Back
संबलपुर में टोकन समस्या से किसान फिर भड़के, धान वितरण में देरी
ANAJAY NATH
Dec 04, 2025 13:50:04
Sambalpur, Odisha
ସମ୍ବଲପୁର ରେ ପୁଣି ଟୋକନ ସମସ୍ୟା କୁ ନେଇ ଚିନ୍ତା ରେ ଚାଷୀ| ଧାନ ଭର୍ତି ଗାଡି ମଣ୍ଡି ସମ୍ମୁଖରେ ରଖିଥିଲେ ମଧ୍ୟ ଟୋକନ ପହଂଚି ନ ଥିବାରୁ ଚିନ୍ତା ପ୍ରକଟ କରିଛି ଚାଷୀ| ପୂର୍ବ ରୁ ୭୫ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ଆସିଥବା ବେଳେ ଅଧିକ ଧାନ ଥିବା ଚାଷୀ ଙ୍କ ନିକଟକୁ ଟୋକନ ପହଂଚି ନ ଥିବା ଅଭିଯୋଗ ହୋଇଛି| ଏଥର ମଣ୍ଡି ଧାନ ସଂଗ୍ରହ ର ଆରମ୍ଭ ରୁ ହଇରାଣ ହୋଇଛନ୍ତି ଚାଷୀ |ପ୍ରଥମେ ମିଲର ଧାନ ରଖିବାକୁ ମନା କରୁଥିବା ବେଳେ ପରବର୍ତ୍ତୀ ସମୟରେ ପି - ପାସ ପାଇଁ ଅସୁବିଧା ର ସମ୍ମୁଖୀନ ହୋଇଥିଲା ଚାଷୀ | ତା ପରେ ସିନ୍ଦୁରପଙ୍କ ଛକ ରେ ଅର୍ଥନୈତିକ ରାସ୍ତା ଅବରୋଧ କରିଥିଲା ଚାଷୀ| କିନ୍ତୁ ଏବେ ପୁଣି ଚାଷୀ ଟୋକନ ପାଇଁ ହୈରାଣ ହେଉଥିବା ନେଇ ଅଭିଯୋଗ ହୋଇଛି|ଏ ନେଇ ଜିଲ୍ଲାପାଳ ଙ୍କୁ ମଧ୍ୟ ଟୋକନ ସମସ୍ୟା ନେଇ ଚାଷୀ ଅଭିଯୋଗ କରିଛି| ଜିଲ୍ଲାପାଳ ସମସ୍ୟାର ସମାଧାନ ଦିନେ ଦୁଇ ଦିନ ମଧ୍ୟରେ ହୋଇଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି|
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ACAshish Chauhan
FollowDec 04, 2025 14:31:350
Report
RKRupesh Kumar
FollowDec 04, 2025 14:31:150
Report
ASAshutosh Sharma1
FollowDec 04, 2025 14:31:030
Report
DTDinesh Tiwari
FollowDec 04, 2025 14:30:450
Report
80
Report
66
Report
51
Report
PKPradeep Kumar
FollowDec 04, 2025 14:18:05108
Report
92
Report
RKRupesh Kumar
FollowDec 04, 2025 14:17:3860
Report
KYKaniram yadav
FollowDec 04, 2025 14:17:2181
Report
ASAshutosh Sharma1
FollowDec 04, 2025 14:16:52110
Report
PKPankaj Kumar
FollowDec 04, 2025 14:16:3419
Report
PKPankaj Kumar
FollowDec 04, 2025 14:16:14101
Report
DDDHANANJAY DWIVEDI
FollowDec 04, 2025 14:15:4795
Report