Back
कटक ज़िले में दुर्गा पूजा सुरक्षा: प्रशासन-एसपी की अहम बैठक
SMSURYA MOHANTY
Sept 11, 2025 11:47:37
Khordha, Odisha
କଟକ ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତରେ ଗ୍ରାମାଞ୍ଚଳ ଦୁର୍ଗାପୂଜା ପରିଚାଳନା ବୈଠକ ଅନୁଷ୍ଠିତ
କଟକ-କଟକ ଜିଲ୍ଲାର 14 ବ୍ଲକ ରେ ଏଥର 447 ପୂଜା ମଣ୍ଡପ ରେ ଦେବୀ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଇବ। ଏଥି ପାଇଁ କଟକ ଜିଲ୍ଲା ପ୍ରଶାସନ ଆଜି ଗ୍ରାମାଞ୍ଚଳ ର ସବୁ ପୂଜା କମିଟି ଡାକି ସୁରକ୍ଷିତ ତଥା ଶୃଙ୍ଖଳିତ ପୂଜା ପାଇଁ ସବିଶେଷ ଆଲୋଚନା କରିଛନ୍ତି। ତୋରଣ ନିର୍ମାଣ, ଆଲୋକ ଗୋଟ୍, ଭଷାଣ ବେଳେ ପ୍ରଶାସନ ର ଅନୁମତି ନେଇ ଭଲରେ ଦୁର୍ଗା ପୂଜା କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ଓ ଏସପି। ବିଶେଷ କରି ତୋରଣ, ଆଲୋକ ଗେଟ୍, ଭଷାଣ ଆଦି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ କରିବାକୁ ସେମାନଙ୍କୁ ପରାମର୍ଶ ଦେବା ସହ ସବୁ ପାଇଁ ପ୍ରଶାସନ ର ଅନୁମତି ନେବାକୁ କହିଛନ୍ତି।ଆଲୋଚନା ବେଳେ ଆଠଗଡ, ବାଙ୍କି, ବଡମ୍ବା-ନରସିଂହପୁର, ଟାଙ୍ଗୀ-ଭଟୀମୁଣ୍ଡା, ଡେଲଟା, ନିଆଳି, କଣ୍ଟାପଡ଼ା, କଟକ ସହରର ପୂଜା କମିଟି ଗୁଡିକ ତାଙ୍କର ବିଭିନ୍ନ ସମସ୍ୟା କଥା କହିବା ସହ ପ୍ରଶାସନ ଓ ପୋଲିସ ର ସହଯୋଗ ଚାହିଁଥିଲେ। ଅଗ୍ନୀଶମ ବାହିନୀ ମଧ୍ଯ ପ୍ରତି ମଣ୍ଡପ କର୍ମକର୍ତ୍ତାଙ୍କୁ ଦୁଇଟି କରି ଫାୟାର ଏକ୍ସଟିଙ୍ଗୁଇସର , ବାଲି ଓ ପାଣି ମଣ୍ଡପ ପାଖରେ ରଖିବାକୁ ପରାମର୍ଶ ଦେଇଥିଲା। ପୂଜା କମିଟି ର କର୍ମକର୍ତ୍ତାଙ୍କ ଆଶା ପ୍ରଶାସନ ଓ ପୂଜା କମିଟି ର ସହଯୋଗ ରେ ଏଥର ଗ୍ରାମାଞ୍ଚଳ ରେ ଦୁର୍ଗାଙ୍କ ପୂଜା ଭଲ ହେବ ଆଶା ରହିଛି।
ବାଇଟ-ଦତ୍ତାତ୍ରେୟ ଭାଓସାଏବ ସିନ୍ଧେ
କଟକ ଜିଲ୍ଲାପାଳ।
ବାଇଟ-ବିନିତ୍ ଅଗ୍ରୱାଲ,
କଟକ ଗ୍ରାମାଞ୍ଚଳ ଏସପି।
ବାଇଟ-ପୂଜା କମିଟି କର୍ମକର୍ତ୍ତା।
7
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
3
Report
0
Report
DTDinesh Tiwari
FollowSept 11, 2025 14:05:190
Report
VPVEDENDRA PRATAP SHARMA
FollowSept 11, 2025 14:05:130
Report
HNHARENDRA NEGI
FollowSept 11, 2025 14:05:000
Report
AKAjay Kashyap
FollowSept 11, 2025 14:04:430
Report
AMANIL MOHANIA
FollowSept 11, 2025 14:04:290
Report
NJNitish Jha
FollowSept 11, 2025 14:04:150
Report
VPVinay Pant
FollowSept 11, 2025 14:04:030
Report
BDBabulal Dhayal
FollowSept 11, 2025 14:03:510
Report
VKVijay1 Kumar
FollowSept 11, 2025 14:03:410
Report
RKRaj Kumar Bhati
FollowSept 11, 2025 14:03:290
Report
DKDARSHAN KAIT
FollowSept 11, 2025 14:03:150
Report
BKBRAJESH KUMAR
FollowSept 11, 2025 14:03:05Khunti, Jharkhand:रिपोर्ट - ब्रजेश कुमार
क्षेत्र - खूँटी।
विजुअल - धरना प्रदर्शन कर ज्ञापन सौंपने के लिए जाते हुए।
0
Report
BKBRAJESH KUMAR
FollowSept 11, 2025 14:02:530
Report