Back
संबलपुर में पिज़ूली खेती विदेशी जैसी आमदनी बिना सरकारी मदद
ANAJAY NATH
Feb 21, 2026 10:19:10
Sambalpur, Odisha
ସମ୍ବଲପୁର ରେ ବିଦେଶ ଥାଇଲାଣ୍ଡ ର ଭଳିକି ଭଳି ପିଜୁଳି ଚାଷ |ବିନା ସରକାରୀ ସହାୟତା ରେ ସମ୍ପୂରୂଣ ଜୈବିକ ପଦ୍ଧତି ରେ ବିଦେଶ ଥାଇଲାଣ୍ଡ ର ଭଳିକି ଭଳି ପିଜୁଳି ଚାଷ କରି ଭଲ ଅର୍ଥ ରୋଜଗାର କରିବା ସହ କିଛି ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ସମ୍ବଲପୁର ଜିଲ୍ଲା ମାନେଶ୍ଵର ବ୍ଲକ ବଦୁଆପାଲି ର ବୀର କିଶୋର ବିଶ୍ୱାଳ |ଦୀର୍ଘ ଚାଳିଶ ବର୍ଷ ହେବ ସେ ଟମାଟର ଚାଷ କରୁଥିଲେ କିନ୍ତୁ ବିଶେଷ ଲାଭ ପାଉ ନ ଥିଲେ |୨୦୨୧ ମସିହାରେ ୟୁଟୁବ ଦେଖି ସେ ବିଦେଶ ଥାଇଲାଣ୍ଡ ର ପିଜୁଳି ଚାଷ ପାଇଁ ଆଗଭର ହେଲେ କିଛି ଗଛ ଲଗାଇ ଆରମ୍ଭ କଲେ |ଭଲ ଅର୍ଥ ରୋଜଗାର ହେବାରୁ ସେ ଏବେ ଦୁଇ ଏକର ଜମି ରେ ଦୁଇ ହଜାର ପିଜୁଳି ଗଛ ଲଗାଇଛନ୍ତି |ଗୋଟିଏ ଥର ସେ ସାତ ଲକ୍ଷ ଟଙ୍କା ବ୍ୟୟ କରି ଚାଷ ଆରମ୍ଭ କରି ଏବେ ବର୍ଷ କୁ ଦୁଇ ଥର ଅମଳ କରୁଛନ୍ତି |ବର୍ଷ କୁ ଦୁଇ ଥର ଅମଳ ହେଉଥାଯାଏ ବେଳେ ଗୋଟିଏ ଗଛ ରୁ ପ୍ରାୟ ୨୫ ରୁ ୩୦ କେଜି ପିଜୁଳି ବାହାରିଥାଏ |ଏହି କାର୍ଯ୍ୟ ରେ ସେ କିଛି ଲୋକଙ୍କୁ ମଧ୍ୟ କାର୍ଯ୍ୟରେ ନିୟୋଜିତ କରଥାନ୍ତି |ଯେଉଁମାନେ କି ଗଛର ରାକ୍ଷଣାବେକ୍ଷଣ ସହ ଫଳ ହେଲେ ତୋଳିବା ଓ ପେକିଙ୍ଗ କରିବା କାର୍ଯ୍ୟ ମଧ୍ୟ କରିଥାନ୍ତି | ସେ ଏହି ସମସ୍ତ ପିଜୁଳି ସମ୍ବଲପୁର ସହ ଆଖପାଖ ବଜାର ରେ ବିକ୍ରି ହେଉଥିବା କହିଥିବା ବେଳେ ବ୍ୟବସାୟୀ ତାଙ୍କ ନିକଟ ru ଆସି ଏହା ସଂଗ୍ରହ କରୁଥିବା ସୂଚନା ଦେଇଛନ୍ତି |କେଜି ପ୍ରତି ୫୫ ଟଙ୍କା ରୁ ଷାଠିଏ ଟଙ୍କା ମଧ୍ୟରେ ବ୍ୟବସାୟୀ ନେଉଥିବା_bେଳେ ତାହା ବଜାର ରେ ଶହେ ରୁ ଉର୍ଦ୍ଧ ଟଙ୍କା ରେ ବିକ୍ରି ହୋଇଥାଏ |_gଟିଏ ସିଜନ ରେ ଦୁଇ ଥର ଅମଳ ହୋଇଥାଏ |ନିଜେ ସେ ଜୈବିକ ପଦ୍ଧତି ରେ ସାର ପ୍ରସ୍ତୁତ କରି ଉପଯୋଗ କରି THାନ୍ତି |ସେ ଆହୁରି କହିଛନ୍ତି ଯେ ଏଥିରେ କମ ଲୋକ ଵଳ ରେ ପିଜୁଳି ଚାଷ ହୋଇଥାଏ |ଖର୍ଚ୍ଚ ମଧ୍ୟ ଥର ଟିଏ କରିଦେଲେ ଖାଲି ରାକ୍ଷଣାବେକ୍ଷଣ ଯାହା,ସେଥିପାଇଁ ସବୁ ଦୃଷ୍ଟିରୁ ଏହା ଭଲ ଉପାର୍ଜନ ଦେଇଥାଏ
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
0
Report
KSKAMARJEET SINGH
FollowFeb 21, 2026 11:50:260
Report
TCTanya chugh
FollowFeb 21, 2026 11:49:510
Report
ANAbhishek Nirla
FollowFeb 21, 2026 11:49:190
Report
ATALOK TRIPATHI
FollowFeb 21, 2026 11:48:300
Report
SHSAYED HUSSAIN AKHTAR
FollowFeb 21, 2026 11:47:160
Report
DCDhruv Chaudhary
FollowFeb 21, 2026 11:47:04Noida, Uttar Pradesh:India reacts to US Supreme court striking down Trump Tariffs, new Trump orders
"We are studying all these developments for their implications"
0
Report
ASABHISHEK SHARMA1
FollowFeb 21, 2026 11:46:530
Report
DRDamodar Raigar
FollowFeb 21, 2026 11:46:370
Report
DIDamodar Inaniya
FollowFeb 21, 2026 11:46:230
Report
JPJai Pal
FollowFeb 21, 2026 11:45:480
Report
0
Report
RBRAMESH BALI
FollowFeb 21, 2026 11:45:390
Report