Back
बिना कारण हाथी ने घरों के दरवाज़े तोड़े, गाँव सिहर उठा
AMABHAYA MOHANTY
Sept 27, 2025 11:48:10
Keonjhar, Odisha
ଆଙ୍କର: ଅନାବଶ୍ୟକ ଭାବେ ଭିଡ଼ ଜମାଇ ହାତୀଙ୍କୁ ବିରକ୍ତ କରୁଛନ୍ତି ଲୋକେ । ଫଳରେ, ହାତୀପଲ ବିରକ୍ତ ହୋଇ ନିଜ ଚଲାପଥରୁ ବିଚ୍ୟୁତ ହୋଇ ଲୋକଙ୍କ ଘରଦ୍ଵାର ଭାଙ୍ଗିବା ସହ, ଅଧିକ କ୍ଷୟକ୍ଷତି କରୁଥିବା କହିଛନ୍ତି କେନ୍ଦୁଝର DFO. ଗତ ୧୫ ଦିନରୁ ଉର୍ଧ୍ବ ୨୯ଟିକିଆ ହାତୀପଲ ଜିଲ୍ଲାର ବିଭିନ୍ନ ରେଞ୍ଜ ଅଞ୍ଚଳରେ ଚଳପ୍ରଚଳ କରି ଲୋକଙ୍କ ଘର ଭାଙ୍ଗିବା ସହିତ, ବ୍ୟାପକ ଧାନଫସଲ ନଷ୍ଟ କରିଛନ୍ତି । ଯାହାକୁ ନେଇ ସମସ୍ତଙ୍କର ଚିନ୍ତା ବଢ଼ିଛି । ଏବେ ହାତୀପଲ ବୈତରଣୀ ନଦୀ ପାର୍ ହୋଇ ମୟୁରଭଞ୍ଜ ଜିଲ୍ଲା ଚାଲିଯାଉଥିବା କହିଛନ୍ତି DFO. ହେଲେ, ଅନାବଶ୍ୟକ ତଥା ଅଯଥାରେ ହାତୀ ଦେଖିବାକୁ ବିଭିନ୍ନ ଆଡୁ ଲୋକମାନେ ଆସି ହାତୀପଲଙ୍କୁ ବିରକ୍ତ କରୁଥିବା ସେ କହିଛନ୍ତି । ଟ୍ରାକ୍ଟର୍ ର ଶବ୍ଦ, ବାଇକ୍ ରୁ ବାହାରୁଥିବା ଶବ୍ଦ ଦ୍ୱାରା ତଥା ନିଆଁ ହୁଳା ଧରି ହାତୀ ଘଉଡ଼ାଇବାକୁ ଲୋକମାନେ ଚେଷ୍ଟା କରିବାକୁ ବାରଣ କରିଛନ୍ତି DFO. କିଛି ବ୍ଲଗର୍ ମାନେ ସାମାଜିକ ଗଣମାଧ୍ୟମରେ ହାତୀମାନଙ୍କ ସମ୍ପର୍କରେ ନକାରାତ୍ମକ ତଥ୍ୟ ପରିବେଷଣ କରୁଥିବା ସେ କହିଛନ୍ତି । ହାତୀପଲଙ୍କୁ ହଇରାଣ, ବିରକ୍ତ କରିବା ଦ୍ୱାରା ସେମାନେ ନିଜର ନିର୍ଦ୍ଧିଷ୍ଟ ଚଲାପଥରୁ ବିଚ୍ୟୁତ ହୋଇ ଲୋକଙ୍କ ଘରଦ୍ଵାର ଭାଙ୍ଗିବା ସହ, ବ୍ୟାପକ କ୍ଷୟକ୍ଷତି ହେବା ସହ, ଧନଜୀବନ ମଧ୍ୟ ନଷ୍ଟ ହେଉଛି । ଲୋକମାନେ ସଚେତନ ହୋଇ ବନବିଭାଗକୁ ହାତୀ ଘଉଡ଼ାଇବା ଦିଗରେ ସହାୟତା କରିବାକୁ ନିବେଦନ କରିଛନ୍ତି କେନ୍ଦୁଝର DFO.
ବାଇଟ ୧-ଧନରାଜ ଏଚ.ଡ଼ି., DFO, କେନ୍ଦୁଝର ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
DBDURGESH BISEN
FollowSept 27, 2025 15:46:290
Report
PTPreeti Tanwar
FollowSept 27, 2025 15:46:180
Report
RKRupesh Kumar
FollowSept 27, 2025 15:46:100
Report
RRRakesh Ranjan
FollowSept 27, 2025 15:46:000
Report
ACAshish Chaturvedi
FollowSept 27, 2025 15:45:310
Report
AYAmit Yadav
FollowSept 27, 2025 15:45:180
Report
PTPreeti Tanwar
FollowSept 27, 2025 15:45:070
Report
0
Report
HDHARSH DWIVEDI
FollowSept 27, 2025 15:35:183
Report
JPJai Pal
FollowSept 27, 2025 15:35:050
Report
DDDHANANJAY DWIVEDI
FollowSept 27, 2025 15:34:080
Report
NMNitesh Mishra
FollowSept 27, 2025 15:33:550
Report
SVShweta Verma
FollowSept 27, 2025 15:33:350
Report

0
Report