Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Kendujhar758002

ଲଗାଣ ବର୍ଷା: ତିନି ଫୁଟ ପାଣିରେ ରାସ୍ତା ଜାମ!

ABHAYA MOHANTY
Jun 29, 2025 11:33:26
Keonjhar, Odisha
ସ୍ଲଗ-- ଲଗାଣ ବର୍ଷା ରେ ରାସ୍ତା ଉପରେ ତିନି ଫୁଟ ର ପାଣି। ଆଙ୍କର - କେନ୍ଦୁଝର ସଦର ବ୍ଲକ ରଘୁନାଥପୁର ପଞ୍ଚାୟତ ଗୋପାଳପୁର ଗାଁ ପୋଲ ଉପରେ ତିନି ଫୁଟ ର ପାଣି। ଲଗାଣ ବର୍ଷା ଯୋଗୁ ବୁଢ଼ୀ ନଦୀ ରେ ପାଣି ବଢିବା ଫଳରେ ପୋଲ ଉପରେ ଆଜି ସକାଳୁ ତିନି ଫୁଟ ର ପାଣି ଦେଖିବାକୁ ମିଳିଛି। ଯାହାଫଳରେ ଯାତାୟାତ ଠପ ହୋଇଯାଇଛି। ଏହି ରାସ୍ତା ଦେଇ ବରଡ଼ି ସାହି, କାଣ୍ଡସରା, ନାଏକ ସାହି, ଜିଆନି ସାହି ର ଲୋକେ ନିର୍ଭର କରିଥାନ୍ତି। ଏହି ରାସ୍ତା ଗୋପାଳପୁର ଠାରୁ ବସନ୍ତପୁର କୁ ସଂଯୋଗ କରିଛି। ବାଇଟ - ଗ୍ରାମବାସୀ। ବାଇଟ - ଗ୍ରାମବାସୀ।
0
Report

हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|

Advertisement
Advertisement