Back
पूरी पुलिस ने 14 किलो गांजा जब्त किया, हाई-ड्रामा जारी
SMSanjay Mohapatra
Sept 11, 2025 14:15:33
Puri, Odisha
Sp reaction on Ganja seized,,AVB
()ପୁରୀ ରେ ନିଶା କାରବାର ବଢିଥିବା ବେଳେ ଗଞ୍ଜେଇ ବେପାରୀ କୁ ଗିରଫ କରିଛି ପୋଲିସ୍ ।ଜବତ କରିଛି 14 କେଜି ଗଞ୍ଜେଇ ।ଅନ୍ୟପଟରେ ଫସାଈ ଦିଆଯାଇଛି କହି ଏସପି ଅଫିସ ଆସି ଫାସାଇ ଦେବାର ଅଡିଓପ୍ରୁଫ ଦେଖାଇଛନ୍ତି ପରିବାର ।ଏପଟେ ଜଣେ ଗଞ୍ଜେଇ ବେପାରୀର ପରିବାର ଫସେଇ ଦେଇଥିବା ଅଭିଯୋଗ ହୋଇଛି।
ପୁରୀ ଏସପି ଅଫିସ ରେ ଗଞ୍ଜେଇ ବେପାରୀ ଗିରଫକୁ ନେଇ ହାଇଡ୍ରାମା। ଅପରାଧ ମୁକ୍ତ ପୁରୀ ପାଇଁ ପୁରୀ ପୋଲିସ୍ ର ଅପରେସନ ଚକ୍ର ।ଅପରାଧ ମୁକ୍ତ ଡ୍ରାଇଭ୍ ରେ ଯୋଡ଼ି ହେଲା ଆଉ ଦୁଇଟି ସଫଳତା ।ଚନ୍ଦନପୁର ଥାନା ଅଞ୍ଚଳରେ ଦାଦାବଟି ମାଗୁଥିବା ଗ୍ୟାଙ୍ଗ କୁ ଧରିଛି ପୋଲିସ୍ ।4 ଅଭିଯୁକ୍ତ ଙ୍କୁ ଧରିଛି ପୋଲିସ୍ ।ସ୍ୱାଇଫ୍ଟ,ଆପଲ ଫୋନ୍,ଓପୋ ମୋବାଇଲ, କ୍ୟାସ ।ଅଭିଯୁକ୍ତ ଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ରହିଛି ବୋଲି କହିଛି ପୋଲିସ୍ ।ସେହିପରି ସଦରଥାନା ପୋଲିସ୍ ଠାବ କରିଛି ଗଞ୍ଜେଇ ବେପାରୀ ଗ୍ୟାଙ୍ଗ ।3 ବେପାରୀଙ୍କ ଠାରୁ 14 କେଜି ଗଞ୍ଜେଇ ଜବତ କରିଛି ପୋଲିସ୍।ସହର ଭିତରେ ଛୋଟ ଛୋଟ ବେପାରୀ ଙ୍କୁ ଗଞ୍ଜେଇ ଯୋଗାଇ ଆସୁଥିଲେ ଏହି 3 ଅଭିଯୁକ୍ତ।
ସେହିଭଳି ପାର୍ବଣ ପାଇଁ ବିଭିନ୍ନ ସ୍ଥାନରେ ପୋଲିସ କରିଛି ନାକାବନ୍ଦି ।ଅଟୋ ପାର୍କିଂ ପାଇଁ ହେଉଥିବା ଟ୍ରାଫିକ ଜାମ କୁ ଫୋକସ ରେ ନେଇଛି ପୋଲିସ୍ ।240 ଅଟୋ କୁ ଇଲିଗାଲ ପାର୍କିଂ ପାଇଁ ଫାଇନ୍ ଆଦାୟ କରିଛି ପୋଲିସ୍ ।
ବାଇଟ - ପ୍ରତୀକ ସିଂ,ପୁରୀ ଏସପି
ବାଇଟ୍- ଅପରାଧିଙ୍କ ପରିବାର
3
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RRRakesh Ranjan
FollowSept 11, 2025 16:47:31Noida, Uttar Pradesh:इतनी मस्ती-मजाक भी ठीक नहीं !
4
Report
RRRakesh Ranjan
FollowSept 11, 2025 16:47:20Noida, Uttar Pradesh:शरीर में हड्डी नहीं मानो स्प्रिंग है !
4
Report
RRRakesh Ranjan
FollowSept 11, 2025 16:46:55Noida, Uttar Pradesh:शिकार के लिए उतावला हुआ मगरमच्छ
0
Report
RRRakesh Ranjan
FollowSept 11, 2025 16:46:32Noida, Uttar Pradesh:इंसानों की तरह पानी पीती मछली
0
Report
AMAsheesh Maheshwari
FollowSept 11, 2025 16:46:230
Report
BSBhanu Sharma
FollowSept 11, 2025 16:46:060
Report
VSVISHAL SINGH
FollowSept 11, 2025 16:45:42Noida, Uttar Pradesh:लखनऊ डीएम विशाख अय्यर मौके पर मौजूद
0
Report
MSMrinal Sinha
FollowSept 11, 2025 16:45:250
Report
0
Report

0
Report
3
Report
MGMOHIT Gomat
FollowSept 11, 2025 16:33:560
Report
MGMOHIT Gomat
FollowSept 11, 2025 16:33:450
Report
MGMOHIT Gomat
FollowSept 11, 2025 16:33:370
Report