Back
केन्द्रुजहर के जंगल से 29 हाथी: दो घर टूटे, फसल तबाह
AMABHAYA MOHANTY
Sept 11, 2025 12:04:44
Keonjhar, Odisha
ଆଙ୍କର: କେନ୍ଦୁଝର ରେ ୨୯ ଟିକିଆ ହାତୀପଲଙ୍କ ଉପଦ୍ରବ । ୨ଟି ଘର ଭାଙ୍ଗିବା ସହ, ନଷ୍ଟ କଲେ ବ୍ୟାପକ ଧାନଫସଲ । ଏବେ ସଦର ରେଞ୍ଜ ଜଡିଚାତର ଗାଁ ରତନପୁର ପାହାଡ଼ ପାଖ ଜଙ୍ଗଲରେ ଏହି ହାତୀପଲ ରହିଛନ୍ତି । ଏହି ହାତୀପଲ ପ୍ରଥମେ ଉଖୁଣ୍ଡା ଓ ପରେ ଚମ୍ପୁଆ ହୋଇ ବାଲିବନ୍ଧ ଅଞ୍ଚଳରେ ଚଳପ୍ରଚଳ କରୁଥିଲେ । ଏହାପରେ ଗତ ରବିବାର ସଦର ରେଞ୍ଜ ରାଇକଳାରେ ପ୍ରବେଶ କରି ନିକଟସ୍ଥ ଖପରାଖାଇ ଗାଁରେ ୨ଟି ଘର ଭାଙ୍ଗିବା ସହ, ବ୍ୟାପକ ଧାନଫସଲ ନଷ୍ଟ କରିଛନ୍ତି । ହାତୀପଲରେ ୧୧ଟି ଦନ୍ତାହାତୀ, ୧୨ଟି ମାଈ ଓ ୬ଟି ହାତୀଛୁଆ ରହିଛନ୍ତି l ବର୍ତ୍ତମାନ ଧାନଚାଷ ସମୟରେ ହାତୀପଲ ଧାନଜମିରେ ଚଳପ୍ରଚଳ କରି ବ୍ୟାପକ ଧାନଫସଲ ନଷ୍ଟ କରୁଥିବାରୁ ଚାଷୀଙ୍କର ନିଦ ହଜିଯାଇଛି l ହାତୀପଲଙ୍କୁ ଏଠାରୁ ସୁରକ୍ଷିତ ସ୍ଥାନକୁ ଘଉଡ଼ାଇବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
1
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
VVvirendra vasinde
FollowSept 11, 2025 14:16:450
Report
0
Report
ADArvind Dubey
FollowSept 11, 2025 14:16:320
Report
RMRoshan Mishra
FollowSept 11, 2025 14:16:070
Report
RMRoshan Mishra
FollowSept 11, 2025 14:15:50Noida, Uttar Pradesh:10 naxals including CC member, Manoj urf modem balkrishna neutralised in Gariyaband district of Chhattisgarh.
0
Report
SMSanjay Mohapatra
FollowSept 11, 2025 14:15:330
Report
ASAMIT SONI
FollowSept 11, 2025 14:15:230
Report
VKVIKRANT KUMAR
FollowSept 11, 2025 14:15:130
Report
3
Report
1
Report
DTDinesh Tiwari
FollowSept 11, 2025 14:05:192
Report
VPVEDENDRA PRATAP SHARMA
FollowSept 11, 2025 14:05:130
Report
HNHARENDRA NEGI
FollowSept 11, 2025 14:05:000
Report
AKAjay Kashyap
FollowSept 11, 2025 14:04:430
Report
AMANIL MOHANIA
FollowSept 11, 2025 14:04:290
Report