKE_ACCIDENT ମୋହନା ଥାନା ଅନ୍ତର୍ଗତ ଡେଙ୍ଗମା ଛକ ନିକଟରେ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଦୁଇ ଆହାତ, ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୋହନା ଥାନା ଅନ୍ତର୍ଗତ ଡେଙ୍ଗମା ଛକ ନିକଟରେ ।ଆଜି ସକାଳ ସାଢେ଼ ସାତ ଘଣ୍ଟ ସମୟରେ ଅନ୍ତରବା ଗାଁ ରୁ ଦୁଇ ଶଡୁୁ ବାଇକ୍ ଯୋଗେ ଲିଲିଗଡ ଗ୍ରାମ ପଞ୍ଚାୟତ ରାମଗଡ଼ ଗାଁ କୁ ଆସୁଥିଲେ। ହେଲେ ହଟାତ ଏକ ଗାଡ଼ି କୁ ଅତିକ୍ରମ କରିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ଯାହା ଫଳରେ ସେଠାରେ ଦୁହେଁ ଛିଟିକି ହୋଇ ପଡ଼ିଥିଲେ। ଘଟଣା ସ୍ଥଳରେ କିଛି ସ୍ଥାନୀୟ ଲୋକେ ଉଦ୍ଧାର କରି ମୋହନା ମେଡିକାଲ୍ ରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇଥିଲେ। ଅରୁଣ ପ୍ରଧାନ ମୋହନା ମେଡ଼ିକାଲ୍ ରେ ଚିକିତ୍ସିତ ହେଉଥିବା ବେଳେ ଜୁଏଲ ପାଲ ଙ୍କ ମୁଣ୍ଡ ଓ ଶରୀର ରେ ଗଭୀର ଆଘାତ ଲାଗିଥିବା ହେତୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି
1
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement
Advertisement