Back
आम आदमी पार्टी के प्रेस मीट में पुरी ज़मीन घोटाले का खुलासा
SMSanjay Mohapatra
Sept 25, 2025 15:46:14
Puri, Odisha
AMM ADMI PARTY PRESSMEET
() ପୁରୀରେ ସରକାରୀ ଜମିକୁ ଅବାଧରେ କରାଯାଉଛି ପ୍ରଥମେ ଜବର ଦଖଲ ଓ ତାପରେ ହେଉଛି ବିକ୍ରୀ। ଏଭଳି କରି ମାଲାମାଲ ହେଉଛନ୍ତି ଅସାଧୁ ବ୍ୟବସାୟୀ। ଯାହାକୁ ନେଇ ପୁରୀ ଜିଲ୍ଲାର ଆମ୍ଆଦମୀ ପାର୍ଟି ଏହି ଘଟଣାର ପର୍ଦ୍ଧାଫାଶ କରିଥିଲା। ତତ୍କାଳୀନ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଯଦି କିଏ ନିର୍ମାଣ କରିବ ଵା ବିକ୍ରି ଵା କ୍ରୟ କରିବ ତାହା ବେଆଇନ। ଏହା ପରେ ଯଦି କେହି ନିୟମ ନ ମାନି କିଣେ ଓ ନିର୍ମାଣ କରେ ସେହି ଯାଗାକୁ ବିଜୁଳି ଓ ପାଣି ନେବା ପାଇଁ ତହସିଲ ଅଫିସରୁ ଅନୁମତି ଵା NOC ଆଣିବାକୁ ପଡିବ। ଏହା ଦ୍ୱାରା ବହୁତ ଦଖଲ ଓ ଗୁଣ୍ଡା ବଦମାସ ଜୋର କରି ଆଉ ଜମି ବିକିପାରିଲେ ନାହିଁ। ତଥାପି ଏବେ ପ୍ରାୟ ୮ ମାସ ହେବ ବେଆଇନ କିଣାବିକା ପୁଣି ସକ୍ରିୟ ହୋଇଛି। ଫର୍ଜରୀ NOC ଦ୍ୱାରା light ପାଣି ଦିଆଯାଇଛି। ସେହି noc ଭଲ ଭାବରେ ଦେଖିଲେ ଜଣା ପଡିଲା କି ଦସ୍ତଖତରେ stamp ରହୁନାହିଁ। କ୍ରମିକ ସଂଖ୍ୟା ରେ ଗଡବଡି ଓ ପାରିତ ହେଇଥିବା noc ର date ତହସିଲଦାରଙ୍କ ଦସ୍ତଖତର ତାରିଖ ମେଳ ଖାଉନାହିଁ। ତେଣୁ ଏସବୁରୁ ଜଣାପଡୁଛି ଯେ ଫର୍ଜରୀ କରି noc ଦିଆଯାଇଛି, ଯାହା ଆଇନ ବିରୁଦ୍ଧ। ଏଥିପାଇଁ ସେମାନେ 50000 ଟଙ୍କା ଦାବୀ କରୁଛନ୍ତି ବିଜୁଳି ଓ ପାଣି ଦେବା ପାଇଁ। ଯଦି ୧୮ ମାସ ହେଲା ଆଦେଶ ପରେ ବି ଏହା ଚାଲିଛି ତେବେ ୫୦ହଜାର ଲେଖାଏଁ ମାସକୁ ମାତ୍ର ୪ ଟି ଏହି ଆସିଲେ ମାସକୁ ୨ ଲକ୍ଷ ଟଙ୍କା ଓ ୧୮ ମାସ ହେବା ଆଦେଶ ମାନେ ୩୬ ଲକ୍ଷ ଦୁର୍ନୀତିର ଗନ୍ଧ ଆସୁଛି। ଏହା ବଢି 50 ଲକ୍ଷ ହେଇପାରେ ବୋଲି ଅଭିଯୋଗ ଆଣିଛି ଆମଆଦମୀ ପାର୍ଟି।ତେବେ ଆମ୍ଆଦମୀ ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀ ଜରୀଆରେ ଜିଲ୍ଲାପାଳଙ୍କ ନିକଟରେ ଦାବୀ ଉପସ୍ଥାପନ କରିଛନ୍ତି କି ଜିଲ୍ଲାପାଳ ଦୋଷୀଙ୍କୁ ଖୋଜି ବାହାର କରନ୍ତୁ। ଯିଏ ବି ଏଥିରେ ସାମିଲ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ବିଶେଷକରି ବଳିଆପଣ୍ଡା ମୌଜାର ବିଜୁଳି ବିଭାଗ ବର୍ତମାନ ଦୁର୍ନୀତିର ଗନ୍ତାଘର ପାଲଟିଛି। ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛି ଆମ୍ଆଦମୀ ପାର୍ଟି।
ବାଇଟ୍- ସଂଜୀବ ମହାନ୍ତି,ସଭାପତି ଆମ୍ଆଦମୀ ପାର୍ଟି
4
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
PPPraveen Pandey
FollowSept 25, 2025 17:17:140
Report
VPVEDENDRA PRATAP SHARMA
FollowSept 25, 2025 17:17:020
Report
MCManish Chaudary
FollowSept 25, 2025 17:16:480
Report
MGMOHIT Gomat
FollowSept 25, 2025 17:16:300
Report
DGDeepak Goyal
FollowSept 25, 2025 17:15:330
Report
RVRaunak Vyas
FollowSept 25, 2025 17:15:210
Report
SPSanjay Prakash
FollowSept 25, 2025 17:15:110
Report
RKRavi Kumar
FollowSept 25, 2025 17:02:462
Report
JPJai Pal
FollowSept 25, 2025 17:01:530
Report
PPPraveen Pandey
FollowSept 25, 2025 17:01:410
Report
DKDARSHAN KAIT
FollowSept 25, 2025 17:01:070
Report
2
Report
4
Report
BSBHUPENDAR SINGH SOLANKI
FollowSept 25, 2025 16:49:36Kota, Rajasthan:खबर से संबधित फोटो और दस्तावेज
4
Report