Back
संबलपुर के तबला गाँव गुफा महोत्सव: बाबा सिद्धेश्वर का रंगीन माघ पूर्णिमा उत्सव
ANAJAY NATH
Feb 03, 2026 17:15:52
Sambalpur, Odisha
ସମ୍ବଲପୁର ତବଲା ଗାଁ ର ଗୁମ୍ଫା ଯାତ୍ରା ବା ସିଦ୍ଧେଶ୍ବର ବାବା ଙ୍କ ମହୋତ୍ସବ ମାଘ ପୂର୍ଣ୍ଣମୀ ଅବସର ରେ ଅନୁଷ୍ଠିତ ହୋଇ ଯାଇଛି| ସ୍ଥାନୀୟ ଗ୍ରାମବାସୀ ଙ୍କ ସହ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦୂରଦୂରାନ୍ତ ରୁ ଆସି ବାବା ଙ୍କର ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଛନ୍ତି|ମାନ୍ୟତା ରହିଛି ବାବା ଙ୍କ ଠାରେ ନିଷ୍ଠା ର ସହ ପୂଜା ଭକ୍ତି କଲେ ସର୍ବ ମନସ୍କାମନା ପୂର୍ଣ୍ଣ ହୋଇଥାଏ| ଶହ ଶହ ବର୍ଷ ହେବ ତବଳା ଗାଁ ର ଏହି ଗୁମ୍ଫା ରେ ପ୍ରଭୁ ସିଦ୍ଧେଶ୍ୱର ଅବସ୍ଥାନ କରୁଥିବା ବେଳେ ମାଘ ପୂର୍ଣ୍ଣମୀ ସମୟରେ ଏଇଠି ମେଳା ଲାଗିଥାଏ| ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମାଘ ପୂର୍ଣ୍ଣମୀ ଅବସରରେ ପାହାଡ଼ ଉପରକୁ ଆସି ଗୁମ୍ଫା ରେ ଅବସ୍ଥାନ କରୁଥିବା ବାବା ସିଦ୍ଧେଶ୍ୱର ଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥାନ୍ତି|ପାହାଡ଼ ତଳେ ବିରାଟ ମେଳା ଲାଗିଥାଏ| ମାନ୍ୟତା ରହିଛି ନିଃସନ୍ତାନ ଆସି ବାବା ଙ୍କର ଆରାଧନା କଲେ ସନ୍ତାନ ପ୍ରାପ୍ତି ହୋଇଥାଏ|ସେହିଭଳି ଚାଷୀ ମାନେ ବର୍ଷା ପାଇଁ ମଧ୍ୟ ପ୍ରଭୁ ଙ୍କ ନିକଟରେ ଭଜନ କୀର୍ତନ କରି ସୁଫଳ ପାଇଥିବା କୁହାଯାଏ|
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
DKDARSHAN KAIT
FollowFeb 16, 2026 09:22:590
Report
VSVaibhav Sharma
FollowFeb 16, 2026 09:22:240
Report
NJNeeraj Jain
FollowFeb 16, 2026 09:22:090
Report
AJAvinash Jagnawat
FollowFeb 16, 2026 09:21:550
Report
RKRupesh Kumar
FollowFeb 16, 2026 09:21:380
Report
BBBindu Bhushan
FollowFeb 16, 2026 09:21:180
Report
KSKULWANT SINGH
FollowFeb 16, 2026 09:20:590
Report
MPMAHESH PARIHAR1
FollowFeb 16, 2026 09:20:370
Report
RSRahul shukla
FollowFeb 16, 2026 09:20:100
Report
SJSantosh Jaiswal
FollowFeb 16, 2026 09:19:580
Report
SSSUNIL SINGH
FollowFeb 16, 2026 09:19:440
Report
KCKumar Chandan
FollowFeb 16, 2026 09:19:300
Report