Back
हिराकुड़ झुपुड़ी में कत्ल मामले: छह गिरफ्तार, मामले की जांच जारी
ANAJAY NATH
Nov 04, 2025 15:15:24
Sambalpur, Odisha
ଘਤକାଲି ସନ୍ଧ୍ୟା ହୀରାକୁଦ ଝୁପୁଡି ପଡ଼ାର କାଳୁ ବହାଦୁର ହତ୍ୟା ଘଟଣାରେ ଛଅଜଣାକୁ ଗିରଫ କଲା ପୋଲିସ।ାଳୁ ବାହାଦୁର କୁ ହୀରାକୁଦରେ ଦଳବଦ୍ଧ ହୋଇ ହତ୍ୟା କଥା ଘଟାଇଥିବା ଘଟଣାରେ ଛଅଜଣାକୁ ଗିରଫ କଲା ପୋଲିସ। ସେହି ଘଟଣାରେ ପୋଲିସ ଛଅଜଣାକୁ ଗିରଫ କରିଛି। ସୂଚନା ଥାଉକି କାଳୁ ବହାଦୁର ନାମରେ ପୂର୍ବରୁ ୧୮ଟି ଅପରାଧିକ ମାମଲା ରହିଥିବା ପୋଲିସ ପକ୍ଷରୁ ଜଣାପଡ଼ିଛି।ଏହି ଘଟଣା ସାମୁହିକ ଆକ୍ରମଣ ଥିବା ଅଭିଯୋଗ ଉଠିଛି। ପୋଲିସ ତତ୍କ୍ଷଣାତ୍ ତଦନ୍ତ କାର୍ଯ୍ୟ ଆରମ୍ଭ କରି ମୋଟ ଛଅ ଜଣକୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ହୀରାକୁଦ ଝୁପୁଡିପଡା ର ସାଇନି ବେହେରା୍ ,ପ୍ରତାପ ବେହେରା, କଦମ ପଡ଼ା ର ଜୟନାରାୟଣ ମିଶ୍ର, ରାଜ ବାରିକ, ଶ୍ରୀଧର ପ୍ରସାଦ, ସମୀର ବେହେରା ଝୁପୁଡିପଡାର ବୋଲି ସୂଚନା ମିଳିଛି। ସୂତ୍ର ଅନୁସାରେ, ଏହି ଘଟଣାରେ ଆହୁରି କିଛି ନାବାଳକ ମଧ୍ୟ ସଂପୃକ୍ତ ଥିବା ସୂଚନା ମିଳିଛି। ପୋଲିସ ଆଗାମୀ ଦିନରେ ଅଧିକ ଗିରଫ ହେବାର ସମ୍ଭାବନା ଜଣାଇଛି। ହୀରାକୁଦ ଥାନା ପୋଲିସ ଘଟଣା ସ୍ଥଳରୁ ପଥର ଓ ରକ୍ତରଞ୍ଜିତ ସାକ୍ଷ୍ୟ ସଂଗ୍ରହ କରିଛି ଏବଂ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପୋଲିସ ପକ୍ଷରୁ ତଦନ୍ତ ଚାଲିଛି ଓ ଘଟଣା ପଛରେ ଥିବା ପୂର୍ବ ଶତ୍ରୁତା କୁ ନେଇ ମଧ୍ୟ ଖୋଜଖବର ନିଆଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସ ପି।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
0
Report
AMANIL MOHANIA
FollowNov 04, 2025 18:01:180
Report
DSdevendra sharma2
FollowNov 04, 2025 18:00:400
Report
AKAlok Kumar
FollowNov 04, 2025 18:00:220
Report
0
Report
0
Report
0
Report
ASANIMESH SINGH
FollowNov 04, 2025 17:47:580
Report
KSKartar Singh Rajput
FollowNov 04, 2025 17:47:430
Report
KSKartar Singh Rajput
FollowNov 04, 2025 17:47:270
Report
RKRakesh Kumar Bhardwaj
FollowNov 04, 2025 17:47:160
Report
RMRoshan Mishra
FollowNov 04, 2025 17:46:570
Report
ASAkhilesh Sharma
FollowNov 04, 2025 17:46:400
Report