Back
पारादीप में रक्तदान शिविर: पीएम मोदी की 75वीं जन्मदिन पर सेवा का संकल्प
NBNARAYAN BEHERA
Sept 17, 2025 15:32:11
Paradeep, Odisha
Slug - Blood Camp
Dt - 17/09/2025
Place - Paradip
Format - Avb
Anchor - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଜୟନ୍ତୀ ଅବସରରେ ସାରାଦେଶରେ ସେବା ମୂଳକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଏହି ଅବସରରେ ଭାରତୀୟ ଜନତା ପାର୍ଟି ପାରାଦୀପ ନଗର ମଣ୍ଡଳ ପକ୍ଷରୁ ପାରାଦୀପ ପୋର୍ଟ ମଜଦୁର ସଂଘ କାର୍ଯ୍ୟାଳୟ ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଏହି ଶିବିର କୁ ସ୍ଥାନୀୟ ବିଧାୟକ ତଥା ଶୀଳ୍ପମନ୍ତ୍ରୀ ଉଦଘାଟନ କରିଥିଲେ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ରକ୍ତଦାନ ଏକ ମହତ ଦାନ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ର ରକ୍ତ ଆବଶ୍ୟକତା ଥିବା ବେଳେ ଏହି ରକ୍ତ କାହା ଜୀବନ ପାଇଁ ଏକ ସଂଜିବନୀ। ଏହା ସମସ୍ତ ଙ୍କର ସାମାଜିକ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମ ଦିବସ ଅବସରରେ ଓଡ଼ିଶାରେ ୭୫ଲକ୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ପାରାଦୀପ ପୌର ପାଳିକା ତରଫରୁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହା ଜଳବାୟୁ ପରିବର୍ତ୍ତନ ,ମୃତିକା ସଂରକ୍ଷଣ ଓ ବାତ୍ୟା ପ୍ରକୋପ ରୁ ରକ୍ଷା ପାଇବା ପାଇଁ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମସ୍ତ ଙ୍କ ପାଇଁ ସହାୟକ ହେବ ।ଭାରତ ବର୍ଷ କୁ ସେବା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ଏହି ପରି ନିରବଚ୍ଛିନ୍ନ ସେବା ଯୋଗାଇ ଦେବା ଲକ୍ଷ ରଖି ସେବା ମୂଳକ କାର୍ଯ୍ୟକ୍ରମ ଚାଲୁଛି ବୋଲି କହିଛନ୍ତି ଶୀଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ।
ବାଇଟ -୧-
ବାଇଟ -୨-
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
2
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
पंडरिया में 70 से अधिक लोगों की घर वापसी: विधायक भावना बोहरा के प्रयासों से सनातन धर्म की ओर लौटे वन
0
Report
4
Report
GMGANESH MOHALE
FollowSept 17, 2025 17:46:570
Report
SASHAKIL AHMAD
FollowSept 17, 2025 17:46:350
Report
RRRakesh Ranjan
FollowSept 17, 2025 17:46:23Noida, Uttar Pradesh:Wkt राजकुमार मिश्रा के साथ
बाइट राजकुमार मिश्रा
इस आईडी में रिपोर्टर पियूश के साथ अधिकारी का टीटी है।
घटना स्थल का विजुअल है।
अधिकारी की बाइट है।
स्टील फोटो है।
0
Report
OBOrin Basu
FollowSept 17, 2025 17:46:100
Report
AMAsheesh Maheshwari
FollowSept 17, 2025 17:45:530
Report
VKVIJAY KUMAR
FollowSept 17, 2025 17:45:430
Report
0
Report
1
Report
4
Report
1
Report
बलरामपुर; राप्ती नदी का कटान जारी, बाढ़ खंड के करोड़ों के कार्य बहे, चौका कला व मधवापुर गांव पर संकट
1
Report
PTPreeti Tanwar
FollowSept 17, 2025 17:31:490
Report