Back
छत्तगढ़ मंदिर समूह बैठक में कार्तिक नियमों में बड़ा बदलाव तय
SMSanjay Mohapatra
Sept 21, 2025 08:45:09
Puri, Odisha
chhatisanijog meeting
(ଭିଓ୧) ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ନିର୍ଘଣ୍ଟ ହେଲା କାର୍ତ୍ତିକ ନିତି। ଚଳିତବର୍ଷ କାର୍ତ୍ତିକ ବ୍ରତ ଓ ବାଳଧୂପ ନୀତିନିର୍ଘଣ୍ଟ ଚୁଡାନ୍ତ। ଭୋର ୪ ଟା ସୁଦ୍ଧା ସରିବ ଦ୍ୱାରଫିଟା ନିତି। ସକାଳ ରୁପ ସରି ପୂର୍ବାହ୍ନ ୧୦ଟାରୁ ୧୦.୩୦ ମଧ୍ୟରେ ଲାଗି ହେବ ବାଳଧୁପ।ରାତି ୧୨ଟାରେ ରାତ୍ର ପହୁଡ଼ ହେବ।ପଞ୍ଚୁକ ତିଥିରେ ଶ୍ରୀଜୀଉଙ୍କର ସୂନାବେଶ ସହ ଅନ୍ୟାନ୍ୟ ବେଶ ଶୃଙ୍ଖଳିତ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଛି। ତେବେ ବହୁ ପ୍ରତିକ୍ଷିତ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବାକୁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ବାସ୍ତବରେ ଦିନକୁ ଦିନ ବିଳମ୍ବ ହେଉଛି। ନାଟମଣ୍ଡପରୁ ହୁଣ୍ଡି ସ୍ଥାନାନ୍ତର ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିସାରିଛି । ତେବେ କାର୍ତ୍ତିକ ମାସରେ ବାଳଧୁପ ସହ ଅନେକ ନିତିକାନ୍ତି ସହିତ ସହିତ ହବିଷ୍ଯାଳି , ବୟୋଜ୍ୟେଷ୍ଠ ଓ ସାଧାରଣ ଭକ୍ତଙ୍କ ଗହଳି ରହୁଥିବା ଯୋଗୁଁ ଧାଡି ଦର୍ଶନ ଆରମ୍ଭ କରିବା ଉଚିତ ନୁହେଁ। ବରଂ କାର୍ତ୍ତିକ ମାସ ପରେ ପରୀକ୍ଷା ମୂଳକ ଭାବେ ଧାଡ଼ି ଦର୍ଶନ କରାଯାଉ। ତାପରେ ବିଧିବଦ୍ଧ ଭାବେ ନାଟମଣ୍ଡପରେ ଧାଡି ଦର୍ଶନ ଆରମ୍ଭ କରିବାକୁ ମତପୋଷଣ କରାଯାଇଛି।,,
ବାଇଟ୍- ଅରବିନ୍ଦ ପାଢ଼ୀ,ମୁଖ୍ୟ ପ୍ରଶାସକ,ଶ୍ରୀମନ୍ଦିର ପ୍ରଶାସନ
ବାଇଟ୍- ସୋମିନ୍ଦ୍ର ମୁଦୁଲି,ସେବାୟତ
(ଭିଓ୨) ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ଉପରେ ଆଲୋଚନା ହୋଇଛି। ରାମ୍ପ ମଧ୍ୟ ପ୍ରସ୍ତୁତ କରାଯାଉଛି। ଖୁବଶୀଘ୍ର ଦିବ୍ୟାଙ୍ଗ ଦର୍ଶନ ପାଇଁ ଆସିବ ଏସଓପି। ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରସଙ୍ଗରେ ହୋଇଛି ଆଲୋଚନା। ହବିଷ୍ୟାଳି ବ୍ରତଧାରୀଙ୍କ ପାଇଁ ଆଲୋଚନା ହୋଇଛି। ମୋବାଇଲ ଫୋନ୍ ଶ୍ରୀମନ୍ଦିର ଭିତରେ ବ୍ୟବହାର ଉପରେ କଟକଣା। ଖୁବଶୀଘ୍ର ଗୋଟିଏ ଗାଇଡଲାଇନ୍ ଆସିବ। ପ୍ରାଥମିକ ପର୍ଯ୍ୟାୟରେ ଜେଟିପି ମାନଙ୍କ ପାଇଁ କଟକଣା। ପରେ ସେବକଙ୍କ ପାଇଁ ଲାଗୁ ହେବ ମୋବାଇଲ କଟକଣା। ପ୍ରତ୍ୟକ ବୁଧବାର ଏକ ସମନ୍ୱୟ କମିଟି ହେବା ସହ ନୀତି ଶୃଙ୍ଖଳା ପାଇଁ ହେବ ସ୍ୱତନ୍ତ୍ର କମିଟି । ଏମାରମଠ ରୂପାଇଟା ପ୍ରସଙ୍ଗରେ ଆଲୋଚନା। ମାମଲା ମାନ୍ୟବର କୋର୍ଟଙ୍କ ପାଖରେ ବିଚାରଧୀନ ରହିଛି। କୋର୍ଟ ଅଧିନରେ ଥିବା ୫୨୨ଖଣ୍ଡ ରୂପାଇଟା ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆସିବା ପାଇଁ ପ୍ରସ୍ତାବ ଦିଆଯାଇଛି। ସୁନାବେଶ ବ୍ଯତିତ ମହାପ୍ରଭୁଙ୍କ ପାଇଁ ଅନ୍ୟାନ୍ୟ ବେଶ ଗୁଡ଼ିକର ଦୁଇଟି ସେଟ୍ ହେବା ପାଇଁ ଆଲୋଚନା ହୋଇଛି।
ବାଇଟ୍- ଜଗନ୍ନାଥ ପୂଜାପଣ୍ଡା,
ପରିଚାଳନା କମିଟି ସଦସ୍ୟ।
ବାଇଟ୍- ହଜରୀ କୃଷ୍ଣ ଚନ୍ଦ୍ର ଖୁଣ୍ଟିଆ, ସେବାୟତ ପ୍ରତିନିଧି
ବାଇଟ୍- ଗୌରହରୀ ପ୍ରାଧାନ, ସେବାୟତ
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report

2
Report
0
Report
MKManitosh Kumar
FollowSept 21, 2025 10:33:510
Report
PPPraveen Pandey
FollowSept 21, 2025 10:32:580
Report
RSRAKESH SINGH
FollowSept 21, 2025 10:32:470
Report
VSVIPIN SHARMA
FollowSept 21, 2025 10:32:340
Report
AAANOOP AWASTHI
FollowSept 21, 2025 10:32:180
Report
ASAJEET SINGH
FollowSept 21, 2025 10:31:490
Report
SPSatya Prakash
FollowSept 21, 2025 10:31:230
Report
RKRupesh Kumar
FollowSept 21, 2025 10:31:160
Report
0
Report
ASAshok Singh Shekhawat
FollowSept 21, 2025 10:31:060
Report
AOAjay Ojha
FollowSept 21, 2025 10:31:000
Report